ଆସନ୍ତା କାଲି ଠାରୁ ସତର୍କ ରୁହନ୍ତୁ ଏହି 4 ଟି ରାଶି, ଘଟିପାରେ କୌଣସି ଅଘଟଣ

ବନ୍ଧୁଗଣ ମଣିଷ ଜୀବନରେ ଉଭୟ ଦୁଃଖ ଓ ସୁଖ ଆସିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କ ସ୍ଥିତି ସର୍ବଦା ପରିବର୍ତ୍ତନ ହୋଇଥାଏ, ଯାହା ଫଳରେ ଏହାର ପ୍ରଭାବ ରାଶି ମାନଙ୍କ ଉପରେ ପଡିଥାଏ, ତେଣୁ ମଣିଷ ଜୀବନରେ ଦୁଃଖ ଓ ସୁଖ ଆସିଥାଏ । ବନ୍ଧୁଗଣ ଆଜିଠାରୁ ୪ ଟି ରାଶି ମାନଙ୍କ ଉପରେ ଗ୍ରହ ମାନଙ୍କର କୁ ପ୍ରଭାବ ପଡିବ । ଏହି ୪ ଗୋଟି ରାଶିର ଲୋକ ମାନଙ୍କୁ ଅତି ସାବଧାନତାର ସହିତ ରହିବାକୁ ହେବ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ରାଶି ମାନଙ୍କ ବିଷୟରେ ।

ମିଥୁନ ରାଶି: ଏହି ରାଶିର ଲୋକମାନଙ୍କ ଉପରେ ସମସ୍ୟା ଆସିବାକୁ ଯାଉଛି । ଲୋକପ୍ରିୟତା ହ୍ରାସ ପାଇବ । ଆପଣ ନିଜର ଆସ୍ଥା ହରେଇବେ । ଅର୍ଥ ଅଭାବ ଅନୁଭବ କରିପାରନ୍ତି । ଘରେ କଳହ ଲାଗିପରେ । ଆର୍ଥିକ କଷ୍ଟ ପାଇବେ, ପାଇଥିବା ଦ୍ରବ୍ୟ ହରାଇ ବସିବେ । କୌଣସି ଏକ ବଡ ଧରଣର ଯୋଜନାରେ ପରିବର୍ତ୍ତନ କରିବେ ଓ ପରିବାରରେ ଜଞ୍ଜାଳ ବଢିବ । ଏହାର ପ୍ରତିକାର ପାଇଁ ଆପଣ ଗାଈକୁ ସବୁଜ ଘାସ ଖାଇବାକୁ ଦିଅନ୍ତୁ ।

କର୍କଟ ରାଶି: ଆପଣ ମାନଙ୍କ ମାନସିକ ଅସାନ୍ତି ବଢିପାରେ । ନିଜ ବନ୍ଧୁମାନଙ୍କ ଦ୍ଵାରା ଅପମାନିତ ହୋଇପାରନ୍ତି । ଅଯଥା କାମରେ ଟଙ୍କା ବିନିଯୋଗ କରିବେ । ଅବାଞ୍ଛିତ ପରିସ୍ଥିତିରେ ପଡିଯିବେ, କୌଣସି ସ୍ଥାନରେ ଅପମାନିତ ହେବେ । ଶାରୀରିକ କଷ୍ଟ ଭୋଗିବେ । ଆପଣଙ୍କ ପାଇଁ ପରିବାରରେ କଳହ ହୋଇପାରେ । ଏହାର ପ୍ରତିକାର ପାଇଁ ଆପଣ ଗରିବ ଲୋକ ମାନଙ୍କୁ ଅନ୍ନଦାନ ବା କିଛି ସାହାର୍ଯ୍ୟ କରନ୍ତୁ ।

ମୀନ ରାଶି: ଏହି ରାଶିର ଲୋକମାନଙ୍କୁ ଅର୍ଥ ଅଭାବର ଆଭାସ ମିଳିବ । ନିଜର ପରିବେଶରେ ପରିବର୍ତ୍ତନ ହେବ । ଆପଣଙ୍କ ମାନ ସମ୍ମାନରେ ହାନି ଘଟିବ । ଉପଯୁକ୍ତ ନ୍ୟାୟ ପାଇଁ ପାରିବେ ନାହିଁ । ଉପରିସ୍ଥ କର୍ତ୍ତୁପକ୍ଷ ମାନଙ୍କ ଚାପ ପଡିବ । ଆଳସ୍ୟ ଅନୁଭବ କରିବେ, ହଠାତ ଦୁର୍ଘଟଣା ହୋଇପାରେ । ତେଣୁ ସର୍ବଦା ସାବଧାନ ରୁହନ୍ତୁ । ଆପଣଙ୍କ ମାନସିକ ଚିନ୍ତା ବୃଦ୍ଧି ହୋଇଯିବ । କାର୍ଯ୍ୟରେ ଅବନୀତି ଘଟିବ । ଏହାର ପ୍ରତିକାର ପାଇଁ ଆପଣ ପ୍ରତ୍ୟକ ମଙ୍ଗଳବାର ଦିନ ହନୁମାନ ଚାଳିଶାର ପାଠ କରନ୍ତୁ ।

ବିଛା ରାଶି: ଭୟବିତ ଭାବରେ ସମୟ ଅତିବାହିତ ହେବ । ବହୁତ ଦିନର ଅନୁସନ୍ଧାନରେ ବିଫଳ ହେବେ । ଯାତ୍ରାରେ ସତର୍କତା ଅବଲମ୍ବନ କରନ୍ତୁ । ମାନସିକ ଚାପ ପଡିବାରେ, ବ୍ୟସ୍ତତାରେ ସମୟ ଅତିବାହିତ ହେବ । ଘର ପରିବାରରେ ବାଦବିବାଦ ଦେଖା ଦେଇପାରେ । ଅଭାବ ଅନାଟନରେ ଦିନ କଟି ପାରେ । ଆପଣ ବିଶ୍ଵାସ ଘାତକତାରେ ଶିକାର ହୋଇପାରନ୍ତି ।

ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି । ଏହାର ପ୍ରତିକାର ହେଉଛି ଅସହାୟ ବ୍ୟକ୍ତିଙ୍କୁ ସାହାର୍ଯ୍ୟ କରନ୍ତୁ । ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *