ଆସନ୍ତା ମାସର ସବୁଠାରୁ ଧନୀ ରାଶି, ମାତା ଲକ୍ଷ୍ମୀ ଢାଳିଦେବେ ପୁଳା ପୁଳା ଟଙ୍କା, ଦେଖନ୍ତୁ ସେହି ରାଶି ଆପଣଙ୍କର ନୁହେଁ ତ !

ରାଶି ଚକ୍ର ରେ ୧୨ ଟି ରାଶି ଅଛି । ୧୨ ରାଶିର ରାଶି ଫଳ ଗ୍ରହ ମାନଙ୍କ ଦ୍ଵାରା ବାହାରି ଥାଏ । ଏହା ଆମ ଜାତକ ଦ୍ଵାରା ଜଣା ପଡି ଥାଏ । ଆମେ କେଉଁ ସମୟରେ କେଉଁ ଜାଗାରେ ଜନ୍ମ ହୋଇଛୁ ଓ ଏହା ଦ୍ଵାରା ଆମେ କେଉଁ ଭଳି ରାଶିର ଅଧିପତି ହେଲୂ ଏହା ଆମ ଉପରେ ନିର୍ଭର କରି ଥାଏ । ଓ ଆମ ଜନ୍ମ ସମୟ ଉପରେ ନିର୍ଭର କରେ । ଗ୍ରହ ମାନଙ୍କ ଚଳନ କିଛି ରାଶିଙ୍କ ଉପରେ ଭଲ କିମ୍ବା ଶୁଭ ପ୍ରଭାବ ପକାଇ ଥାଏ ଓ କିଛି ରାଶି ଙ୍କ ଉପରେ ଖରାପ ପ୍ରଭାବ ପକାଇ ଥାଏ ।

ସେହି ଭଳି ଚାରି ରାଶି ଙ୍କ ଉପରେ ଗ୍ରହ ମାନାଙ୍କ କୁ ପ୍ରଭାବ ପଡିବା ପାଇଁ ଯାଉଛି । ତେବେ ଆସନ୍ତୁ ଜାଣିବା କଣ କଣ ରାଶି ଅଟନ୍ତି ଏହି ମାନେ । ଆଗାମୀ ଦିନ ରେ ଅଘଟଣ ମାଡି ଆସୁଛି । ପ୍ରଥମ ରାଶି ହେଉଛି ମିଥୁନ ରାଶି – ଲୋକ ପ୍ରିୟତା ହରାଇବେ ଆପଣ ଆସ୍ଥା କୁ ହରାଇବେ ଅର୍ଥ ଅଭାବ ଆପଣ ଅନୁଭବ କରିବେ । ଆପଣଙ୍କ ପାଖରେ ଧନ ଥିଲେ ମଧ୍ୟ ଠିକ ସମୟରେ ଆପଣ ଏହାକୁ ପାଇ ପରିବେନି ।

ଆପଣ ଯଦି ଧାର ଉଧାର କରି ନଥିବେ ଭଲ କିନ୍ତୁ ଯଦି କରି ଛନ୍ତି କରଜ ଧାର ମାନଙ୍କ ଦ୍ଵାରା ଆପଣ ବହୁତ ପ୍ରକାର କଥା ଶୁଣିବା ପାଇଁ ଯାଉଛନ୍ତି । ଆର୍ଥିକ କ୍ଷତି ଆପଣ ସହିବେ । କିଛି ବଡ ଧାରଣ ର ଅସୁବିଧା ଯାହା ଦ୍ଵାରା ଆପଣ ସବୁ ବେଳେ ମାନଶୀକ ଚିନ୍ତାରେ ରହିବେ । ପରିବାର ରେ ଜଞ୍ଜାଳ ବଢିବ । ଆପଣଙ୍କ ମନ ବିଚଳିତ ରହିବ ।

ଆପଣଙ୍କ ପାଇଁ ପ୍ରତିକାର ହେଉଛି ଆପଣ ଗାଇକି କିଛି ଖାଇବା ଅପାଇନ ଦିଅନ୍ତୁ । କର୍କଟ ରାଶି – ଆପଣଙ୍କ ର ମାନଶିକ ଚିନ୍ତା ବଢିବା ପାଇଁ ଯାଉଛି । ଅଯଥା କାମରେ ଆପଣ ଟଙ୍କା ବିନିଯୋଗ କରିବେ । ଅବାଞ୍ଛିତ ପରିସ୍ଥିତି ରେ ଆପଣ ପଡି ଯିବେ । କାହା ଦ୍ଵାରା ଅପମାନିତ ଆପଣ ହେବେ ଶାରୀରିକ କଷ୍ଟ ଭୋଗ କରିବେ । ଆପଣଙ୍କ ପାଇଁ ପରିବାରେ କଳହ ଆରମ୍ଭ ହୋଇ ପାରେ ।

ଆପଣଙ୍କ ପାଇଁ ପ୍ରତିକାରକ ହେଉଛି ଆପଣ ଗରିବ ଦୁଃଖୀ ମାନଙ୍କ ପାଇଁ ଖାଇବା ଦାନ କରନ୍ତୁ । ମୀନ ରାଶି – ଆପଣ ଟଙ୍କା ହରାଇବେ । ମାନ ସମ୍ମାନ ରେ ଆପଣଙ୍କ ହାନି ଦେବ । ଆପଣ ଙ୍କ ସମୟ ଖରାପ ଥିବାରୁ ଆପଣ ନିଶ୍ଚିତ ଭାବେ ନିଜର ବନ୍ଧୁ ଙ୍କ ସହ ମଧ୍ୟ ଝଗଡା ହେବ । ଉପରିସ୍ଥ କର୍ତ୍ତୁ ପଖଙ୍କ ଚାପ ବଢିଯିବ ।

ଆପଣଙ୍କ ମାନଶୀକ ଚିନ୍ତା ବଢିବ ଆପଣଙ୍କ ପାଇଁ ପରିସ୍ଥିତି ଖୁବ କଠିନ ହୋଇ ପାରେ । ଆପଣ ଯେଉଁ ଜାଗାକୁ ଯିବେ ସେହି ଜାଗାରେ ଆପଣ କିଛି ନା କିଛି କଥା କୁ ନେଇକି ଅନ୍ୟ ମାନଙ୍କ ଦ୍ଵାରା ଦଣ୍ଡିତ ହେବାର ସମ୍ଭାବନା ଅଛି । ଆପଣ ପ୍ରତେକ ଦିନ ହନୁମାନ ଚାଳିଶା ର ପାଠ କରନ୍ତୁ ଓ ମଙ୍ଗଳବାର ଦିନ ହନୁମନା ମନ୍ଦିର କୁ ଯାଇକି ସେଠାରେ କିଛି ଦୀପ ଲାଗିକି ଆସନ୍ତୁ ।

ବିଛା ରାଶି – ଆପଣଙ୍କ ସମୟ ଖରାପ ଥିବା ଯୋଗୁ ଆପଣମାନେ କିଛି ଭଲ ପରିଣାମ ପାଇବାର ଥିଲେ ମଧ୍ୟ ଖରାପ ଫଳ ଆପଣଙ୍କ ଆଗକୁ ଆସିବ । ଯେଉଁ ମାନେ ନିଜକୁ ପ୍ରମାଣିତ କରିବା ପାଇଁ ଚେଷ୍ଟା କରୁଥିଲେ ସେମାନେ ଏବେ ଅସଫଳ ରହିବେ । ଆପଣଙ୍କ ପାଇଁ ପ୍ରତିକାର ଆପଣ ଗଣେଶ ଭଗବାନ ଙ୍କ ଆରାଧନା କରନ୍ତୁ ।

Leave a Reply

Your email address will not be published. Required fields are marked *