ଆସନ୍ତାକାଲି ଏକ ଭୟଙ୍କର ଦିନ ଅଦ୍ଭୁତ ଘଟଣା ଏହି ଛୋଟିଆ କାମ କରନ୍ତୁ | ମଙ୍ଗଳ ହେବ

ଆମ ଜିବନରେ ଆମେ ଯାହା ଭି କରୁ କୁହା ଯାଏ କି ଆମେ ଶାସ୍ତ୍ର କୁ ଦେଖିକି କାମ କରୁ କିନ୍ତୁ ଦେଖିବା ପାଇଁ ଗଲେ ଆମେ ଜାଣିବା କି ଆମେ ଅମବାଶ୍ୟା କିମ୍ବା ସଂକରାନ୍ତି ଆଡିକୁ ଖୁବ ମାନି ଥାଉ ଏହା ସହ ଆମେ ମାନିବା ପାଇଁ ବାଧ୍ୟ ନଥାଉ କିନ୍ତୁ କିଛି ଲୋକମାନେ ଏହାକୁ ଦରିକି ମାନିବା ବେଳେ କିଛି ଲୋକମାନେ ଏହାକୁ ମାନି ନଥାନ୍ତି । ଆଜି ଆମେ କହିବା ପାଇଁ ଯାଉଥିବା କଥା ହେଉଛି କି ଏହି ଦିନ ମାନଙ୍କ ରେ ଅଲଗା ଅଲଗା ପ୍ରକାର ପୂଜା କରାଯାଏ ।

ଏହା ସହ ଆମେ ଜାଣିଛେ କି ଆମେ ଏହି ଭଳି କରିବାର କାରଣ ମଧ୍ୟ ଅଲଗା ଥାଏ । ଆପଣ ଯଦି ଆମେ କହିବା ପାଇଁ ଯାଉଥିବା ଉପାୟ ମାନଙ୍କୁ କରିବେ ଆପଣ ବହହୁତ ଲାଭ ବାନ ହେବେ । ଆପଣଙ୍କ ଗହର ଧନ ର ବର୍ଷା ହେବା କୁ ଲାଗିଆବ । ଆପଣ ଯାହାଭି କାମନା କରିବେ ତାକୁ ବହୁତ ଜଲ୍ଦି ଆପଣ ପୂରଣ କରି ଅପରିବେ । ଆପଣ କରିବା ପାଇଁ ଯାଉଥିବା କାକୁ ଆପଣ ଯଦି କରିଆବା ବେଳେ ଏକା କରିବେ ତାହେଲେ ଏହା ଭଲ ହୋଇ ଥାଏ । କାରଣ ଆପଣ ମାନେ ଜାଣି ଥିବେ କି ତୁଣ୍ଡ ବାଇଦ ସହସ୍ର କୋଷ ଏହା ଅନ୍ୟ କାହାକୁ କହିଲେ କିଛି ଖରାପ ନାଇ କିନ୍ତୁ ଏହାକୁ କରିବା ର ସଠିକ ଉପାୟ ଜଣା ନଥିଲେ ଅସୁବିଧା ହୋଇ ଯାଇ ପାରେ ।

ପ୍ରଥମ ରେ ଆପଣ ଅମାବାଶ୍ୟା ଦିନ ଯାହା ଭି ଅଳିଆ ଅଛି ତାକୁ ସଫା କରି ଖରାପ ବସ୍ତୁ କୁ ବାହାରକୁ ବାହାରକୁ ବାହାର କରି ଦିଅନ୍ତୁ । ଏହା ପରେ ଆପଣ ଏହାକୁ ଅଲାଇ ସଫା କରି ଏହି ଜାଗାକୁ ଗଙ୍ଗାଜଳ ଦ୍ଵାରା ପବିତ୍ର କରିବେ । ଏହା ପରେ ଆପଣ କିଛି କଉଡି ନେବେ ଓ କିଛି କର୍ପୁର ନେବେ । ଆପଣ କର୍ପୁର କୁ ଭାଙ୍ଗି ଦେଇ ଏହାକୁ ଗୁ-ଣ୍ଡା କରିନେବେ ଓ ଏହା ପରେ ଆପଣ ଏହାକୁ କଉଡି ସହ ମିଶାଇ ଏହାକୁ ଠାକୁର ଘରକୁ ନେଇ ପୂଜା କରି ନିଅନ୍ତୁ ।

ଏହା ପରେ ଏହି ମିଶ୍ରଣ ରୁ ଆପଣ କିଛି କିଛି ନେଇ ଆପଣଙ୍କ ଘର ଚାରି ପାର୍ଶ୍ଵ ରେ ଏହା କୁ ପକାଇ ଦିଅନ୍ତୁ ଏହା ସହ କଉଡି ମଧ୍ୟ ମାଝି ମାଝି ରେ ପକାଇ ଦିଅନ୍ତୁ । ଦେଖିବେ ଏହାକୁ କରିବା ଦ୍ଵାରା ଆପଣଙ୍କ ଘରୁ ଖରାପ ଶକ୍ତି ବାହାରକୁ ବାହାରି ଜୀବ ଏହା ସହ ଆପଣ ଯାହାଭି କରିବେ କିମ୍ବା ଅଯାହା ଭି କରିବା ପାଇଁ ଆସୁଥିବା ଅସୁବିଧା ସବୁ ଦୂରେଇ ଜୀବ ଆପଣଙ୍କ ଜୀବନରୁ । ଆପଣ ଏହି ଦିନ ଯଦି ଭଗବାନ ଙ୍କ ପାଖରେ ଘିଅ ଦୀପ ଲଗାଇବେ ଏହା ମଧ୍ୟ ଶୁଭ ହୋଇ ଥାଏ । ଆପଣ ଙ୍କ ଘରେ ଏହି କାମ କରିବା ପରେ ଆପଣ ମାନେ ନିଜେ ଅନୁଭବ କରିବେ କି ଆପଣ କିବାହଳି ଉର୍ଣ୍ଣାତ୍ତି କରୁଛନ୍ତି ସବୁ କିଛି ବଦଳିଯିବା ଆପଣଙ୍କ ଜୀବନରେ । ଆପଣ କିଛି ନୂଆ କାମ ମଧ୍ୟ କୁବ ସହଜରେ ଆରମ୍ଭ କରି ପାରିବେ ।

Leave a Reply

Your email address will not be published. Required fields are marked *