ଜ୍ଯୋତିଷ ଶସ୍ତ୍ର ଅନୁଯାୟୀ ଆଗାମୀ ୪୪ ଦିନରେ କୁମ୍ଭ ରହସିର ବ୍ୟକ୍ତି ବିଶେଷଙ୍କ ଜୀବନରେ ଏମିତି କିଛି ଘଟିବାକୁ ଯାଉଛି ଯାହା ସେମାନଙ୍କର ଜୀବନ ବଦଳାଇ ଦେବ । ମଙ୍ଗଳଙ୍କର ରାଶି ପରିବର୍ତ୍ତନ ଓ ମଙ୍ଗଳ ଓ ବୃହସ୍ପତିଙ୍କ ପରିବର୍ତ୍ତନ ଯାହା କି ଲାଭ ସ୍ଥାନରେ ବହୁତ ପ୍ରକାରର ଆପଣଙ୍କ ଜୀବନରେ ଲାଭ ଦେବେ । ସନ୍ତାନ ସୁଖର ଲାଭ ହେବ । ଯେଉଁ ମାନେ ସନ୍ତାନ ସୁଖରୁ ବଞ୍ଚିତ ଥିଲେ ବା ସନ୍ତାନଙ୍କ ପାଇଁ ସମସ୍ଯା ରହିଥିଲା ତାହ ଦୂର ହେବ । ଆପଣଙ୍କର ପୁତ୍ର ପ୍ରାପ୍ତିର ଯୋଗ ପ୍ରବଳ ରହିଛି । ଯେଉଁ ମାନଙ୍କର ସନ୍ତାନ ଅଛନ୍ତି ସେମାନଙ୍କର ସଂଘର୍ଷ କମ ରହିବ ।
ଯାହା କାରଣରୁ ଆପଣଙ୍କ ମନ ପ୍ରସନ୍ନ ରହିବ । ବିଦ୍ୟାର୍ଥୀଙ୍କ ଜୀବନରେ ଖୁଶିର ଆଗମନ ହେବାକୁ ଯାଉଛି । ଏହି ୪୪ ଦିନ ଅଧ୍ୟରେ ରାହୁ ୫ମ ଭାବରେ ବସି ଯେଉଁ ସମସ୍ଯାମାନ ରହିଥିଲା ତାହା ଦୂର ହେବ । ଆପଣଙ୍କର ପରାକ୍ରମ ବଢିବ । ଆପଣଙ୍କର ଉଶ୍ଚାହରେ ବୃଦ୍ଧି ହେବ । ସ୍ୱାସ୍ଥ୍ୟ ଜନିତ ସମସ୍ଯା ଦୂର ହେବ । ଆଗକୁ ବଢିବାର ସୁଯୋଗ ପ୍ରାପ୍ତ ହେବ । ମିତ୍ର ମାନଙ୍କ ସହଯୋଗ ଆପଣ ପାଇବେ ।
ଯେଉଁ କାରଣରୁ ଆପଣଙ୍କୁ ଆଗକୁ ବଢିବାର ନୂଆ ନୂଆ ଅବସର ପ୍ରାପ୍ତ ହେବ । ବିଦ୍ୟାର୍ଥୀଙ୍କୁ ରାହୁଙ୍କ ପାଇଁ ଶୁଭ ଉପାୟ କରିବାକୁ ହେବ । ଖେଳକୁଦ କ୍ଷେତ୍ରରେ ଆପଣ ସଫଳ ହେବେ । ଡିଫେନସ ସର୍ଭିସରେ ଯୋଡି ହୋଇଥିଲେ ଅଧିକ ଧନ ଲାଭ ହେବ । ଇଞ୍ଜିନିୟର, ଉପଦେଷ୍ଟା ଏହି ସମୟରେ ନାମ ଅର୍ଜନ କରିବେ । ମଙ୍ଗଳର ରାଶି ପରିବର୍ତ୍ତନ ଆପଣଙ୍କର କର୍ମ ଫଳ ପ୍ରଦାନ କରିବେ ।
ପୂର୍ବ ମାସରେ ଆପଣ ଯେଉଁ କାମ କରିଛନ୍ତି ତାହାର ପରିଣାମ ପାଇବେ । ଆପଣଙ୍କୁ ପଜେଟିଭ ଫଳ ମିଳିବ । ଆପଣଙ୍କର ସବୁ ଇଚ୍ଛା ପୂର୍ଣ୍ଣ ହେବ । ବିଶେଷ କରି ଯେଉଁ ମାନେ ସରକାରି ଚାକିରି ପାଇଁ ପ୍ରୟାସ କରୁଛନ୍ତି ସେମାନେ ସଫଳ ହେବେ । ସ୍ଥିତି ଆପଣଙ୍କ ପକ୍ଷରେ ରହିବ । ଯେଉଁ ମାନେ ବିବାହରେ ଅପେକ୍ଷାରେ ଅଛନ୍ତି ସେମାନଙ୍କ ପାଇଁ ଜନ୍ମ ଭୂମି ଠାରୁ ବିବାହ ପ୍ରସ୍ତାବ ଆସିପାରେ ଓ ବିବାହ ହେବାର ଯୋଗ ରହିଛି ।
ଏହି ସମୟରେ ଆପଣଙ୍କର ସ୍ଵଭାବରେ କ୍ରୋଧ ରହିପାରେ । କିନ୍ତୁ ଏହା ଆପଣଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହେବ ନାହି । ନିଜ ସ୍ବଭାବ ଉପରେ ନିୟନ୍ତ୍ରଣ ରଖିବାକୁ ହେବ । ଭାଇମାନଙ୍କ ସହ କଥା ହେବା ସମୟରେ କିଛି ସାବଧାନତା ରହିବାର ଅଛି । ଯାହା ଫଳରେ ଆପଣ ବାଦ ବିବଦାରୁ ଦୂରେଇ ରହିବେ । ଅନ୍ୟ କୌଣସି ସମସ୍ଯା ରହିବ ନାହି ।
ଯେଉଁ ମାନେ ଘର ନିର୍ମାଣ, ଘର କ୍ରୟ କରିବାର ଆଶା ରଖିଛନ୍ତି ଏହି ସମୟ ଉତ୍ତମ ରହିବ । ଏହି ୪୪ ଦିନ ମଧ୍ୟରେ ନିଜ ପାଇଁ ଘର ଆରମ୍ଭ କରିବେ ତେବେ ଆପଣଙ୍କର ସବୁ ନିସ୍ପତି ସଠିକ ରହିବ । ଆପଣ ଏହି ସମୟରେ ଶାରୀରିକ ଯନ୍ତ୍ରଣା ଭୋଗ କରିଥିବେ ଯେଉଁଥିରୁ ଆପଣ ଏବେ ମୁକ୍ତି ପାଇବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।