ଏହି August ମାସରେ ଆପଣଙ୍କୁ କହିବ କିଏ I Love You ? ଜାଣିବାକୁ ଚାହୁଁଥିଲେ ନିଶ୍ଚୟ ଦେଖନ୍ତୁ- Love Quiz

ନମସ୍କାର ବନ୍ଧୁଗଣ । ଆଜିର ସୂଚନା ଅନୁସାରେ ଏହି ଅଗଷ୍ଟ ମାସରେ ଆପଣଙ୍କୁ କେଉଁ ବ୍ୟକ୍ତି ଜଣଙ୍କ ପ୍ରପୋଜ କରିବେ ଆପଣ ଗୋଟିଏ ନମ୍ବର ବାଛିକି ଜାଣିପାରିବେ । । ଯଦି ଆପଣ ସିଂଗଲ ଅଛନ୍ତି, ତେବେ ଗୋଟିଏ ମନ ପସନ୍ଦର ନମ୍ବର ବାଛିକି ଦେଖନ୍ତୁ। ଏହି ଅଗଷ୍ଟ ମାସ ଭିତରେ କିଏ ସେହି ବ୍ୟକ୍ତି ଯିଏ ଆପଣଙ୍କୁ ଭଲ ପାଉଛନ୍ତି କିନ୍ତୁ ତାଙ୍କ ମନ କଥା କହିପାରୁନାହାନ୍ତି। ଏହି ଅଗଷ୍ଟ ମାସ ଭିତରେ ସେ ନିଶ୍ଚୟ ଆପଣଙ୍କୁ ତାଙ୍କ ମନ କଥା ଖୋଲି କହିଦେବେ । ସେହି ନମ୍ବର ଗୁଡିକ ହେଉଛି ୨୦୦, ୩୦୦, ୪୦୦, ୫୦୦ ଓ ୬୦୦ ।

୨୦୦ ;- ଯେଉଁ ବ୍ୟକ୍ତି ମାନେ ଏହି ନମ୍ବରକୁ କେତେ ଗୁଡିଏ ନମ୍ବର ଭିତରୁ ବାଛିକି ଚୁଜ୍ କରିଛନ୍ତି । ସେମାନଙ୍କ ପାଇଁ ସୂଚନା ଏହା କି ଯେ, ଆପଣ ମାନଙ୍କୁ ଆପଣଙ୍କ କ୍ଲାସମେଟ ଏହି ଅଗଷ୍ଟ ମାସରେ ଆଇ ଲଭ୍ ୟୁ କହିବେ। ତାଙ୍କର ବହୁତ ଦିନରୁ ରହିଥିବା ମନ କଥା ସେ ଏହି ଅଗଷ୍ଟ ମାସରେ ଆପଣଙ୍କ ଆଗରେ ପ୍ରକାଶ କରିବେ ।

୩୦୦ ;- ଏହି ନମ୍ବରକୁ ବାଛିଥିବା ଲୋକମାନଙ୍କୁ ତାଙ୍କର ଯିଏ ଏକ୍ସ- ବୟ ଫ୍ରେଣ୍ଡ ଆଇ ଲଭ୍ ୟୁ କହିବା ପାଇଁ ଚାହୁଁଛନ୍ତି । ସେ ପୁଣି ଥରେ ଆପଣଙ୍କ ଜୀବନକୁ ଫେରିବା ପାଇଁ ଚାହୁଁଛନ୍ତି । ୪୦୦ ;- ଯେଉଁ ମାନେ ୪୦୦ ନମ୍ବରକୁ ସିଲେକ୍ଟ କରିଥିଲେ, ସେମାନଙ୍କୁ ତାଙ୍କର କେହି ପଡୋଶୀ ଆଇ ଲଭ୍ ୟୁ କହିବେ । ସେ ଆପଣଙ୍କୁ କେତେ ଭଲ ଯେ ପାଇଥାନ୍ତି ନିଶ୍ଚୟ ସବୁ ଖୋଲିକି ମନ କଥା କହିଦେବେ।

୫୦୦;- ଯଦି ଆପଣମାନେ ୫୦୦ ନମ୍ବର କୁ ବାଛିଚନ୍ତି, ତେବେ ଆପଣଙ୍କୁ ଆପଣଙ୍କର ଯିଏ ଆଗରୁ ଲଭର ଥିଲେ ଯିଏ ଆପଣଙ୍କୁ ଭଲ ପାଉଥିଲେ । କୌଣସି କାରଣରୁ ତାଙ୍କର ଓ ଆପଣଙ୍କର ବ୍ରେକ- ଅପ ହୋଇଯାଇଥିଲା । ସେହି ଆପଣଙ୍କର ଏକ୍ସ- ବୟଫ୍ରେନ୍ଡ ଆପଣଙ୍କୁ ଆଇ ଲଭ୍ ୟୁ ଏହି ଅଗଷ୍ଟ ମାସରେ କହିବେ। ଯେଉଁ ଭୁଲ ବୁଝାମଣା ପାଇଁ ଦୁହିଁଙ୍କ ମଝିରେ କଳହ ଲାଗିଥିଲା । ସେ ସବୁ ଭୁଲି ଆପଣଙ୍କ ସାଥିରେ ଆଗକୁ ବଢିବା ପାଇଁ ଚାହୁଁଛନ୍ତି ।

୬୦୦ ;- ଏହି ୬୦୦ ନମ୍ବରକୁ ଯେଉଁ ମାନେ ସବୁ ବାଛିଚନ୍ତି । ସେମାନଙ୍କ ପାଇଁ ଏହା ସୂଚନା କି ଯେ, ଆପଣଙ୍କର କେହି ଭଲ ସାଙ୍ଗ ଅର୍ଥାତ କେହି ଜଣେ ଆପଣଙ୍କର ଘନିଷ୍ଟ ବନ୍ଧୁ ଆପଣଙ୍କୁ ଆଇ ଲଭ୍ ୟୁ କହିବା ପାଇଁ ଯାଉଛନ୍ତି । ସେହି ଆପଣଙ୍କ ବନ୍ଧୁ ଦୁହିଁଙ୍କର ବନ୍ଧୁତାକୁ ପ୍ରେମ ସମ୍ପର୍କରେ ପରିଣତ କରିବା ପାଇଁ ଚାହୁଁଛନ୍ତି । ଯଦି ଏହି ପୋଷ୍ଟଟି ଆପଣଙ୍କୁ ପସନ୍ଦ ଆସିଥାଏ, ତେବେ ଆମ ପେଜକୁ ଲାଇକ୍ କରିବା ସହିତ ନିହାତି ଭାବରେ ଆପଣଙ୍କର ମତାମତ କମେଣ୍ଟ କରିକି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *