ଅଗଷ୍ଟ 12 ତାରିଖ ଦୀର୍ଘ 90 ବର୍ଷ ପରେ ଦେଖାଯିବ ଶ୍ରାବଣ ପୂର୍ଣ୍ଣିମାର ଚାନ୍ଦ, ଏହି 4ଟି ରାଶିରେ ଲାଗିବ ଲଟେରୀ

ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଶ୍ରାବଣ ମାସଟି ମହାଦେବଙ୍କୁ ସମର୍ପିତ ଅଟେ । ଏହି ମାସଟି ବହୁତ ପବିତ୍ର ମାସ ଭାବେ ମାନା ଯାଇଥାଏ । ଏହି ମାସରେ ଭଗବାନ ଶିବଙ୍କର ଭକ୍ତି ସହକାରେ ପୂଜା ଆରାଧନା କରିଲେ ଜୀବନରେ ସୁଫଳ ମିଳିଥାଏ । ତେବେ ଚଳିତ ବର୍ଷ ଅଗଷ୍ଟ ୧୧ ତାରିଖରେ ଶ୍ରାବଣ ପୂର୍ଣ୍ଣିମା ପଡିବାକୁ ଯାଉଛି । ଏହି ଦିନ ଶ୍ରାବଣ ମାସର ଶେଷ ଦିନ ହେବା ସହ ରାକ୍ଷୀ ବନ୍ଧନ ମଧ୍ୟ ପଡିବାକୁ ଯାଉଛି । ତେବେ ଦୀର୍ଘ ୯୦ ବର୍ଷ ପରେ ଶ୍ରାବଣ ପୂର୍ଣ୍ଣିମାରେ କିଛି ରାଶି ମାନଙ୍କର ଭାଗ୍ୟ ଚମକିବାକୁ ଯାଉଛି । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

ମିଥୁନ ରାଶି : ଅଗଷ୍ଟ ୧୧ ତାରିଖ ଦୀର୍ଘ ୯୦ ବର୍ଷ ପରେ ଶ୍ରାବଣ ପୂର୍ଣ୍ଣିମା ରେ ଆପଣଙ୍କର ଲାଗିବାକୁ ଯାଉଛି ଲଟେରୀ । ଆପଣଙ୍କର ବେପାର ବାଣିଜ୍ୟ କ୍ଷେତ୍ର ଦୁଇ ଗୁଣା ଲାଭ ହେବ । ଅଚାନକ ଧନ ଲାଭ ହେବ । ଚାକିରି କ୍ଷେତ୍ରରେ ପଦ ଉନ୍ନତି ହେବ । ଅଟକି ରହିଥିବା କାମ ପୂରଣ ହେବ । ମା ଲକ୍ଷ୍ମୀଙ୍କ କୃପାରୁ ସମୟ ଭଲ ରହିବ । କିସ୍ମତ ବଦଳିବାକୁ ଯାଉଛି । ଦାଂପତ୍ଯ ଜୀବନ ସୁଖମୟ ରହିବ । ଜୀବନ ସାଥିଙ୍କ ସହଯୋଗ ପାଇବେ । ପ୍ରେମ ଜୀବନରେ ଖୁସିର ବର୍ଷା ହେବ । ଧନ ସମ୍ପତି ମାମଲାରେ ସଫଳ ହେବେ ।

କନ୍ୟା ରାଶି : ଶ୍ରାବଣ ପୂର୍ଣ୍ଣିମା ଠାରୁ ଆପଣଙ୍କର ଦିନ ଶୁଭ ରହିବ । ଅଚାନକ ଧନ ଲାଭ ରହିବ । ବେପାରରେ ବୃଦ୍ଧି ହେବ । ଅଧୁରା କାମ ପୁରା ହେବ । ଲଗାତାର ଯେଉଁ କାମ କରିବେ ସେଥିରେ ସଫଳ ହେବେ । ମା ଲକ୍ଷ୍ମୀ ଙ୍କ କୃଆରୁ ଶିକ୍ଷା କ୍ଷେତ୍ର ରେ ଉନ୍ନତି ହେବ । ବଡ ସଂସ୍ଥା ରେ ସାମିଲ ହେବେ । ପ୍ରିୟଜନଙ୍କ ସହ ସମ୍ପର୍କ ଭଲ ରହିବ । ମନାନ୍ତର ଦୂର ହେବ । ଅନେକ ନୂଆ ଯୋଜନାର ଲାଭ ପାଇବେ । ଧନ ସମ୍ପତିରେ ଲାଭବାନ ହେବେ । ଆପଣଙ୍କ ଲାଭକାରି ସାବ୍ୟସ୍ତ ହେବ ।

କୁମ୍ଭ ରାଶି : ଶୁଭ ସଂଯୋଗ କାରଣରୁ ଆପଣଙ୍କର କିସ୍ମତ ଚମକିବାକୁ ଯାଉଛି । ପ୍ରିୟ ବନ୍ଧୁ ଙ୍କ ସହଯୋଗ ପାଇବେ । ଧନ ସମ୍ପତି କ୍ଷେତ୍ର ରେ ଆପଣ ଲକି ରହିବେ । ଲଗାତାର କରିଥିବା ଯୋଜନା ଠିକ ସାବ୍ୟସ୍ତ ହେବ । ଯେଉଁ କାମ ଅଧୁରା ଥିଲା ତାହା ପୁରା ହେବ । ବ୍ୟାପାରୀକ ଦ୍ରୁଷ୍ଟି ରେ ଆମଦାନୀରେ ବୃଦ୍ଧି ହେବ । ଘରେ ସୁଖ ସମୃଦ୍ଧି ଲାଗି ରହିବ ।

ମୀନ ରାଶି : ଆପଣଙ୍କ ଜୀବନରେ ଅନେକ ସାରା ଖୁସି ଆସିବା ସହ ଲଟେରୀ ଲାଗିବାକୁ ଯାଉଛି । ଅଚାନକ ଧନ ଲାଭ ହେବ । ବେପାରୀଙ୍କୁ ଦୁଇ ଗୁଣା ଲାଭ ହେବ । ପ୍ରେମ ଜୀବନରେ ସମୟ ବହୁତ ଭଲ ରହିବ । ଆମଦାନିର ସ୍ରୋତ ରେ ବୃଦ୍ଧି ହେବ । ଭାଗ୍ଯର ସହଯୋଗ ପାଇବେ । ବିଦ୍ୟାର୍ଥୀ ମାନେ ପଢା ରେ ଆଗରେ ରହିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *