ବାଛନ୍ତୁ ନିଜର ଜନ୍ମ ବାର ଓ ଜାଣନ୍ତୁ ଗୋଟେ ବଡ ରାଜର କଥା- Personality Test

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ବ୍ଯକ୍ତିର ଜନ୍ମ ସପ୍ତାହର ଦିନ ଦ୍ଵାରା ଜାଣି ହୋଇଥାଏ । ଶାସ୍ତ୍ର ଅନୁସାରେ ସପ୍ତାହର ଦିନ ଗୁଡିକ ଗ୍ରହ ମାନକ ସହ ଯୋଡି ହୋଇଥାଏ ଯାହାର ବିଶେଷ ମହତ୍ଵ ରହିଛି । ଉଦାହରଣ ସ୍ୱରୂପ ଯଦି ଆପଣ ବୁଧବାର ଦିନ ଜନ୍ମ ଗ୍ରହଣ କରିଥିବେ ତେବେ ଆପଣଙ୍କ ଜନ୍ମ ଦିନ ସେହି ଦିନ ହିଁ ରହିବ । ତେବେ ଆଜି ଆମେ ଆପଣ ମାନଙ୍କୁ ଜନ୍ମ ହେବାର ବାର ଅନୁସାରେ କିପରି ଭାବେ ବ୍ୟକ୍ତିର ବ୍ୟକ୍ତିତ୍ବ ବିଷୟରେ ଜାଣିହେବ ସେହି ବିଷୟରେ କହିବାକୁ ଯାଉଛୁ ।

ସୋମବାର : ସୋମବାରର ସ୍ଵାମୀ ଗ୍ରହ ହେଉଛି ଚନ୍ଦ୍ରମା । ଯଦି ଆପଣ ଏହି ଦିନ ଜନ୍ମ ନେଇଛନ୍ତି ତେବେ ଆପଣଙ୍କର କର୍କଟ ରାଶି ହୋଇପାରେ ଯାହାର ବିଶେଷ ପ୍ରଭାବ ଆପଣଙ୍କ ଜୀବନ ଉପରେ ରହିବ । ଆପଣ ବହୁତ ଭାବୁକ ଓ ସଂବେଦନଶୀଳ ବ୍ୟକ୍ତି ହୋଇଥାନ୍ତି । ଏହି ଦିନ ଜନ୍ମ ହୋଇଥିବା ବୟକତି ଉପରେ ଆଖି ବନ୍ଦ କରି ବିଶ୍ଵାସ କରିହେବ କାରଣ ଏମାନେ କାହାକୁ ଧୋକା ଦିଅନ୍ତି ନାହି ।

ମଙ୍ଗଳବାର : ଏହି ଦିନର ସ୍ଵାମୀ ଗ୍ରହ ହେଉଛି ମଙ୍ଗଳ ଯାହାର ରାଶି ମେଷ ଓ ବୃଷ ହୋଇଥାଏ । ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତି ଜୀବନରେ ସଠିକ ନିସ୍ପତି ନେଇ ସଫଳତାର ଶୀର୍ଷ ରେ ପହଞ୍ଚି ପାରନ୍ତି । ଏମାନଙ୍କର ଅନ୍ୟ ଏକ ବିଶେଷତା ହେଉଛି ବୁଦ୍ଧିମାନ ଓ ଆକର୍ଷକ ବ୍ୟକ୍ତି ହୋଇଥାନ୍ତି । ଏମାନେ ଆଗକୁ ଯାଇ ଆର୍ମୀରେ ନିଯୁକ୍ତ ହୋଇଥାନ୍ତି ।

ବୁଧବାର : ଏହି ଦିନର ସ୍ଵାମୟ ହେଉଛି ବୁଧ ଗ୍ରହ ଓ ରାଶି ମିଥୁନ ହୋଇଥାଏ । ଏହି ଦିନ ଜନ୍ମ ନେଇଥିବା ବ୍ୟକ୍ତି କଥା ଦ୍ଵାରା ଅନ୍ୟର ହୃଦୟ ଜିଣିଥାନ୍ତି । ଏମାନେ କଳାକାର ବା ରାଜନେତା ଭାବେ କାମ କରିଥାନ୍ତି । ଯାହା ଲୋକ ମାନଙ୍କୁ ବେଶ ପସନ୍ଦ ଆସିଥାଏ ।

ଗୁରୁବାର : ଏହି ଦିନର ସ୍ଵାମୀ ହେଉଛି ବୃହସ୍ପତି ଓ ରାଶି ମୀନ ଓ ଧନୁ । ଏମାନେ ବହୁତ ସୌଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ଧନୀ ହେବାର ସବୁ ଉପାୟ କରିଥାନ୍ତି । କିନ୍ତୁ କିଛି କ୍ଷେତ୍ରରେ ଏମାନେ ଲୋଭୀ ହୋଇଥିଲେ ମଧ୍ୟ ସମୟ ସହ ତାଳ ଦେଇ ଚାଲିବା ଏମାନଙ୍କୁ ବେଶ ଭଲ ଭାବେ ଜଣା ହୋଇଥାଏ ।

ଶୁକ୍ରବାର : ଏହି ଦିନର ସ୍ଵାମୀ ହେଉଛି ଶୁକ୍ର ହୋଇଥାଏ । ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତି ଦେଖିବାକୁ ସୁନ୍ଦର ଓ ଆକର୍ଷକ ହୋଇଥାନ୍ତି । ଏମାନେ ତେଜ ଦିମାକ ରଖୁଥିବା ବ୍ୟକ୍ତି ହୋଇଥିବାରୁ ସରକାରୀ ଚାକିରି ହାସଲ କରିଥାନ୍ତି ।

ଶନିବର : ଏହି ଦିନର ସ୍ଵାମୀ ହେଉଛି ଶନି ଓ ରାଶି ମକର ଓ କୁମ୍ଭ ହୋଇଥାଏ । ଏମାନେ ଜୀବନର ସଠିକ ସଦୁପୋଯୋଗ କରିଥାନ୍ତି । ଚାକିରି କ୍ଷେତ୍ରରେ ଥିବା ବ୍ୟକ୍ତି ସଫଳତା ହାସଲ କରିବା ସହ ଦାଂପତ୍ଯ ଜୀବନରେ ଭଲ ସାଥି ହୋଇଥାନ୍ତି ।

ରବିବାର : ଏହି ଦିନର ସ୍ଵାମୀ ହେଉଛି ସୂର୍ଯ୍ୟ ଓ ରାଶି ସିଂହ ହୋଇଥାଏ । ଏମାନେ ନୀଡର ଓ ବୁଦ୍ଧିମାନ ହୋଇଥାନ୍ତି । ଏମାନେ ଖୁସିରେ ରହିବା ସହ ଅନ୍ୟକୁ ଖୁସି ଦେଇଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *