ମୁଣ୍ଡ ବିନ୍ଧା, କାଶ, ଆଣ୍ଠୁଗଣ୍ଠି ବିନ୍ଧା ସହ 100 ରୋଗ କରେ ଭଲ ବାସ 1 ପାନ ପତ୍ର- Betel Leaf Benefits

ବନ୍ଧୁଗଣ ସର୍ବଦା ଆମେ ଶୁଭକାମ ରେ କିମ୍ବା ପୂଜାରେ ଆମେ ପାନ ପତ୍ର କୁ ବ୍ୟବହାର କରିଥାଉ । ଏହାକୁ କିଛି ଲୋକମାନେ ମାଉଥ ଫ୍ରେସନର ଭାବେ ମଧ୍ୟ ବ୍ୟବହାର କରିଥାନ୍ତି । ଆପଣମାନେ ଜାଣି ଥିବେ କି ଏହି ଭଳି ପାନକୁ ଆମେ ଜର୍ଦା କିମ୍ବା ଗୁଣ୍ଡିଆ ଦେଇ ଖାଇବା ପାଇଁ କହୁନୁ ଏହାକୁ ଆପଣ ସାଧା ଭାବେ ଖାଇବେ । ଏକ ପାନ ପାତ୍ର ଯେଉଁ ଥିରେ କିଛି ଭି ଲାଗି ନଥିବା ଏହାକୁ ଆପଣ ଖାଇ ପାରିବେ । ଏହା ଆପଣଙ୍କ ଅନେକ ସମସ୍ୟାକୁ ଦୂର କରି ପାରିବ ।

ଏହାକୁ ଖାଇବା ଦ୍ଵାରା ଖାଦ୍ଯ ଭଲ ଭାବେ ଜୀର୍ଣ୍ଣ ହୋଇଥାଏ ଓ ବଦହଜମି ମଧ୍ୟ ହୋଇ ନଥାଏ । ଆୟୁର୍ବେଦ ରେ ଏହାର ମହତ୍ଵ ଅନେକ ଅଛି । ଯେଉଁ ମାନଙ୍କୁ କନଷ୍ଟିପେଶନ ଭଳି ସମସ୍ୟାମାନ ଅଛି ସେମାନେ ସକାଳୁ ଏହାକୁ ଖାଇବା ଭଲ ହୋଇଥାଏ । ଆପଣ ଯଦି ଏହାକୁ ସକାଳୁ ଖାଲି ପେଟରେ ଚୋବାଇକି ଖାଇବେ ଓ ଏହାପରେ ଆପଣ ଏହାର ପାଣି ପିବେ ଏହା ଆପଣଙ୍କ କନଷ୍ଟିପେଷନ ରୋଗରୁ ଆପଣ ମୂକ୍ତ ହୋଇଯିବ ।

ଏହି ପତ୍ରରେ ଆଣ୍ଟିଆକ୍ସିଡେଣ୍ଟ ଗୁଣ ଥାଏ । ଆପଣ ଯଦି ଏହାକୁ ସବୁ ଦିନ ଏହାକୁ ଖାଇବେ ଏହା ପରେ ଏହା ଆମ ଆମର ପୁରୁଣା କଫ ଅଛି ତାହା ଭଲ ହୋଇଯିବ । ଏହା ସହ ଆପଣଙ୍କର ଯଦି ମୁହଁ ସମସ୍ଯା ଅଛି ତେବେ ଏହା ତାକୁ ମଧ୍ୟ ଭଲ କରି ଦେଇଥାଏ । ଏହା ମଧ୍ୟରେ ଆଣ୍ଟିସେପ୍ଟିକ ଗୁଣ ମଧ୍ୟ ଥାଏ ।

ଯଦି ଆପଣଙ୍କ ଦାନ୍ତରେ ପୋକ ଲାଗିଛି କିମ୍ବା ଯଦି ଦାନ୍ତରୁ ରକ୍ତ ବାହାରୁଛି କିମ୍ବା ମଢିର ସମସ୍ଯା ଅଛି ତେବେ ଏହା ଆମ ପାଇଁ ଭଲ ଥାଏ । ଯଦି ପାନ ପତ୍ରକୁ ଆପଣ ଚୋବାଇକି ଖାଇବା ପାଇଁ ଭଲ ପାଉ ନାହାଁନ୍ତି । ତେବେ ଆପଣ ଏହାକୁ ଜୁଷ କରି ମଧ୍ୟ ପି ପାରିବେ । କୁହାଜାଏ ଯେଉଁ ମାନଙ୍କ କାନ ମୁଣ୍ଡାରେ ଦରଜ ଥାଏ ସେଇ ଜାଗରେ ପାନ ଦ୍ଵାରା ସେକ ଦେଲେ ଏହା ଭଲ ହୋଇ ଯାଇଥାଏ ।

ଏହା ସହ ଆପଣ ଯଦି ପାନକୁ ଖାଇବେ ଏହା ଆପଣଙ୍କ ହଜମ ଶକ୍ତିକୁ ଭଲ ରଖୀଥାଏ । ମାନେ ରଖନ୍ତୁ କେବଳ ପାନ କହୁଚେ ଆମେ ଏହା ମାନେ ଏହା ନୁହେଁ କି ଆପଣ ଏହାର ଭୁଲ ମାନେ କାଢିବେ ଓ ପାନ ମସଲା ପକାଇକି ଏହାକୁ ଖାଇବେ ।

ଆପଣ ଏହାକୁ ରସ କରି ଖାଇ ପାରୁ ନାହାନ୍ତି ତେବେ ଆପଣ ଏହାକୁ ଫୁଟାଇକି ଏହାକୁ ପି ପାରିବେ । ଯଦି ଆପଣ ଏହା ମଧ୍ୟରେ ଚିନୀ ସଦୃଶ୍ୟ କିଛି ଚୂନ ପକାଇକି ଏହାକୁ ସେବନ କରିବେ ଆପଣଙ୍କ ଶରୀର ରେ କ୍ଲ୍ଯାଲସିୟମର ଅଭାବ ହେବନି । ଆପଣ ଯଦି କାସର ସମସ୍ଯା ଅନୁଭବ କରୁଛନ୍ତି କିମ୍ବା ଆପଣଙ୍କ ଗଳାରେ ଜଦି କିଛି ବ୍ୟାକ୍ଟେରିଆ ମାନ ଅଛି ତେବେ ଏହା ମଧ୍ୟ ଆପଣଙ୍କୁ ଏହି ବ୍ୟାକ୍ଟେରିଆ ଠାରୁ ବଞ୍ଚାଇ ଥାଏ ।

ଏହା ସହ ଆପଣଙ୍କ ସ୍ଵର ମଧ୍ୟ ଖୁବ ଭଲ ଥାଏ । ଏହାକୁ ଆପଣ ଯଦି ମୁହଁରେ ଏହାକୁ ଲଗାଇବେ ତେବେ ଏହା ଆମ ଚେହେରାରେ କିଛି ଦାଗ କିମ୍ବା ସ୍କିନ ଡିଜିଜ କରାଇ ନଥାଏ । ଏହାକୁ ଖାଇଲେ ଆମ ମସ୍ତିସ୍କକୁ ଏହା ଭଲ ରଖୀଥାଏ ଓ ଫ୍ରେସ କରାଇ ଦେଇଥାଏ ।

Leave a Reply

Your email address will not be published. Required fields are marked *