ବାଛନ୍ତୁ ଯେ କୌଣସି ଗୋଟେ ପର ଓ ଜାଣନ୍ତୁ ଆପଣଙ୍କୁ କେଉଁ ସନ୍ଦେଶ ମିଳିବାକୁ ଯାଉଛି- Psychological Test

ବନ୍ଧୁଗଣ ଆପଣ ମାନେ ଶୁଣିଥିବେ ରାସ୍ତା ରେ ଯିବା ସମୟରେ ଯଦି ପଙ୍ଖ ଉଡି ଉଡି ଆପଣଙ୍କ ପାଖରେ ପହଞ୍ଚି ଯାଇଥାଏ ତେବେ ଏହା ଗୁଡ ଲକ ର ନିଶାନି ହୋଇଥାଏ । କିନ୍ତୁ ପଙ୍ଖ ଆମ ସଭ୍ୟତାର ଅଂସ ରହିଛି । ମୟୁର ପର କୁ ଭଗବାନ କୃଷ୍ଣ ନିଜର ମୁକୁଟ ରେ ଧାରଣ କରୁଥିଲେ । ଆଜି ଆମେ ଆପଣଙ୍କ ପାଇଁ କିଛି ରଙ୍ଗ ବେରଙ୍ଗର ପଙ୍ଖ ନେଇ ଆସିଛୁ । ଏଥି ମଧ୍ୟରୁ ଆପଣଙ୍କୁ ଯେ କୌଣସି ଗୋଟିଏ ପଙ୍ଖା ଚୟନ କରିବାକୁ ହେବ । ଏହା ପରେ ଆମେ ଆପଣଙ୍କୁ କହିବୁ ପଙ୍ଖ ଜରିଆରେ ଆପଣଙ୍କୁ କେଉଁ ସନ୍ଦେହ ମିଳିବାକୁ ଯାଉଛି ।

୧- ଧଳା ପର : ଧଳା ପର ଶାନ୍ତି, ପବିତ୍ରତା, ବିଶ୍ବାସର ପ୍ରତୀକ ହୋଇଥାଏ । ଯଦି ଆପଣଙ୍କୁ ଏହି ପର ଆକର୍ଷକ ଲାଗିଛି ତେବେ ସାକାରାତ୍ମକ ଶକ୍ତି ଆପଣଙ୍କ ସହ ଯୋଡି ହୋଇ ରହିଛି । ଧଳା ରଙ୍ଗ ଚନ୍ଦ୍ରମାର ମଜବୁତି ସ୍ଥିତି କହିଥାଏ ।

୨- ନାଲି ପର : ଊର୍ଜା ଓ ଜୀବନର ଦିଶାକୁ ଦର୍ଶାଇଥାଏ ନାଲି ରଙ୍ଗ । ଯଦି ଆପଣ ନାଲି ପର ଚୟନ କରିଛନ୍ତି ତେବେ ଅପେକ୍ଷା କାରଣରୁ ଖୁସି ଆପଣଙ୍କ ପାଖକୁ ଆସିବାକୁ ଯାଉଛି ।

୩- ନୀଳ ପର : ଯଦି ଆପଣ ନିଜ ପାଇଁ ନୀଳ ରଙ୍ଗର ପର ଚୁଜ କରିଛନ୍ତି ତେବେ ଆପଣଙ୍କ ସାମ୍ନାରେ କୌଣସି ବଡ ସତ ଉଜାଗର ହେବାକୁ ଯାଉଛି ।

୪- ହଳଦିଆ ପର : ଯଦି ଆପଣଙ୍କୁ ହଳଦୀ ପଙ୍ଖ ଆକର୍ଷିତ କରିଛି ତେବେ ନିକଟ ଭବିଷ୍ୟତରେ ଜିନିଷ ଓ ଘଟଣା କୁ ନେଇ ଆପଣଙ୍କର ଦ୍ରୁଷ୍ଟି କୋଣ ବହୁତ ସ୍ପଷ୍ଟ ହେବାର ଅଛି । ଏଥିପାଇଁ ଆପଣଙ୍କୁ ଖୁସି ବି ମିଳିପାରେ ।

୫- ସବୁଜ ପର : ସବୁଜ ରଙ୍ଗର ପର ଏହା କହିଥାଏ କି ଆପଣ ନିଜର ବ୍ୟକ୍ତିଗତ ସଂପର୍କକୁ ନେଇ ବହୁତ ଭାବୁକ ଅଛନ୍ତି । ଏହି ରଙ୍ଗ ପ୍ରକୃତିକୁ ମଧ୍ୟ ଦର୍ଶାଇଥାଏ ।

୬- ନାରଙ୍ଗି ପର : ଏହି ପଙ୍ଖ ଆପଣଙ୍କର ମହତ୍ଆକାଂକ୍ଷା ଓ ଉଦ୍ଦେଶ୍ୟ ପୂର୍ତ୍ତି ଆଡକୁ ଇସାରା କରୁଛି । ଏହା ପ୍ରେମ ଓ ଶାରୀରିକ ଆକର୍ଷଣ ଆଡକୁ ଇସାରା କରିଥାଏ ।

୭- ଗ୍ରେ ପର : ଭିଡ ଜାଗା ଓ ଅସ୍ଥିରତା ଆଡକୁ ଏହି ରଙ୍ଗ ଶାନ୍ତିକୁ ଦର୍ଶାଇଥାଏ । ଏହା ସହ ସତ୍ୟ ଓ ଉଦରତା ଆଡକୁ ସଂକେତ ଦେଇଥାଏ ।

୮- ମାଟିଆ ପର : ଏହି ରଙ୍ଗର ପଙ୍ଖକୁ ପସନ୍ଦ କରିବାର ଅର୍ଥ ବହୁତ ଜଲ୍ଦି ଆପଣଙ୍କ ଜୀବନରେ ସ୍ଥିରତା ଆସିବାକୁ ଯାଉଛି । ଆପଣଙ୍କୁ ପରିବାର ସହ ଦେଖା କରିବାର ଅବସର ପ୍ରାପ୍ତ ହେବ ।

୯- କଳା ପର : ଏହି ରଙ୍ଗର ପଙ୍ଖକୁ ପସନ୍ଦ କରିବାର ଅର୍ଥ ରହସ୍ୟମୟୀ ବିଦ୍ୟା ପ୍ରତି ଆପଣଙ୍କର ରୁଚି ଅଧିକ ବଢିବାକୁ ଯାଉଛି । ଏହି ରଙ୍ଗ ଆଧ୍ୟାତ୍ମିତା ଓ ବୁଝାମଣା ମଧ୍ୟ ଦର୍ଶାଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *