ବାଛନ୍ତୁ 1 ଫୁଲ ଓ ଜାଣନ୍ତୁ ନିଜ ବିଷୟରେ ଏକ ରହସ୍ୟ ପୂର୍ଣ୍ଣ କଥା

ଆମେ ଯଦି ପ୍ରକୃତିର ସୁନ୍ଦରତା ଉପରେ ଅକ୍ଷିବା ତେବେ ଆମେ ଫୁଲ କୁ ଛାଡି ପାରିବ ଆଣି ଆପଣ ମାନେ କଣ ଜାଣି ଛନ୍ତି କି ଫୁଲ ମାନେ କେବଳ ଦେଖିବା ଅପାଇନ କିମ୍ବା ପୂଜା ପାଇଁ କାମରେ ଆସି ନଥାଏ ଏହା ଆମ ର ମନର କଥା ମଧ୍ୟ କହି ଥାଏ । ଆଜି ଆମେ ଆପଣଙ୍କୁ କହିବୁ କି ଆପଣ ଙ୍କ ବ୍ୟକ୍ତିତ୍ଵ କିଭଳି ଅଟେ । ଆପଣ ବାଛନ୍ତୁ ଏହା ମଧ୍ୟରୁ ଏକ ଫୁଲ ଓ ଆମେ ଆପଣଙ୍କ ବିଶୟରେ କହିବୁ ।

ଯଦି ଆପଣ ବାଛି ଛନ୍ତି ପ୍ରଥମ ଫୁଲ – ଆପଣ ସବୁ ବେଳେ ଏମିତିଆ ଲୋକମାନଙ୍କ ଗହଣରେ ଋଅହନ୍ତି । ଏମାନେ ଆପଣଙ୍କ ପରିବାର ଲୋକ କିମ୍ବା ଆପଣଙ୍କ ସାଙ୍ଗମାନେ ହୋଇ ପାରନ୍ତି ଏହା ର କାରଣ ହୁଏ ତ ଆପଣଙ୍କ ମିଶାଣିଆ ଗୁଣ ହୋଇ ପାରେ । ଏମାନେ ସବୁ ବେଳେ ଆପଣଙ୍କ ହିତରେ ଚିନ୍ତା କରି ଥାନ୍ତି ।

ଦ୍ଵିତୀୟ ଫୁଲ – ଆପଣ ସବୁ ଜାଗାରେ ମୁଖ୍ୟ ଆକର୍ଷଣ ଥାନ୍ତି କେଉଁ ଅନୁଷ୍ଠାନ ହେଉ କିମ୍ବା ପାର୍ଟି ହେଉ ଆପଣଙ୍କ ବିନା ଏହା ଅଧୁରା ରହେ । ଆପଣଙ୍କ ଏହି ଲୋକପ୍ରିୟତା ର କାରଣ ହେଉଛି କି ଆପଣଙ୍କ ସକାରତ୍ମକ ଚିନ୍ତାଧାରା । ଯାହା ପାଇଁ ଆପଣ ପ୍ରଶଂସିତ ହୋଇ ଥାନ୍ତି । ଏହା ସହ ଆପଣଙ୍କ କଳ୍ପନା ଶକ୍ତି ଖୁବ ଭଲ ଅଟେ । ଆପଣ କିଛି ଭି ନୂଆ କାମ କୁ ହାତକୁ ନେବା ପାଇଁ ସବୁ ବେଳେ ପ୍ରସ୍ତୁତ ଥାନ୍ତି । ଆପଣଙ୍କ ସବୁ ବଡ ଭଲ ଗୁଣ ଆପଣଙ୍କ ଇଚ୍ଛା ଶକ୍ତି ଅଟେ ।

ତୃତୀୟ ଫୁଲ – ଆପଣ ମାନେ ବାହାରୁ ଖୁବ ସୁନ୍ଦର ଥାନ୍ତି କେହି ଆପଣ ଆଡକୁ ଆସିଲେ ଆପଣଙ୍କ ଦୁରାଚାର ର ଶିକାର ହୋଇ ଥାନ୍ତି । ଆପଣ ଦୁନିଆ ଆଗରେ ଯେଉଁ ଭଳି ରୁହନ୍ତି ଆପଣ ସେଇ ଭଳି ବିଲକୁଲ ନୁହଁନ୍ତି । ସେଇ ପାଇଁ କିଛି ଲୋକ ଯିଏ ଆପଣଙ୍କୁ ଜାଣି ନାହାଁନ୍ତି ଆପଣଙ୍କ ସହ ରୁହନ୍ତି । କିନ୍ତୁ ଏହା ମଧ୍ୟ ସତ୍ୟ କି ଆପଣ ଖୁବ ସାହାଶୀ ଅଟନ୍ତି ।

ଚତୁର୍ଥ ଫୁଲ – ଏହା ସବୁ ଙ୍କ ପସନ୍ଦ ନଥାଏ । ମାନେ ଆପଣ ସବୁ ବେଳେ ଅନ୍ୟର କଥା ନାଉଆରେ ଚାଲିବା କୁ ପସନ୍ଦ ଅକ୍ରିୟ ନଥାନ୍ତି । ଆପଣ ଲିଡର ଭଳି ଥାନ୍ତି କିନ୍ତୁ ଆପଣ କାହାକୁ କ୍ଷତି ପହଞ୍ଚାଇବ ଅଭଳି କାମ କରନ୍ତି ନି । ଆପଣ ନିଜ ରାସ୍ତା ନିଜ ପାଇଁ କରନ୍ତି ଆପଣ ଖୁବ ନୀଡର ଓ ସାହାଶୀ ଥାନ୍ତି ।

ପଞ୍ଚମ ଫୁଲ – ଆପଣ ଯାହା ପାଖକୁ ଯାନ୍ତି ତା ସହ ଆପଣ ଯୋଡି ହୋଇ ଥାନ୍ତି ଆପଣ କିନ୍ତୁ ସାବଧାନ ରହିବେ କି କାରଣ ଏହାର ଫାଇଦା କିଛି ଲୋକ ଉଠେଇ ପାରନ୍ତି । ଆପଣ ଏହା ମାଣିକ୍ୟ ଚଲାନ୍ତୁ କି ଆପଣ ଯେଉ ଭଳି ଅଛନ୍ତି ଖୁବ ଭଲ ଅଛନ୍ତି ।

ଷଷ୍ଠ ଫୁଲ – ଆପଣ ବହୁତ ପରିଶ୍ରମ କରନ୍ତି । କିଛି ଭି ପରିସ୍ଥିତି ହେଉ ଆପଣ ଏହାର ସମାନା କରି ନେଇ ଥାନ୍ତି । ଆପଣ ଖୁବ କମ ସମୟର ଉପଯୋଗ କରି ବହୁତ ଆଗକୁ ଯାଇ ଥାନ୍ତି ।

Leave a Reply

Your email address will not be published. Required fields are marked *