ବାଛନ୍ତୁ ଆପଣଙ୍କ ପସନ୍ଦର ଗୋଟିଏ ଠାକୁର ଓ ଜାଣନ୍ତୁ ନିଜର ଭବିଷ୍ୟତ

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ୩ଟି ଠାକୁର ଙ୍କ ଚିତ୍ର ନେଇ ଆସିଛୁ । ଏଥି ମଧ୍ୟରୁ ଆପଣ ମାନଙ୍କୁ ଯେ କୌଣସି ଗୋଟିଏ ଠାକୁର ଙ୍କୁ ଚୟନ କରିବାକୁ ହେବ । ଏଥିରେ କିଛି ଭଲ ଓ ମନ୍ଦ ରହିଛି । ଆପଣ ମାନଙ୍କୁ ଠାକୁର ଙ୍କ ଫୋଟୋ ବାଛିବା ପାଇଁ ମାତ୍ର ୫ ସେକେଣ୍ଡ ସମୟ ଦିଆଯିବ । ଯାହା ଦ୍ଵାରା ଆପଣ ନିଜର ଆଗାମୀ ଭବିଷ୍ୟତ ବିଷୟରେ ଜାଣି ପାରିବେ । ଏହା ସହ ଆପଣ ନିଜର ଭଲ, ଖରାପ, ସ୍ଵଭାବ ଓ ଦୁର୍ବଳତା ବିଷୟରେ ମଧ୍ୟ ଜାଣି ପାରିବେ । ତେବେ ବାଛନ୍ତୁ ଆପଣଙ୍କର ମନ ପସନ୍ଦର ଠାକୁର ଙ୍କ ଫୋଟୋ ।

୧- ଗଣେଶ ଭଗବାନ : ଯଦି ଆପଣ ଭଗବାନ ଗଣେଶ ଙ୍କୁ ଚୟନ କରିଛନ୍ତି ତେବେ ଆପଣ ବେପାରୀ ହୋଇଥିଲେ ଗ୍ରାହକଙ୍କ ଇଚ୍ଛାରେ ଚାଲନ୍ତୁ । ଯାହା ଦ୍ଵାରା ଆପଣ ସଫଳ ହେବେ । ଆପଣ ଯେ କୌଣସି ଦ୍ରବ୍ଯ ବିକ୍ରି କରିବାକୁ ଚାହୁଁଥିଲେ ମାସର ଶେଷରେ ହେବ । ଆପଣଙ୍କ ମନରେ କୌଣସି ସନ୍ଦେହ ଥିଲେ ତାହା ଦୂର କରନ୍ତୁ । ଯେଉଁ ମାନେ ବିବାହର ଅପେକ୍ଷାରେ ଅଛନ୍ତି ସେମାନଙ୍କର ବିବାହ ପଶ୍ଚିମ ଦିଗରେ ହେବ । ଦାମ୍ପତ୍ୟ ଜୀବନରେ ଠିକ ଥିଲେ ମଦ୍ୟ ବିଶେଷ କଥା ପ୍ରତି ଧ୍ୟାନ ଦେବେ । ଆପଣ କାହା ଉପରେ ଭରସା କରିବା ପୂର୍ବରୁ ଚିନ୍ତା କରନ୍ତୁ । ଆପଣ କାହାକୁ ମନର ଇଚ୍ଛା କହିବାକୁ ଚାହୁଁଥିଲେ ତେବେ ଆପଣ କହିଲେ ସଫଳ ମିଳିବ ।

୨- ଭଗବାନ ଶ୍ରୀକୃଷ୍ଣ : ଯଦି ଆପଣ ଭଗବାନ କୃଷ୍ଣ ଙ୍କୁ ଚୟନ କରିଛନ୍ତି ତେବେ ଆପଣଙ୍କର ବିବାହ ଘରର ପୂର୍ବ ଦିଗରେ ହେବ କିନ୍ତୁ ବିଳମ୍ବ ହୋଇପାରେ । ଆପଣଙ୍କର ପୁତ୍ର ସନ୍ତାନ ଯୋଗ ରହିଛି । ଆପଣ କୌଣସି କାରଣ ପାଇଁ କାହାକୁ ଖୋଜୁଥିଲେ ସେମାନେ ଦକ୍ଷିଣ ଦିଗକୁ ଯାଇଛନ୍ତି । ତୀର୍ଥ ସ୍ଥାନକୁ ଯାତ୍ରା କରିବାର ସ୍ଵପ୍ନ ବହୁତ ଜଲ୍ଦି ପୂରଣ ହେବ । ବେପାର କ୍ଷେତ୍ରରେ ଧନ ଲାଭ ହେବ । ଦାଂପତ୍ଯ ଜୀବନରେ ଯେଉଁ ମନୋମାଳିନ୍ୟ ରହିଛି ତାହା ଦୂର ହେବ । ପ୍ରଥମରୁ ଆପଣ ବେପାର ପ୍ରତି ଅଧିକ ଆକୃଷ୍ଟ ଅଛନ୍ତି ।

୩- ଭଗବାନ ଭୋଳାନାଥ : ଯଦି ଆପଣ ଭଗବାନ ଭୋଳାନାଥ ଙ୍କୁ ଚୟନ କରିଛନ୍ତି ତେବେ ଆପଣଙ୍କର ସବୁ ସମସ୍ୟାର ସମାଧାନ ହେବ । ଆପଣଙ୍କର କନ୍ୟା ସନ୍ତାନର ଯୋଗ ରହିଛି । ଆପଣ ପୂର୍ବ ଦିଗରେ ଯାତ୍ରା କରିଲେ ସଫଳ ହେବ । ଆପଣ କୃଷି ବ୍ୟବସାୟ କରୁଛନ୍ତି ସେଥିରେ ସଫଳ ହେବେ ।

ବିବାହ ଯୋଗ ରହିଛି । ବିଦ୍ୟାର୍ଥୀ ମାନେ ଖୁବ ପରିଶ୍ରମ କରି ସଫଳ ହେବେ । ଆପଣ ୧୭ ବର୍ଷରୁ ଉର୍ଦ୍ଧ ବା ୩୦ ବର୍ଷରୁ ଉର୍ଦ୍ଧ ବୟସରେ ହୋଇଥିଲେ ସଫଳ ହେବ । ଆପଣଙ୍କର ଦୟା ଭାବନା ଦ୍ଵାରା ଲାଭବାନ ହେବେ । ଆପଣ ନିକଟ ଦେଶକୁ ଯାତ୍ରା କରିଲେ ଲାଭ ପାଇବେ । ପ୍ରିୟ ଜୀବଜନ୍ତୁଙ୍କୁ ଖୋଜୁଥିଲେ ସେମାନେ ବହୁତ ଜଲ୍ଦି ଫେରି ପାଇବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *