ବାଛନ୍ତୁ ନିଜ ମନ ପସନ୍ଦର କବାଟ ଓ ଜାଣନ୍ତୁ ନିଜ ବିଷୟରେ ଏହି ବଡ ରାଜ

ବିଭିନ୍ନ ସୂତ୍ର ରୁ ଜଣା ପଡିଛି ଯେ ବ୍ଯକ୍ତିର ଭାବ ତାର ଭାବନା ଓ ଚରିତ୍ର ରୁ ହିଁ ହୋଇଥାଏ । ବ୍ୟକ୍ତିକୁ କେଉଁ ଜିନିଷ ପସନ୍ଦ ଥାଏ ତାର ସ୍ଵଭାବରୁ ଜଣା ପଡିଥାଏ । ଯଦି କୌଣସି ବ୍ୟକ୍ତିକୁ କିଛି ଜିନିଷ ପସନ୍ଦ ନାହି ତେବେ ତାର ଚରିତ୍ର ବିଷୟରେ ଜଣା ପାଦିତହାଏ । ଆଜି ଆମେ ଆପଣ ମାନଙ୍କ ପାଇଁ କିଛି କବାଟର ଚିତ୍ର ନେଇ ଆସିଛୁ ଯାହା ଦ୍ଵାରା ଆପଣଙ୍କ ଚିନ୍ତାଧାରା କିଭଳି ହୋଇଥାଏ ତାହା ଜାଣି ପାରିବେ ।

୧- ପ୍ରଥମ କବାଟ ବାଛିଛନ୍ତି : ଯଦି ଆପଣ ପ୍ରଥମ କବାଟ ଚୟନ କରିଛନ୍ତି ତେବେ ଆପଣ ସ୍ଵତନ୍ତ୍ରତା ବ୍ୟକ୍ତି ଅଟନ୍ତି । ଆପଣଙ୍କ ଚିନ୍ତାଧାରା ମଧ୍ୟ ଏମିତି ହୋଇଥାଏ । ଆପଣ ଜୀବନରେ କୌଣସି ନିସ୍ପତି ନେବା ପୂର୍ବରୁ ବିଚାର ବିମର୍ଶ କରିଥାନ୍ତି ।

୨- ଦିତୀୟ କବାଟ ବାଛିଛନ୍ତି : ଯଦି ଆପଣ ଦିତୀୟ କବାଟର ଚୟନ କରିଛନ୍ତି ତେବେ ଆପଣ ନିଜ ଦୁନିଆରେ ରହିବାକୁ ପସନ୍ଦ କରିଥାନ୍ତି । ଆପଣ ନିଜ ଦୁନିଆରେ ରହି ଜ୍ଞାନ ଆହରଣ କରିଥାନ୍ତି । ଆପଣ ଅଲଗା ରହି ଦୁନିଆକୁ ଅଲଗା ନଜରରେ ଦେଖିବାକୁ ପସନ୍ଦ କରିଥାନ୍ତି ଯାହା ଆପଣଙ୍କର ଖାସ ଗୁଣ ହୋଇଥାଏ ।

୩- ତୃତୀୟ କବାଟ ବାଚିଛନ୍ତି : ଯଦି ଆପଣ ତୃତୀୟ କବାଟ ଚୟନ କରିଛନ୍ତି ତେବେ ଆପଣ ବହୁତ ମଜାଦାର ସ୍ଵଭାବର ବ୍ୟକ୍ତି ହୋଇଥାନ୍ତି । କାରଣ ଆପଣ ରଙ୍ଗକୁ ପସନ୍ଦ କରିଥାନ୍ତି । ଆପଣ ନିଜ ଜୀବନର ଚିନ୍ତାଧାରାକୁ ରଙ୍ଗ ସହ ତୁଳନା କରିଥାନ୍ତି ।

୪- ଚତୁର୍ଥ କବାଟ ବାଚିଛନ୍ତି : ଯଦି ଆପଣ ଚତୁର୍ଥ କବାଟ ପସନ୍ଦ କରିଛନ୍ତି ତେବେ ଆପଣ କିଛି ଖାସ ବ୍ୟକ୍ତି ହୋଇଥାନ୍ତି । ଏମାନଙ୍କ ଠାରେ ଲଗା ପ୍ରକାର ଯୁନୁନ ରହିଥାଏ । ଦୁନିଆ ଆଗରେ ଏମାନେ ନିଜକୁ ଏମିତି ଭାବରେ ପେଶ କରିଥାନ୍ତି ଯାହା ପାଇଁ ଦୁନିଆ ଏମାନଙ୍କର ପ୍ରଶଂସା କରିଥାଏ ।

୫- ପଞ୍ଚମ କବାଟ ବାଛିଛନ୍ତି : ଯଦି ଆପଣ ପଞ୍ଚମ କାବତ ଚୟନ କରିଛନ୍ତି ତେବେ ଆପଣ ସବୁ ପରିସ୍ଥିତିରେ ନିଜକୁ ଢାଙ୍କିବା ଶିଖିଛନ୍ତି । ଏମାନେ ନିଜ ପରିବାର ଖାସ କେୟାର କରିଥାନ୍ତି । ବିଶେଷା କରି ସାଙ୍ଗ ସାଥିଙ୍କ ଠାରୁ ଆରମ୍ଭ କରି ପରିଜନ ମାନଙ୍କର ପ୍ରିୟ ହୋଇଥାନ୍ତି । ଆପଣ ନିଜର ଭାବନାକୁ ସୀମିତ ରଖିଥାନ୍ତି ଯାହା ପାଇଁ ଆପଣଙ୍କୁ ସମସ୍ତେ ପସନ୍ଦ କରିଥାନ୍ତି ।

୬- ଷଷ୍ଠ କବାଟ ବାଛିଛନ୍ତି : ଯଦି ଆପଣ ଷଷ୍ଠ କବାଟ ପସନ୍ଦ କରିଛନ୍ତି ତେବେ ଆପଣ ନିଜ ଜୀବନରେ କେବଳ ଖୁଶିର ଆଶା ରଖିଥାନ୍ତି । ଯଦି ଆପଣଙ୍କ ଜୀବନରେ କେବେ ଦୁଖ ଆସେ ତେବେ ଆପଣ ନିଜକୁ କାବୁ କରି ପାରନ୍ତି ନାହି । ଆପଣଙ୍କ ଚିନ୍ତାଧାରା ମଧ୍ୟ ଆପଣଙ୍କ ଜୀବନ ଭଳି ସମାନ ହୋଇଥାଏ । ଏମାନେ ଅନେକ ସମୟରେ ଲେଖକ ବା କବି ହୋଇଥାନ୍ତି । ଏମାନଙ୍କ ଠାରେ କଳା ଭରପୁର ହୋଇ ରହିଥାଏ । ଏମାନେ ସର୍ବଦା ସତ୍ୟର ସାଥ ଦେଇଥାନ୍ତି । ଅନ୍ୟ ମାନଙ୍କ ଠାରୁ ମଧ୍ୟ ଏହା ଆଶା କରିଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *