ବାଛନ୍ତୁ ଯେ କୌଣସି ଗୋଟିଏ ନମ୍ବର ଓ ଜାଣନ୍ତୁ ସେ ଆପଣଙ୍କୁ ସଚ୍ଚା ପ୍ରେମ କରୁଛନ୍ତି କି ନାହିଁ ?

ବନ୍ଧୁଗଣ ଆପଣ ନିଶ୍ଚୟ ଜୀବନରେ କେବେ କାହାକୁ ଭଲ ପାଇଥିବେ । ଯଦି ଆପଣଙ୍କର ଉତ୍ତର ହଁ ତେବେ ଆଜି ଆମେ ଆପଣଙ୍କ ପାଇଁ ୩ଟି କାର୍ଡ ନେଇ ଆସିଛୁ । ସେଥି ମଧ୍ୟରୁ ଆପଣଙ୍କୁ କୌଣସି ଗୋଟିଏ କାର୍ଡ ଚୟନ କରିବାକୁ ହେବ । ଏହା ପରେ ଆପଣ ଜାଣିପାରିବେ ଆପଣ ଯାହାକୁ ପସନ୍ଦ କରୁଛନ୍ତି ସେ ଆପଣଙ୍କୁ ସଚ୍ଚା ପ୍ରେମ କରୁଛନ୍ତି କି ନାହି । ୧- ପ୍ରଥମ କାର୍ଡ : ଯଦି ଆପଣ ପ୍ରଥମ କାରାଦ ଚୟନ କରିଛନ୍ତି ତେବେ ଆପଣ ଯାହା ବିଷୟରେ ଭାବୁଛନ୍ତି ସେ ଆପଣଙ୍କୁ କ୍ଷମା ମାଗିବାକୁ ଚାହୁଁଛନ୍ତି । ଆପଣ ଯାହା ପାଇଁ ଏହି କାର୍ଡ ଚୁଜ କରୁଛନ୍ତି ସେ ଆପଣଙ୍କୁ ସଚ୍ଚା ପ୍ରେମ କରୁଛନ୍ତି ଆପଣ ମଧ୍ୟ ତାଙ୍କୁ ବହୁତ ଭଲ ପାଉଛନ୍ତି ।

ତାଙ୍କ ମନରେ ଆପଣଙ୍କ ପାଇଁ ଯେଉଁ ଭାବନା ରହିଛି ତାହା ସଚ୍ଚା ଅଟେ ଯାହା ବିଷୟରେ ସେ ଆପଣଙ୍କୁ ବହୁତ ଜଲ୍ଦି କହିବାକୁ ଚାହୁଁଛନ୍ତି । ସେ ତାଙ୍କ ମନର କଥା ଆପଣଙ୍କୁ କହିବାକୁ ଯାଉଛନ୍ତି । ସେ ଆପଣଙ୍କର ସୁନ୍ଦରତାକୁ ବହୁତ ଲାଇକ କରୁଛନ୍ତି । ସେ ଆପଣଙ୍କର ସୁନ୍ଦରତା ଉପରେ ବହୁତ ଆକର୍ଷକ ହୋଇଥାନ୍ତି । ସେ ଏହି ସମ୍ପର୍କର ଆରମ୍ଭ କରିବାକୁ ଚାହୁଁଛନ୍ତି । ସାରା ଜୀବନ ସେ ଆପଣଙ୍କୁ ନିଜର କରିବାକୁ ଇଚ୍ଛା କରୁଛନ୍ତି ।

୨- ଦ୍ଵିତୀୟ କାର୍ଡ : ଯଦି ଆପଣ ଦ୍ଵିତୀୟ କାର୍ଡ ଚୟନ କରିଛନ୍ତି ତେବେୟା ଆପଣ ଯାହା ପାଇଁ ଏହି କାର୍ଡ ଚୁଜ କରିଛନ୍ତି ସେ ଆପଣଙ୍କୁ ବହୁତ ମିସ କରୁଛନ୍ତି । ଆପଣ ଯାହା ବିଷୟରେ ଭାବୁଛନ୍ତି ସେ ଆପଣଙ୍କୁ ବହୁତ କଥା ଲୁଚାଉଛନ୍ତି । ଆପଣଙ୍କ ସହ ଧୋକା କରିବାକୁ ସେ ଚେଷ୍ଟା କରୁଛନ୍ତି । ସେ କେବେ ବି ଆପଣଙ୍କର ସଚ୍ଚା ପ୍ରେମ ହୋଇପାରିବେ ନାହି ।

ସେ କେବଳ ଆପଣଙ୍କର ସୁନ୍ଦରତା, ବ୍ୟକ୍ତିତ୍ବ, କାମକୁ ନେଇ ଆଗ୍ରହୀ ଅଟନ୍ତି । କେବଳ ଆକର୍ଷଣ ରହିଛି ତାଙ୍କ ମନରେ ଆପଣଙ୍କ ପାଇଁ । ଆପଣଙ୍କ ପାଇଁ ନିସ୍ପତି ନେବର ସମୟ ଆସିଲେ ସେ କିଛି କରିବେ ନାହି । ପ୍ରତେକ ସମୟରେ ସେ ଆପଣଙ୍କର ସବୁ ନିସ୍ପତିକୁ ଟାଳି ଦେଇଥାନ୍ତି । କେହି ତୃତୀୟ ବ୍ୟକ୍ତି ଆପଣଙ୍କ ମଧ୍ୟରେ ଆସୁଛି । ସେ କେବଳ ଆପଣ ପାଇବାକୁ ଚେଷ୍ଟା କରୁଛନ୍ତି ।

୩- ତୃତୀୟ କାର୍ଡ : ଯଦି ଆପଣ ତୃତୀୟ କାର୍ଡ ଚୟନ କରିଛନ୍ତି ତେବେ ଆପଣ ଯାହା ପାଇଁ ଏହି କାର୍ଡ ଚୁଜ କରିଛନ୍ତି ତେବେ ଆପଣଙ୍କର ଓ ତାଙ୍କର ବିଚାର ବା ଧର୍ମ ଅଲଗା ହୋଇପାରେ । ତାଙ୍କୁ ଲାଗୁଛି ଆପଣ ତାଙ୍କ ପାଇଁ ତିଆରି ହୋଇ ନାହାନ୍ତି । ସେ ପନାଙ୍କୁ ବହୁତ ଭଲ ପାଉଛନ୍ତି କିନ୍ତୁ ଲୁଚାଉଛନ୍ତି ଆପଣଙ୍କ ପାଖରେ । ବହୁତ ଇମୋସନାଲ ବ୍ୟକ୍ତି ଅଟନ୍ତି ।

ସେ ଆପଣଙ୍କ ସହ ଯେବେ କଥା ହେଉଛନ୍ତି ବ ଦେଖା କରୁଛନ୍ତି ତେବେ ତାଙ୍କୁ ଲାଗୁଛି ଆପଣ ତାଙ୍କ ପରିବାରର ଜଣେ ସଦସ୍ୟ ଅଟନ୍ତି । ନୂଆ ସମ୍ପର୍କ ଆରମ୍ଭ କରିବାକୁ ଚାହୁଁଛନ୍ତି କିନ୍ତୁ କରିପାରୁ ନାହାନ୍ତି । ସେ ଆପଣଙ୍କୁ ଏତେ ପସନ୍ଦ କରୁଛନ୍ତି କିନ୍ତୁ କହିପାରୁ ନାହାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *