ବାଛନ୍ତୁ ଯେ କୌଣସି ଗୋଟିଏ Emoji ଓ ଜାଣନ୍ତୁ କିଏ ଆପଣଙ୍କୁ ନିଜ ଜୀବନ ଠାରୁ ବି ଅଧିକ ଭଲ ପାଉଛନ୍ତି ? Love Quiz

ବନ୍ଧୁଗଣ ଆପଣ ନିଜ ଜୀବନରେ କେବେ ନା କେବେ କାହାକୁ କେଉଁଠି ନା କେଉଁଠି ନିଶ୍ଚୟ ଭଲ ପାଇଥିବେ ବା ପସନ୍ଦ କରୁଥିବେ । ତେବେ ଏମିତି ଜଣେ ମଣିଷ ପ୍ରତେକ ବ୍ୟକ୍ତି ଙ୍କ ଜୀବନରେ ରହିଥାନ୍ତି ଯେଉଁ ମାନେ ନିଜ ଠାରୁ ଅଧିକ ଭଲ ପାଇଥାନ୍ତି ଆମ ମାନଙ୍କୁ । କିନ୍ତୁ ଅନେକ ସମୟରେ ଆମେ ଏହାକୁ ବୁଝିପାରି ନ ଥାଉ । ଯାହା ଫଳରେ ଆମେ ଆମର ସଚ୍ଚା ପ୍ରେମ କୁ ମଧ୍ୟ ହରାଇ ଥାଉ । ଆଜି ଆମେ ଆପଣଙ୍କ ପାଇଁ ଏକ ଇଣ୍ଟ୍ରେଷ୍ଟିଙ୍ଗ ଗେମ ନେଇ ଆସିଛୁ । ଆମେ ଆପଣଙ୍କୁ କିଛି ଇମୋଜି ଦେଖାଇବୁ ସେଥି ମଧ୍ୟରୁ ଆପଣଙ୍କୁ ନିଜ ମନ ପସନ୍ଦର କୌଣସି ଗୋଟିଏ ଇମୋଜି ଚୁଜ କରିବାକୁ ହେବ । କଣ ଆପଣ ମାନେ ରେଡି ଅଛନ୍ତି ଏହି ଗେମ ଖେଳିବା ପାଇଁ ଆସନ୍ତୁ ଆରମ୍ଭ କରିବା ।

୧- ପ୍ରଥମ ଇମୋଜି : ଯେଉଁ ମାନେ ପ୍ରଥମ ଇମୋଜି ଚୁଜ କରିଛନ୍ତି ତେବେ ଯିଏ ଆପଣଙ୍କୁ ନିଜ ଠାରୁ ଅଧିକ ଭଲ ପାଉଛନ୍ତି ସେ ହେଉଛନ୍ତି ଆପଣଙ୍କର ଲଭର । ଆପଣଙ୍କ ଲଭର ହେଉଛନ୍ତି ଏମିତି ମଣିଷ ଯିଏ ଆପଣଙ୍କୁ ଜୀବନରେ ତାଙ୍କ ଠାରୁ ବି ବହୁତ ଅଧିକା ଭଲ ପାଉଛନ୍ତି । ସେ ଆପଣଙ୍କୁ କେବେ ବି ହରାଇବାକୁ ଚାହୁଁ ନାହାନ୍ତି । ତେବେ କଣ ଆପଣ ବି ତାଙ୍କୁ ଏମିତି ପାଗଳ ଙ୍କ ଭଳି ଭଲ ପାଉଛନ୍ତି ଯେତିକି ସେ ଆପଣଙ୍କୁ ଭଲ ପାଉଛନ୍ତି ।

୨- ଦ୍ଵିତୀୟ ଇମୋଜି : ଯେଉଁ ମାନେ ଦ୍ଵିତୀୟ ଇମୋଜି ଚୁଜ କରିଛନ୍ତି ତେବେ ସେ ହେଉଛନ୍ତି ଆପଣଙ୍କର କ୍ରଶ । ଆପଣଙ୍କର କ୍ରଶ ରହିଛି ଜୀବନରେ ଯିଏ ଆପଣଙ୍କୁ ପ୍ରତେକ ମୂହୁର୍ତ୍ତ ରେ ସହଯୋଗ କରୁଛି ।

୩- ତୃତୀୟ ଇମୋଜି : ଯେଉଁ ମାନେ ତୃତୀୟ ଇମୋଜି ଚୁଜ କରିଛନ୍ତି ତେବେ ସେ ହେଉଛନ୍ତି ଆପଣଙ୍କର ପ୍ରିୟ ବନ୍ଧୁ ବା ବେଷ୍ଟ ଫ୍ରେଣ୍ଡ । ବନ୍ଧୁ ମଣିଷ ଜୀବନରେ ଅନେକ ରହିଥାନ୍ତି । କିନ୍ତୁ ସଚ୍ଚା ବନ୍ଧୁ ଭାଗ୍ୟ ରେ ଥିଲେ ମିଳିଥାଏ ଯାହା ଆପଣଙ୍କୁ ମିଳିଛି । ଆପଣଙ୍କ ବନ୍ଧୁ ଆପଣଙ୍କୁ ବହୁତ ଭଲ ପାଉଛନ୍ତି ଆଉ ନିଜର ଲାଇଫ ପାର୍ଟନର କରିବାକୁ ଇଚ୍ଛା କରୁଛନ୍ତି ।

୪- ଚତୁର୍ଥ ଇମୋଜି : ଯେଉଁ ମାନେ ଚତୁର୍ଥ ଇମୋଜି ଚୁଜ କରିଛନ୍ତି ତେବେ ସେ ହେଉଛନ୍ତି ଆପଣଙ୍କର ପରିବାର । ପ୍ରତେକ ମଣିଷ ଜୀବନରେ ପରିବାର ହେଉଛି ତାର ଅଙ୍ଗ । କିନ୍ତୁ ପ୍ରତେକ ପରିବାରର ରୁ ଯେତିକି ଭଲ ପାଇବା ମିଳିବା କଥା ତାହା କିଛି ଲୋକଙ୍କୁ ମିଳିଥାଏ ତ ଆଉ କିଛି ଲୋକଙ୍କୁ ମିଳି ନ ଥାଏ । କିନ୍ତୁ ଆପଣଙ୍କ ପରିବାର ଆପଣଙ୍କୁ ବହୁତ ଅଧିକା ଭଲ ପାଉଛନ୍ତି ଆଉ ସହଯୋଗ ମଧ୍ୟ କରୁଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *