କେମିତି ଓ କେବେ ହେବ ଆପଣଙ୍କର ମୃତ୍ୟୁ? ଜାଣିବାକୁ ଚାହୁଁଥିଲେ ହୃଦୟରୁ ବାଛନ୍ତୁ କୌଣସି ଗୋଟିଏ ଫୁଲ

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ୩ଟି ରଙ୍ଗର ଫୁଲର ଚିତ୍ର ନେଇ ଆସିଛୁ । ଏଥି ମଧ୍ୟରୁ ଆପଣଙ୍କୁ ଯେ କୌଣସି ଗୋଟିଏ ଫୁଲ ଚୟନ କରିବାକୁ ହେବ । ଏଥିରୁ ଆପଣଙ୍କର ମୃତ୍ୟୁ କେବେ ହେବ ତାହା ଆପଣ ଜାଣିପାରିବେ । ତେଣୁ ଆପଣ ମାନେ ନିଜ ଭିତରେ ସାଶ ରଖି ଏଥି ମଧ୍ୟରୁ ଯେ କୌଣସି ଗୋଟିଏ ରଙ୍ଗର ଫୁଲ ଚୟନ କରନ୍ତୁ । ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ । ୧- ଧଳା ରଙ୍ଗ ଫୁଲ : ଯଦି ଆପଣଙ୍କ ଧଳା ରଙ୍ଗର ଫୁଲ ଚୟନ କରିଛନ୍ତି ତେବେ ଆପଣ ପରିସ୍ଥିତିର ସମାନା କରିବା ଶିଖନ୍ତୁ ।

ଆପଣଙ୍କ ଜୀବନରୁ ଏମିତି ଜଣେ ବ୍ୟକ୍ତି ଚାଲି ଯାଇଛନ୍ତି ଯାହା ପାଇଁ ଆପଣ ଉଦାସ ରହୁଛନ୍ତି ଯାହାକୁ ଆପଣ ବହୁତ ଭଲ ପାଉଥିଲେ ବା ଆପଣଙ୍କୁ କେହି ଧୋକା ଦେଇଛି ଯାହା ପାଇଁ ଆପଣ ମାନସିକ ଚିନ୍ତାରେ ରହୁଛନ୍ତି । ଏମିତିକି ରାତିରେ ଆପଣ କାନ୍ଦିବାକୁ ଇଚ୍ଛା କରୁଥିଲେ ମଧ୍ୟ କେହି ପାଖରେ ଥିବାରୁ ଆପଣ କାନ୍ଦି ପାରନ୍ତି ନାହି ।

ଆପଣଙ୍କ ଜୀବନରେ ଯେଉଁ ଖାସ ଲୋକ ଚାଲି ଯାଇଛି ଆପଣ ତା ବିଷୟରେ ଅଧିକ ଭାବୁଛନ୍ତି । କାରଣ ଭାଗ୍ଯର ଖେଳକୁ କେହି ବୁଝିପାରିବେ ନାହି । ଯିଏ ଦୁନିଆକୁ ଆସିଛି ସିଏ ଦିନେ ନା ଦିନେ ଦୁନିଆରୁ ଯିବ ଏହା ସତ୍ୟ ଅଟେ । ଆପଣ ଅଧିକ ଚିନ୍ତା କରନ୍ତୁ ନାହି ନଚେତ ଭବିଷ୍ୟତରେ ଆପଣଙ୍କୁ ବଡ ଗମ୍ଭୀର ରୋଗରେ ଗ୍ରସ୍ତ ହୋଇ ନିଜ ପରିବାରଠାରୁ ସବୁଦିନ ପାଇଁ ଦୂରକୁ ଚାଲିଯିବେ । ଯାହା ପାଇଁ ଜୀବନରେ ସମସ୍ୟା ଆସିପାରେ । ତେଣୁ ଆପଣ ନିଜର କର୍ମ ବଦଳାଇବାକୁ ଚେଷ୍ଟା କରନ୍ତୁ ଯାହା ଦ୍ଵାରା ଭାଗ୍ୟ ବଦଳିବ ।

୨- କମଳା ରଙ୍ଗର ଫୁଲ : ଯଦି ଆପଣ କମଳା ରଙ୍ଗର ଫୁଲ ଚୟନ କରିଛନ୍ତି ତେବେ ଆପଣ ଅଧିକ ଭାବୁକ ସ୍ଵଭାବର ବ୍ୟକ୍ତି ଅଟନ୍ତି । ଆପଣ ଅନ୍ୟ ଉପରେ ବହୁତ ଜଲ୍ଦି ମେହରବାନ ହୋଇଥାନ୍ତି । କାହା ସହ ବି ଆପଣ ସମ୍ପର୍କରେ ଆସି ଯାଇଥାନ୍ତି । ନିଜ ସମ୍ପର୍କରେ ଇମାନନ୍ଦାରୀ ରଖାନ୍ତ୍ଯୁ ।

ମିଛ କହୁଥିଲେ ବନ୍ଦ କରନ୍ତୁ । ଯଦି ଜୀବନରେ ଆଗକୁ ବଢିବାକୁ ଚାହୁଁଛନ୍ତି ତେବେ ମିଛ କହିବାରୁ ବଞ୍ଚିତ ହୁଅନ୍ତୁ । କାହା ମନ ଦୁଖ କରନ୍ତୁ ନାହି ବା ପରିବାର ଲୋକଙ୍କ ସେବା, ସହଯୋଗ ଓ ସମୟ ବ୍ଯତୀତ କରିବାକୁ ଚେଷ୍ଟା କରନ୍ତୁ । ଅଧିକ ବିଚାର କରନ୍ତୁ ନାହି । ନଚେତ କେହି ନିଜର ହିଁ ଆପଣଙ୍କ ଜୀବନ ନେଇ ପାରେ ।

୩- ନାଲି ରଙ୍ଗର ଫୁଲ : ଯଦି ଆପଣ ନାଲି ରଙ୍ଗର ଚୟନ କରିଛନ୍ତି ତେବେ ଲୋକେ ଆପଣଙ୍କୁ ଖରାପ ଭାବୁଛନ୍ତି କିନ୍ତୁ ଆପଣ ବହୁତ ଭଲ ମଣିଷ ଅଟନ୍ତି । ଆପଣଙ୍କର ସମୟ ବହୁତ ଭଲ ଆସିବାକୁ ଯାଉଛି । ଭଗବାନଙ୍କ ଉପରେ ଭରସା ରଖନ୍ତୁ । ଅଧିକ ଚିନ୍ତା କରନ୍ତୁ ନାହି । ଯିଏ  ଆପଣଙ୍କର ଯାହା କରୁ ଆପଣ ନିଜ ଉପରେ ଓ ଭଗବାନଙ୍କ ଉପରେ ଭରସା ରଖନ୍ତୁ ।

ଘର, ସମ୍ପତି, ପିଲାଙ୍କ ପାଇଁ ସବୁ କିଛି କରନ୍ତୁ । ପ୍ରତିଦିନ ମନ୍ଦିର ଯାଇ ପୂଜା କରନ୍ତୁ । ଭଗବାନଙ୍କ ସହ ଯୋଡି ହେବ ସହ ଦୁନିଆର ଚିନ୍ତାରୁ ଦୂରେଇ ରୁହନ୍ତୁ । ନଚେତ ଚିନ୍ତା ଗ୍ରସ୍ତ ହୋଇ ଆପଣଙ୍କର ହୃଦୟ ସ୍ପନ୍ଦନ ବନ୍ଦ ହୋଇଯିବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *