ବାଛନ୍ତୁ ଗୋଟିଏ ଶ୍ରୀଗଣେଶ ଓ ଜାଣନ୍ତୁ ଆପଣଙ୍କର ଭବିଷ୍ୟତ 

ନମସ୍କାର ବନ୍ଧୁଗଣ, ଆପଣଙ୍କ ପସନ୍ଦ ହିଁ ଆପଣଙ୍କର ସ୍ଵାଭାବକୁ ଅନେକ ମାତ୍ରାରେ ଜଣାଇଦେଇଥାଏ । ନିଜ ଭବିଷ୍ୟତର ସୂଚନା ମଧ୍ୟ ଆପଣ ନିଜ ମନରେ ଥିବା ପସନ୍ଦ ଅନୁଯାୟୀ ଜାଣିପାରିବେ । ତେଣୁ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଆପଣ କିଭଳି ଆପଣଙ୍କ ନିଜ ପସନ୍ଦର ପ୍ରିୟ ଗଣେଶ ଠାକୁରଙ୍କ ମୃତ୍ତିକୁ ବାଛି ନିଜର ଭବିଷ୍ୟତ ବିଷୟରେ ତଥ୍ୟ ପାଇପାରିବେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଆପଣଙ୍କ ପସନ୍ଦ ଅଧାରରେ ଆପଣଙ୍କ ଆଗାମୀ ସମୟ ସମ୍ପର୍କରେ ।

ଉପରେ ଥିବା 3ଟି ମୂର୍ତ୍ତି ମଧ୍ୟରୁ ଆପଣଙ୍କ ପସନ୍ଦର ଏକ ମୂର୍ତ୍ତି ବାଛନ୍ତୁ । ପ୍ରଥମ: ଯଦି ଆପଣ ଗଣେଶଙ୍କ ପ୍ରଥମ ଏକଦନ୍ତ ମୂର୍ତ୍ତିଟିକୁ ବାଛିଥାନ୍ତି ତେବେ ଜାଣି ରଖନ୍ତୁ ଆପଣ ଏବେ କୌଣସି ଖରାପ କର୍ମର ଭୋଗ ଏବେ କରୁଛନ୍ତି । ଗତ ଅଢେଇ ବର୍ଷ ହେବ ଆପଣ ନିଜ ଗ୍ରହର କୋପ ଦୃଷ୍ଟି ଫଳରେ ଅସୁବିଧା ଭୋଗ କରି ଆସୁଛନ୍ତି । ଆପଣ ଏବେ ଗୋଟିଏ କାମ କରିବାକୁ ଭାବିଲା ବେଳକୁ ଆଉ ଏକ କାମରେ ଫସିଯାଉଛନ୍ତି ।

ଏହି କାରଣ ହେତୁ ଆପଣ ନିଜ ଜୀବନରେ ଆଉ ଆଗକୁ ବଢିପାରୁନାହାନ୍ତି । ତେଣୁ ଆପଣ କରୁଥିବା କାର୍ଯ୍ୟରେ ସଫଳ ମଧ୍ୟ ହୋଇପାରୁନାହାନ୍ତି । ଗ୍ରହ ମାନେ ଆପଣଙ୍କ ରାସ୍ତାରେ ବାଧା ସୃଷ୍ଟି କରୁଛନ୍ତି । ଆପଣଙ୍କ ସରଳ ସ୍ଵାଭାବର ଫାଇଦା କିଛି ଲୋକ ଉଠାଉଛନ୍ତି । ଏଥିପ୍ରତି ସାବଧାନ ରୁହନ୍ତୁ ।

ଦିତୀୟ: ଯଦି ଆପଣ ଗଣେଶଙ୍କର ଗଜାନନ ମୂର୍ତ୍ତିଟିକୁ ବାଛିଛନ୍ତି ତେବେ ଆପଣ ଜଣେ ସରଳ ସ୍ଵଭାବର ବ୍ୟକ୍ତି ଅଟନ୍ତି ।ଅନ୍ୟ ମନରେ ଆପଣ କେବେ କଷ୍ଟ ଦେବାକୁ ଚାହିଁନଥାନ୍ତି । ନିଜ ଦୁଃଖକୁ ଛାତିରେ ଚାପି ସହିଯାନ୍ତି କିନ୍ତୁ କାହାକୁ ମଧ୍ୟ କୁହନ୍ତି ନାହିଁ । ଆପଣଙ୍କ ମନ ଭିତରେ ଭବିଷ୍ୟତକୁ ନେଇ ଏକ ବଡ ଯୋଜନା ଚାଲୁଅଛି ତାହା ଆଗକୁ ସଫଳ ମଧ୍ୟ ହେବ । ଧ୍ୟାନରେ ରଖିବେ ମନରେ ଥିବା କଥା କାହାକୁ ମଧ୍ୟ କହିବ ଉଚିତ ହୋଇନଥାଏ ।

ନଚେତ ସେଥିରେ ଅନ୍ୟ ମାନଙ୍କ ନଜର ଲାଗିଯାଇଥାଏ ଏବଂ ସେଥିରେ ବାଧା ଉପୁଜିଥାଏ । ବାକି ରହିଥିବା କାମ ଗୁଡିକ ପୁରା ହୋଇଯିବ । ତୃତୀୟ: ଯଦି ଆପଣ ଗଣେଶଙ୍କର ଗଣପତି ବେଶଟିକୁ ବାଛିଛନ୍ତି ତେବେ ଆପଣ ଜଣେ ଗମ୍ଭୀର ସ୍ଵାଭାବର ବ୍ୟକ୍ତି ଅଟନ୍ତି । ସହଜରେ କାହା କଥାରେ ଆପଣ ଭାସିଯାନ୍ତି ନାହିଁ । କାହର କଥାକୁ ଆପଣ ଅତିସହଜରେ ବିଶ୍ଵାସ କରିନଥାନ୍ତି ।

ଆପଣ ଜୀବନରେ କିଛି କରିବା ପୂର୍ବରୁ ବହୁତ ଭାବିଥାନ୍ତି । ଆପଣଙ୍କର ଜିଦି ସ୍ଵାଭାବ ପାଇଁ ଆପଣ ହାତକୁ ନେଇଥିବା କାର୍ଯ୍ୟକୁ ପୁରା ନକରିବା ପର୍ଯ୍ୟନ୍ତ ନିଶ୍ଵାସ ନିଅନ୍ତି ନାହିଁ । ଏହି ସ୍ଵାଭାବ ହିଁ ଆପଣଙ୍କୁ ଜୀବନରେ ବହୁତ ଉଚ୍ଚ ସ୍ତରକୁ ନେଇଥାଏ । ଆପଣଙ୍କର ସବୁ ଚିନ୍ତା ଏବେ ଦୂର ହେବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।

Leave a Reply

Your email address will not be published. Required fields are marked *