ବାଛନ୍ତୁ ଗୋଟେ ନମ୍ବର ଓ ଜାଣନ୍ତୁ ଆପଣଙ୍କ Loverର ଏହି ବଡ ରାଜ ବିଷୟରେ- Love Quiz

ବନ୍ଧୁଗଣ ନମସ୍କାର । ଆଜିର ସୂଚନା ଅନୁସାରେ କେତେ ଗୁଡିଏ ନମ୍ବର ମଧ୍ୟରୁ ଗୋଟିଏ ନମ୍ବର ବାଛିବା ଦ୍ଵାରା ଆପଣ ଆପଣଙ୍କ ଜୀବନ ସାଥିର ମନ କଥା ଜାଣିପାରିବେ । ଆପଣଙ୍କର ଜୀବନ ସାଥି ଆପଣଙ୍କୁ କେତେ ଭଲ ପାଉଛନ୍ତି, ତାହା ସଙ୍ଗେ ସଙ୍ଗେ ଜାଣିପାରିବେ । ସେହି ନମ୍ବର ଗୁଡିକ ହେଉଛି ୧୦୦, ୩୦୦, ୬୦୦, ୯୦୦ ଓ ୧୧୦୦ । ଏହି ନମ୍ବର ମଧ୍ୟରୁ ଆପଣଙ୍କ ପସନ୍ଦର ଗୋଟିଏ ନମ୍ବରକୁ ସିଲେକ୍ଟ କରନ୍ତୁ । ଯେଉଁ ନମ୍ବର ସିଲେକ୍ଟ କରିଥିବେ, ସେହି ଅନୁସାରେ ଜାଣିପାରିବେ ନିଜ ଜୀବନସାଥିର ମନ କଥା । ଆସନ୍ତୁ ଜାଣିବା ।

୧୦୦ ;- ଯେଉଁ ବ୍ୟକ୍ତିମାନେ ୧୦୦ ନମ୍ବରକୁ ବାଛିଚନ୍ତି, ସେହି ବ୍ୟକ୍ତିବିଶେଷ ମାନଙ୍କ ପାଇଁ ସୂଚନା ଏହା କି ଯେ, ଆପଣଙ୍କ ଲଭର ଆପଣଙ୍କୁ ବହୁତ ଭଲ ପାଉଛନ୍ତି । କିନ୍ତୁ ଏହି ଆସୁଥିବା ସମୟ ଅର୍ଥାତ ଆଗକୁ ଆସୁଥିବା ୯ ଦିନ ମଧ୍ୟରେ ତାଙ୍କ ଭଲ ପାଇବା ଆପଣଙ୍କ ପାଇଁ କମିଯିବ । ସେ ଆଗ ଭଳିଆ ଆପଣଙ୍କୁ ଗୁରୁତ୍ଵ ଦେବେନି । କିନ୍ତୁ ସମୟ ସହିତ ଆଗକୁ ତାଳ ଦେଇ ଗତି କରିବା ଦ୍ଵାରା ପୁନଶ୍ଚ ଆଗ ଭଳି ପ୍ରେମ ସମ୍ପର୍କରେ ନିବିଡତା ଆସିପାରିବ ।

୩୦୦ ;- ଯେଉଁମାନେ ୩୦୦ ନମ୍ବରକୁ ପସନ୍ଦ କରିକି ସିଲେକ୍ଟ କରିଛନ୍ତି । ତାଙ୍କ ମାନଙ୍କ ପାଇଁ ସୂଚନା ଏହା କି, ଆପଣଙ୍କ ଲଭର ଆପଣଙ୍କୁ ଆଗରୁ ଯେମିତି ହୃଦୟରୁ ଭଲ ପାଇଆସୁଥିଲେ । ଏବେ ସେମିତି ମଧ୍ୟ ଭଲ ପାଉଛନ୍ତି । ଆସନ୍ତା ୯ ଦିନ ଭିତରେ ଓ ତା ପରେ ମଧ୍ୟ ସେମିତି ବହୁତ ଭଲ ପାଇବା ଆପଣଙ୍କୁ ଦେବେ ।

 

୬୦୦ ;- ଯେଉଁମାନେ ୬୦୦ ନମ୍ବର ସିଲେକ୍ଟ କରିଛନ୍ତି, ଆପଣଙ୍କର ଲଭର ଆପଣଙ୍କ କଥା ଭାବି ଭାବି ଥକି ଗଲେଣି । ଆପଣଙ୍କ ପ୍ରେମରେ ସେ ସଂପୂର୍ଣ୍ଣ ଭାବରେ ବିଭୋଳ ହେଇଯାଇଛନ୍ତି । ସେଥିପାଇଁ ଏହି ୯ ଦିନ ଭିତରେ ସେ ଆପଣଙ୍କୁ ଦେଖା କରିବାକୁ ଯିବେ ବୋଲି ନିଜ ଜିଦିରେ ଅଟଳ ରହିଛନ୍ତି ।

୯୦୦ ;- ଯେଉଁମାନେ ଏହି ୯୦୦ କୁ ନିଜ ଜୀବନ ସାଥିଙ୍କ କଥାକୁ ମନରେ ଭାବି ତାଙ୍କ ପାଇଁ ଏହି ନମ୍ବରକୁ ସିଲେକ୍ଟ କରିଛନ୍ତି । ଆପଣଙ୍କ ଲଭରର ରାଜ୍ ହେଉଛି, ସେ ଆପଣଙ୍କୁ ଗୋଟିର ସପ୍ରାଇଜ୍ ଦେବା ପାଇଁ ଇଚ୍ଛା କରିଛନ୍ତି । ଏହି କଥାକୁ କିନ୍ତୁ ସେ ଆପଣଙ୍କୁ ଜଣାଇବା ପାଇଁ ଚାହୁଁ ନାହାନ୍ତି ।

୧୧୦୦ ;- ଏହି ୧୧୦୦ ନମ୍ବରକୁ ପସନ୍ଦ କରି ବାଛି ଥିବା ଲୋକଙ୍କ ପାଇଁ ସୂଚନା, ଆପଣଙ୍କ ଲଭର ଆପଣଙ୍କୁ ବହୁତ ହିଁ ହୃଦୟରୁ ଭଲ ପାଇଥାନ୍ତି । ସେ ଆପଣଙ୍କୁ ନିଜର ଜୀବନସାଥି କରିବା ପାଇଁ ଚାହାନ୍ତି । ସେଥି ପାଇଁ ସେ ଆପଣଙ୍କୁ ଏହି ୯ ଦିନ ଭିତରେ ନିଜ ହୃଦୟର କଥା ଖୋଲି ଆପଣଙ୍କ ଆଗରେ କହିଦେବା ପାଇଁ ଚାହିଁଛନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ପସନ୍ଦ ଆସିଥାଏ, ତେବେ ନିହାତି ଭାବରେ ପେଜ୍କୁ ଲାଇକ୍ କରିବା ସହିତ କମେଣ୍ଟ କରିକି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *