ମନରେ ଭାବନ୍ତୁ ନିଜର ଇଚ୍ଛା ଓ ସେହି ଇଚ୍ଛାକୁ ଭଗବାନ କେବେ ପୁରା କରିବେ ଜାଣିବା ପାଇଁ ବାଛନ୍ତୁ କୌଣସି ଗୋଟେ ନମ୍ବର- Personality Test

ଆଜି ଆମେ ଆପଣ ମାନଙ୍କ ପାଇଁ ୫ଟି ରଙ୍ଗର ପ୍ରଜାପତି ର ଚିତ୍ର ନେଇ ଆସିଛୁ । ଏଥି ମଧ୍ୟରୁ ଆପଣଙ୍କୁ ଯେ କୌଣସି ଗୋଟିଏ ରଙ୍ଗର ପ୍ରଜାପତି ଚୟନ କରିବାକୁ ହେବ । ଏଥିରୁ ଆପଣ ଜାଣି ପାରିବେ ଆପଣଙ୍କର ଇଚ୍ଛା ଯାହା ରହିଛି ଜୀବନରେ ତାହା କେବେ ପୁରା ହେବ ବା କେତେ ସମୟ ଲାଗିବ ସେହି ବିଷୟରେ ଜାଣି ପାରିବେ । ଏଥିପାଇଁ ଆପଣଙ୍କୁ ମାତ୍ର ୫ ସେକେଣ୍ଡ ର ସମୟ ଦିଆଯିବ । ତେବେ ଆସନ୍ତୁ ଆରମ୍ଭ କରିବା ଏହି ମଜାଦାର ଗେମ ।

୧- ପ୍ରଥମ କାର୍ଡ : ଯଦି ଆପଣ ପ୍ରଥମ କାର୍ଡ ଚୟନ କରିଛନ୍ତି ତେବେ ଆପଣଙ୍କର ଇଚ୍ଛା ପୁରା ହେବା ପାଇଁ ୮ ମାସ ଲାଗିପାରେ ବା ୮ ସପ୍ତାହ ମଧ୍ୟ ଲାଗିପରେ । ଆଉ କିଛି ଲୋକଙ୍କ ପାଇଁ ୮ ଦିନ ମଧ୍ୟ ଲାଗିପରେ । ଯଦି ଆପଣ ସେହି ସ୍ଥିତିରେ ଅଛନ୍ତି ଯେଉଁଠି ଆପଣ କାମକୁ ନୂଆ ମୋଡ ଦେଇଛନ୍ତି ବା ସେହି କାମକୁ ମୁଭ ଅନ କରି ନୂଆ କାମ ଆରମ୍ଭ କରି ଦେଇଛନ୍ତି ବା ଜୀବନରେ ବହୁତ ବଡ ନିସ୍ପତି ନେଇଛନ୍ତି ଆପଣଙ୍କ ଜୀବନରେ ୮ ସପତହା ବା ଦିନ ଅମଧ୍ୟରେ ଇଚ୍ଛା ପୂରଣ ହୋଇପାରେ । ସମୁଦାୟ ଭାବେ ଆପଣଙ୍କର ସବୁ ଇଚ୍ଛା ୮ ମାସ ମଧ୍ୟରେ ପୁରା ହେବା ନିଶ୍ଚିନ୍ତ ଅଟେ ।

୨- ଦ୍ଵିତୀୟ କାର୍ଡ : ଯଦି ଆପଣ ଦ୍ଵିତୀୟ କାର୍ଡ ଚୟନ କରିଛନ୍ତି ତେବେ ଆପଣଙ୍କର ଯାହା ବି ଇଚ୍ଛା ରହିଛି ତାହା ବହୁତ ଜଲ୍ଦି ପୁରା ହେବାକୁ ଯାଉଛି । ଆପଣଙ୍କୁ ଏଥିରେ କୌଆସି ପ୍ରକାରର ପରିବର୍ତ୍ତନ କରିବାକୁ ହେବ ନାହି । ବର୍ତ୍ତମାନ ଭଗବାନଙ୍କ ହାତରେ ଆପଣଙ୍କର ଇଚ୍ଛା ପୁରା ହେବାର ଅଛି । ଆପଣଙ୍କୁ ଏଥିପାଇଁ ଗୋଟେ ବ ଦୁଇ ମାସ ଲାଗିପାରେ । ଆପଣଙ୍କୁ କେବେ ବି ସଫଳ ମିଳିପାରେ । ତେଣୁ ପଜେଟିଭ ରୁହନ୍ତୁ । ଆଉ କାମ ସରି ଯାଇଛି ବୋଲି ମାନିବାକୁ ହେବ ।

୩- ତୃତୀୟ କାର୍ଡ : ଯଦି ଆପଣ ତୃତୀୟ କାର୍ଡ ଚୟନ କରିଛନ୍ତି ତେବେ ଆପଣଙ୍କର ଇଚ୍ଛା ପୂରଣ ହେବା ପାଇଁ ୧ ବର୍ଷ ଲାଗିପରେ । ଯେଉଁ ପରିବର୍ତ୍ତନ ଆପଣଙ୍କ ଜୀବନରେ ଆସିବ ତାହା ସ୍ଥାୟୀ ଭାବେ ଆସିବ । ଧୀରେ ଧୀରେ ଆପଣଙ୍କ ଜୀବନରେ ସବୁ ଇଚ୍ଛା ପୂରଣ ହେବ । ତେଣୁ ଧର୍ଯ୍ୟ ରଖନ୍ତୁ ।

୪- ଚତୁର୍ଥ କାର୍ଡ : ଯଦି ଆପଣ ଚତୁର୍ଥ କାର୍ଡ ଚୟନ କରିଛନ୍ତି ତେବେ ଆପଣ ନିଜର କର୍ମ କୁ ସମୟ ଦିଅନ୍ତୁ, ଅଧିକ ପରିଶ୍ରମ କରନ୍ତୁ ତେବେ ଯାଇ ଆପଣଙ୍କର ଇଚ୍ଛା ପୂରଣ ହେବ । ଯେବେ ଆପଣ ପରିଶ୍ରମ କରିବା ଆରମ୍ଭ କରିବେ ତେବେ ଆପଣଙ୍କର ସବୁ ଇଚ୍ଛା ୪ ମାସ ଭିତରେ ପୁରା ହେବ । ଏହା ଠାରୁ ଅଧିକ ସମୟ ଲାଗିବ ନାହି ।

୫- ପଞ୍ଚମ କାର୍ଡ : ଯଦି ଆପଣ ପଞ୍ଚମ କାର୍ଡ ଚୟନ କରିଛନ୍ତି ତେବେ ଆପଣଙ୍କୁ ଟିକେ ସମୟ ଲାଗିପାରେ ଇଚ୍ଛା ପୂରଣ ହେବା ପାଇଁ । ଆପଣଙ୍କର କାମ ଠିକ ବି ହୋଇପାରେ ନଚେତ ଖରାପ ବି ହୋଇପାରେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *