ଭୋଲେନାଥଙ୍କୁ ମନରେ ଭାବି ବାଛନ୍ତୁ ଗୋଟେ ନମ୍ବର ଓ ଜାଣନ୍ତୁ ତାଙ୍କ ହୃଦୟ ଆପଣଙ୍କୁ କଣ କହିବାକୁ ଚାହୁଁଛି ? Love Quiz

ବନ୍ଧୁଗଣ କେମିତି ଅଛନ୍ତି ଆପଣ ମାନେ ନିଶ୍ଚୟ ମସ୍ତ ରେ ଥିବେ । ତେବେ ଆପଣ ନିଜ ଜୀବନରେ କେବେ ନ କେବେ କାହାକୁ ନିଶ୍ଚୟ ଭଲ ପାଇଥିବେ । ଆଉ ଆପଣ ନିଜ ଭଲ ପାଇବାର ଇଜହାର ମଧ୍ୟ କାହାକୁ କରିଥିବେ । ତେବେ କଣ ଆପଣ କେବେ ଜାଣିଛନ୍ତି କି ଆପଣ ଯାହାକୁ ଭଲ ପାଉଛନ୍ତି ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି । ତେବେ ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ମଜାଦାର ଲଭ କୁଇଜ ଗେମ ନେଇ ଆସିଛୁ । ଏଥିରେ ଆପଣ ଜାଣି ପାରିବେ ତାଙ୍କ ମନରେ ଆପଣଙ୍କ ପାଇଁ କଣ କହିବାର ଅଛି ଆସନ୍ତୁ ଜାଣିବା । ଏଥିପାଇଁ ଆପଣଙ୍କୁ ୨୦୫ ରୁ ୨୦୯ ମଧ୍ୟରୁ ଯେ କୌଣସି ଗୋଟିଏ ନମ୍ବର ଚୁଜ କରିବାକୁ ହେବ । ତେବେ ଆପଣ ମାନେ ନିଶ୍ଚୟ ନମ୍ବର ବାଛି ସାରିଥିବେ ଆସନ୍ତୁ ଜାଣିବା କଣ ରହିଛି ଉତ୍ତର ।

୧- ଯଦି ଆପଣ ୨୦୫ ନମ୍ବର ଚୟନ କରିଛନ୍ତି ତେବେ ସେ ଆପଣଙ୍କୁ କହିବାକୁ ଚାହୁଁଛନ୍ତି କି ସେ ଆପଣଙ୍କର ଅଟନ୍ତି ଓ ସର୍ବଦା ଆପଣଙ୍କର ହିଁ ରହିବେ । ସେ କେବେ ବି ଆପଣଙ୍କର ହାତ ଛାଡିବେ ନାହି କାରଣ ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି ।

୨- ଯଦି ଆପଣ ୨୦୬ ନମ୍ବର ଚୟନ କରିଛନ୍ତି ତେବେ ସେ ଆପଣଙ୍କୁ କହିବାକୁ ଏହା ଚାହୁଁଛନ୍ତି କି ଆପଣ କେବେ ବି ତାଙ୍କ ସାଥ ଛାଡନ୍ତୁ ନାହି । ଆପଣ ସର୍ବଦା ତାଙ୍କ ସହ ରୁହନ୍ତୁ ଆଉ ତାଙ୍କୁ ଏମିତି ଭଲ ପାଉଥାନ୍ତୁ ।

୩- ଯଦି ଆପଣ ୨୦୭ ନମ୍ବର ଚୁଜ କରିଛନ୍ତି ତେବେ ସେ ଆପଣଙ୍କୁ ଏହା କହିବାକୁ ଚାହୁଁଛନ୍ତି କି ସେ ଆପଣଙ୍କ ଠାରୁ ଦୂରରେ ରହି ଏକା ରହିବାକୁ ଜମା ବି ଚାହୁଁ ନାହାନ୍ତି । ଗୋଟେ କ୍ଷଣ ବି ସେ ଆପଣଙ୍କ ଠାରୁ ଦୂରେଇ ଯିବାକୁ ଚାହୁଁ ନାହାନ୍ତି ।

୪- ଯଦି ଆପଣ ୨୦୮ ନମ୍ବର ଚୁଜ କରିଛନ୍ତି ତେବେ ଆପଣ ଦୁହିଙ୍କର ଯୋଡି ଭଗବାନ ବନାଇଛନ୍ତି ଏହା ରହିଛି ତାଙ୍କ ମନରେ ଆପଣଙ୍କ ପାଇଁ । ଆପଣ ଦୁହିଙ୍କର ଯୋଡି ସର୍ବଦା ଏମିତି ଏକ ହୋଇ ରହିଥାଉ ଏହା ସେ ଆଶା କରୁଛନ୍ତି । ଆପଣ ଦୁହିଙ୍କୁ କେହି କେବେ ଅଲଗା କରି ପାରିବେ ନାହି ।

୫- ଯଦି ଆପଣ ୨୦୯ ନମ୍ବର ଚୟନ କରିଛନ୍ତି ତେବେ ଆପଣ ଯାହା ଚାହୁଁଛନ୍ତି ଯେମିତି ଚାହୁଁଛନ୍ତି ସେ ସବୁ କିଛି କରିବେ କେବଳ ଆପଣଙ୍କ ପାଇଁ । ପ୍ରତେକ ସ୍ଥିତି ରେ ସେ ଆପଣଙ୍କ ସହ ରହିବେ । ଆଶା କରୁଛୁ ଆପଣଙ୍କୁ ଆପଣଙ୍କର ଜବାବ ମିଳି ଯାଇଥିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ନିଶ୍ଚିନ୍ତ ଭାବେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *