ଆପଣମାନେ ଜାଣିଛନ୍ତି ଭାରତରେ ଲୋକମାନେ ଜ୍ଯୋତିଷ ଶାସ୍ତ୍ର କୁ ନେଇକି ଅନେକ ମାନ୍ୟତା ରଖୀ ଛନ୍ତି । ଆପଣ ମାନେ କଣ ଜାଣି ଛନ୍ତି କି ଏହା ସେମାନଙ୍କ ପାଇଁ କିଭଳି ମାନେ ରଖିଛି । ଏହା ସାଧାରଣ କଥା ନୁହେଁ ସେମାନେ ଏହାକୁ ଅନୁଭବ କରି ଛନ୍ତି ଅନେକ ପରୀକ୍ଷଣ ପରେ ସେମାନେ ଏହାକୁ ମାନିବା ପାଇଁ ବାଧ୍ୟ ହୋଇ ଛନ୍ତି । ହିନ୍ଦୁ ଶାସ୍ତ୍ର ଅନୁସାରେ ମଣିଷ ର ସ୍ଵଭାବ କୁ ମଣିଷ କେବେହେଲେ ଲୁଚାଇ ପାରିବ ନି ହୁଏ ତ ସେ ଏହାକୁ ଗୁପ୍ତ ରଖି ପାରେ କିନ୍ତୁ ଏହାକୁ ଲୁଚାଇବା ସମ୍ଭବ ହୋଇ ନଥାଏ ।
ଏହା କେବଳ ସେହି ମାନେ କରି ପାରିବେ ଯେଉଁ ମାନେ ନିଜକୁ ନିୟନ୍ତ୍ରଣ କରି ପାରୁଥିବେ । ତେବେ ଆସନ୍ତୁ ଜାଣିବା କି କିଛି ପସନ୍ଦ ଦ୍ଵାରା ଆମେ କିଭଳି ଜାଣି ପାରିବା ଆମ ଭବିଷ୍ୟତ ବିଷୟରେ । ଆସନ୍ତୁ ଜାଣିବା ଆମ କଥା ।
ଆପଣ ଏହି ତିନି ରଙ୍ଗରୁ ଆପଣଙ୍କ ପ୍ରିୟ ରଙ୍ଗ ବାଛନ୍ତୁ ଯଦି ଆପଣ ଏହା ମଧ୍ୟରୁ କାହାକୁ ଭି ବାଛୁ ନାହାଁନ୍ତି ତେବେ ବ୍ୟସ୍ତ ହେବାର କିଛି ନାଇ ଆପଣ ଅଲଗା ରଙ୍ଗକୁ ବୋଧେ ହୁଏ ପସନ୍ଦ କରୁଥିବେ ।
ତେବେ ଆସନ୍ତୁ ଜାଣିବା ପ୍ରଥମ ପ୍ରଜାପତି କୁ ବାଛି ଥିବା ବ୍ୟକ୍ତି ଙ୍କ ଭବିଷ୍ୟତ କିଭଳି ରହିବ – ଆପଣ ଯଦି ନୀଳ ରଙ୍ଗର ପ୍ରଜାପତି କୁ ବାଛିଛନ୍ତି ତେବେ ଆପଣଙ୍କ ଜୀବନରେ ଅନେକ ସମସ୍ଯା ମାନ ଆସିଛି ଯାହାକୁ ଆପଣ ସମାଧାନ କରିବା ପାଇ ଚେଷ୍ଟା କରିବା ମଧ୍ୟରେ ଆପଣ ଏତେ ଅଧିକା ସହନଶୀଳ ମଣିଷ ହୋଇ ଯାଇଛନ୍ତି କି ଆପଣଙ୍କୁ କଷ୍ଟ ମଧ୍ୟ କଷ୍ଟ ଦେଇ ପାରିବନି ।
ଆପଣ ଯେଉଁ କାମକୁ ନେଇ ଚିନ୍ତାରେ ରହୁ ଥିଲେ ତାହା ହେବ କିନ୍ତୁ ତାହା ହେବା ପାଇଁ ସମୟ ଲାଗିବା । ଆପଣ ଏହା ପାଇଁ ବହୁତ ଚିନ୍ତାରେ ରହିବେ । କେବଳ ସେତିକି ନୁହେଁ ଆପଣ ନିଜ ପରିବାର ଓ ଅନ୍ୟ ମାନଙ୍କ ଆଗରେ ଏକ ଗମ୍ଭୀର ସ୍ଵଭାବର ବ୍ୟକ୍ତି ହୋଇ ପାରନ୍ତି କିନ୍ତୁ ଆପଣଙ୍କ ଅଭିଜ୍ଞାତା ଆପଣଙ୍କୁ ଏହି ଭଳି କରି ଦେଇଥିବା ।
ଏହା ଆପଣଙ୍କୁ ଆଗକୁ ଯାଇକି ଅନ୍ୟ କ୍ଷେତ୍ରରେ ମଧ୍ୟ ସାହାଜ୍ଯ କରିବ । ଏହା ପରେ ଆସେ ସବୁଜ ରଙ୍ଗର ପ୍ରଜାପତି ଆପଣ ବହୁତ ବିବେକ ବାନ ଓ ଧରଜ୍ୟବାନ ହୋଇଥାନ୍ତି । ଆପଣଙ୍କ ସ୍ଥାନ ସବୁ ବେଳେ ଉପରେ ଥାଏ । ଆପଣ ଚିଡା ହୋଇ ଥାନ୍ତି । ଆପଣ କ୍ଷୀଣ ରାଗି ମଧ୍ୟ ହୋଇ ଥାନ୍ତି । ଆପଣ ବହୁତ ଖର୍ଚ୍ଚୀ ହୋଇ ଥାନ୍ତି । ଆପଣ ନିଜର ଧନକୁ ସଞ୍ଚୟ କରିବାରେ ଅସମର୍ଥ ହୋଇ ପାରନ୍ତି ।
ଆପଣ କିନ୍ତୁ ଏକ ସମୟରେ ଏତେ ଧନ ପାଇବେ କି ଆପଣ ଅମଧ୍ୟ ନିଜକୁ ବିଶ୍ଵାଶ କରାଇ ପାରିବେନି । ଆପଣ ଯଦି ନାଲି ରଙ୍ଗର ପ୍ରଜାପତି ବାଛି ଛନ୍ତି ତେବେ ଆପଣଙ୍କୁ ଥରେ ଯିଏଭି ଦେଖିଛି ସେ ଆପଣଙ୍କୁ କେବେହେଲେ ଭୁଲି ପାରିବନି ଆପଣ ଖୁବ ସୁନ୍ଦର ମଣିଷ ଅଟନ୍ତି । ଆପଣ ଯାହା ସହ ମିଶନ୍ତି ତା ଭଳି ହୋଇକି ମିଶିବା ପାଇଁ ଭଲ ପାଇ ଥାନ୍ତି । ଆପଣ ନିଜର ନୁହେଁ ବରଂ ସମାନାରେ ଥିବା ଲୋକଙ୍କ ହିସାବରେ କାମ କରିବା ପାଇଁ ଭଲ ପାଇଥାନ୍ତି ।