ବାଛନ୍ତୁ ଗୋଟିଏ ଗୋଲାପ ଫୁଲ ଓ ଜାଣନ୍ତୁ ଆପଣଙ୍କ ଭବିଷ୍ୟତ !

ଏହି ତିନୋଟି ଗୋଲାପ ଫୁଲ ଆପଣଙ୍କ ଜୀବନରେ ବହୁତ ପରିବର୍ତନ ଆଣିବ । ଏହି ତିନୋଟି ଗୋଲାପ ଫୁଲ ମଧ୍ୟରୁ ଗୋଟିଏ ଫୁଲ ବାଛିବେ । ଯଦି ଆପଣ ପ୍ରଥମେ ହଳଦିଆ ରଙ୍ଗର ଫୁଲକୁ ଚୟନ କରିଛନ୍ତି ତ ଆପଣଙ୍କ ଭବିଷ୍ୟତରେ ବହୁ ଅସୁବିଧା ଆସିବ ଯାହାକୁ ସାମ୍ନା କରିବେ ଆର୍ଥିକ ପରିସ୍ଥିତି ଭଲରହିବା ନାହି । ଯାହା ଦ୍ଵାରା ଚିନ୍ତାରେ ମଧ୍ୟ ରହିପାରନ୍ତି । ଯେତେ ଧାନ ଉପାର୍ଜନ କଲେବି ଅଣ୍ଟିବ ନାହି । ଏହି ସମସ୍ୟା ପାଇ ଚିନ୍ତାରେ ରହିବେ ।

ପରିବାରରେ ଭୁତ କଳହ ସୃଷ୍ଟି ହେବ । ହଳଦିଆ ରଙ୍ଗ ଚୟନ କରିଥିବା ବ୍ୟକ୍ତି ଲୋଭୀ ହୋଇନଥାନ୍ତି । ତାଙ୍କ ହୃଦୟ ଆକାଶ ପରି ନିର୍ମଳ ହୋଇଥାଏ । କିଛି ଆର୍ଥିକ ସମସ୍ଯା କାରଣରୁ ବହୁ ବାଧା ଆସିଥାଏ । ସେଥିଲାଗି ସବୁ ଯାନୀ ମଧ୍ୟ ସବୁ ଜାଗାରେ ଚୁପ ରହିଥାନ୍ତି । ସବୁ କ୍ଷେତ୍ରରେ ଆଗକୁ ଯାନ୍ତି କିନ୍ତୁ ଅର୍ଥ ଅଭାବରୁ ସେମାନେ ପଛଘୁଞ୍ଚା ଦିଅନ୍ତି । ଯେଉ ବ୍ୟକ୍ତି ନାଲି ରଙ୍ଗର ଗୋଲାପ ଫୁଲ ଚୟନ କରିଛନ୍ତି । ତ ଏହି ରଙ୍ଗର ଗୋଲାପ ପ୍ରେମର ପ୍ରତୀକ ଅଟେ ।

ପ୍ରେମ କରୁଥିବା ବ୍ୟକ୍ତି ସଫଳ ହେବେ । ଏହି ସ୍ଵଭାବର ବ୍ୟକ୍ତି ଅତି ସୁନ୍ଦର ହୋଇଥାନ୍ତି । ସେମାନେ ସର୍ବଦା ମିଠା କଥା କହିଥାନ୍ତି । ମିଠା କଥା କହି ସମସ୍ତଙ୍କ ମନକୁ ଜିତନ୍ତି । ସମସ୍ତଙ୍କ କଥାକୁ ଗୁରୁତ୍ଵ ଦେଇଥାନ୍ତି । ସବୁ କ୍ଷେତ୍ରରେ ସମସ୍ତଙ୍କୁ ସାହାର୍ଯ୍ୟ କରିଥାନ୍ତି । କିନ୍ତୁ ଏହି ବ୍ୟକ୍ତି ଙ୍କ ଜୀବନରେ ବହୁତ ସମସ୍ଯା ଲାଗି ରହିଥାଏ । ବହୁ ଚିନ୍ତାରେ ଏମାନେ ରହିଥାନ୍ତି । ଏମାନେ ମାନସିକ ଯନ୍ତ୍ରଣା ପାଇଥାନ୍ତି । ଭାଗ୍ୟ ଏମାନଙ୍କ ସହିତ ରହିଥାଏ ତ କେବେ ରହିନଥାଏ ।

କିଛି କରିବାକୁ ଚାହୁଛନ୍ତି ତ କରି ପାରୁନାହାନ୍ତି ।  ଏହି ବ୍ୟକ୍ତି ଅତି ସହଜରେ ସମସ୍ତଙ୍କ ସହ ମିଶିଯାଇଥାନ୍ତି । ଘର ଲୋକ ହେଉ ବା ବାହାର ସମସ୍ତଙ୍କୁ ଆପଣାର କରିନିଅନ୍ତି । ଯାହା ଆଗକୁ ବହୁତ ଅସୁବିଧାରେ ପଡିଥାନ୍ତି । ଯଦି ଆପଣ ପ୍ରଥମେ ସବୁଜ ରଙ୍ଗର ଗୋଲାପ ଫୁଲଟିକୁ ଚୟନ କରିଛନ୍ତି । ତ ଏହି ବ୍ୟକ୍ତି ସବୁ ସମସ୍ୟାକୁ ଅତି ସହଜରେ ସମଧ୍ନ କରିଥାନ୍ତି । ଏହି ସ୍ଵଭାବର ଲୋକଙ୍କ ହୃଦୟ ଅତି ନିର୍ମଳ ହୋଇଥାଏ । ଯାହା କୁହନ୍ତି ସାମ୍ନାରେ କହିଦିଅନ୍ତି ।

ପଛରେ ରାଉ ରାଉ ହୁଅନ୍ତି ନାହି । ଏହି ବ୍ୟକ୍ତି ରଚନାତ୍ମକ ହୋଇଥାନ୍ତି । ନିଜ ଭବିଷ୍ୟତ ବିଷୟରେ ବହୁତ ଭଲ ଭାବରେ ଭାବିଥାନ୍ତି । ସମସ୍ତଙ୍କୁ ସନ୍ନମାନ ଦେଇଥାନ୍ତି । ପରିବାରର ଲୋକଙ୍କୁ ବହୁତ ଭଲ ପାଇଥାନ୍ତି କିନ୍ତୁ ପ୍ରତିବଦଳରେ ସଠିକ ଭଲ ପାଇବା ମିଳିନଥାଏ । ଯାହା ଦ୍ଵାରା ସବୁବେଳେ ଉଦାସ ରହିଥାନ୍ତି । ଚିନ୍ତାରେ ମଧ୍ୟ ରହିଥାନ୍ତି । ଏହି ବ୍ୟକ୍ତିଙ୍କ ଜୀବନ ବହୁତ ସୁଖମୟ ହୋଇଥାଏ । ଯଦି ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥାଏ ତ ଲୟକ,କୋମେଣ୍ଟ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *