ବାଛନ୍ତୁ ଯେ କୌଣସି ଗୋଟେ ରୁଦ୍ରାକ୍ଷ ଆଉ ଜାଣନ୍ତୁ ଶ୍ରାବଣ ମାସରେ କେଉଁ ଖୁସି ଖବର ମିଳିବାକୁ ଯାଉଛି ?

ଶ୍ରାବଣ ମାସଟି ଦେବ ଦେବ ମହାଦେବଙ୍କୁ ସମର୍ପିତ ଅଟେ । ଏହି ମାସରେ ଯେଉଁ ବ୍ୟକ୍ତି ନିଷ୍ଠାର ସହ ମହଦେବଙ୍କର ପୂଜା କରିଲେ ନିଶ୍ଚିନ୍ତ ଭାବେ ଫଳ ପାଇଥାଏ । ତେବେ ବନ୍ଧୁଗଣ ଆପଣଙ୍କୁ ଶ୍ରାବଣ ମାସରେ କେଉଁ ଖୁସି ଖବର ମିଳିବାକୁ ଯାଉଛି କଣ ଆପଣ ଜାଣିବାକୁ ଚାହୁଁଛନ୍ତି । ତେବେ ବାଛନ୍ତୁ ଯେ କୌଣସି ଗୋଟିଏ ରୁଦ୍ରାକ୍ଷ । ଆଉ ଜାଣନ୍ତୁ ଆପଣଙ୍କୁ କେଉଁ ଖୁସି ଖବର ମହାଦେବଙ୍କ କୃପାରୁ ମିଳିବାକୁ ଯାଉଛି । ୧- ପ୍ରଥମ ରୁଦ୍ରାକ୍ଷ : ଯେଉଁ ମାନେ ପ୍ରଥମ ରୁଦ୍ରାକ୍ଷ ଚୁଜ କରିଛନ୍ତି ଶ୍ରାବଣ ମାସରେ ଆପଣ ଯେଉଁ ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ଚେଷ୍ଟା କରୁଛନ୍ତି ତାହା ଆପଣଙ୍କୁ ମିଳିଯିବ ।

ଆପଣଙ୍କ ମନରେ ଯାହା ବି ଯେ କୌଣସି ବିଷୟକୁ ନେଇ ପ୍ରଶ୍ନ ରହିଛି ଏମିତି କଣ ଅଛି କଣ ନାହି ଯାହା ଆପଣଙ୍କୁ ବହୁତ ଦିନରୁ ଚିନ୍ତାରେ ପକାଇଛି ଠାର ଉତ୍ତର ମିଳିବ । ଆପଣଙ୍କୁ ଯେଉଁ କାରଣ ପାଇଁ କଷ୍ଟ ହେଉଛି ସେଥିପାଇଁ ସେହି ସବୁ କଥାରୁ ଦୂରେଇ ରୁହନ୍ତୁ । କ୍ଯାରିୟର ସହ ଜଡିତ ଆପଣଙ୍କୁ ବହୁତ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ ।

ନୂଆ ନୂଆ ଆଇଡିୟା ଆପଣଙ୍କ ମୁଣ୍ଡ ରେ ଆସିବା ସହ ନୂଆ ନୂଆ ଯୋଜନା ମଧ୍ୟ କରିବେ । ଆପଣଙ୍କ ଲାଇଫ ସେଟ ହେବାକୁ ଯାଉଛି ଏହି ଶ୍ରାବଣ ମାସରେ ଯାହା ବହୁତ ବଡ ଖବର ରହିବ ଆପଣଙ୍କ ପାଇଁ । ଟ୍ରାନ୍ସଫର ବା ବେତନରେ ବୃଦ୍ଧି ହେବାର ଖୁସି ଖବର ମିଳିପାରେ । ଉଚ ଶିକ୍ଷା ପାଇଁ ପ୍ରୟାସ କରିଥିଲେ ନିଶ୍ଚୟ ଖୁସି ଖବର ପାଇବେ । ଆପଣଙ୍କ ଦ୍ଵାରା କରାଯାଇଥିବା ଯୋଜନାରେ କମି ଆସିପାରେ ।

ଯାହା ବି କାମ କରିଛନ୍ତି ସେଥିରେ ବେହତର କରିବାକୁ ଚେଷ୍ଟା କରନ୍ତୁ । ଯେତେ ସମ୍ଭବ ଆପଣ ନିଜକୁ ସାନ୍ତ ରଖି କାମ କରିବେ ସେତିକି ସହଜରେ ସବୁ କାମ ପୂରଣ ହେବ । ଆପଣ ନିଜର ବିଚାର ଅନୁଯାୟୀ କାମ କରିଲେ ଜୀବନରେ ସଫଳତା ପାଇବେ । ସର୍ବଦା ପଜେଟିଭ ଚିନ୍ତା କରନ୍ତୁ ।

୨- ଦ୍ଵିତୀୟ ରୁଦ୍ରାକ୍ଷ : ଯଦି ଆପଣ ଦ୍ଵିତୀୟ ରୁଦ୍ରାକ୍ଷ ଚୁଜ କରିଛନ୍ତି ତେବେ ଯଦି ଆପଣ ନିଜକୁ ଅଧିକ ସାହସୀ ବା ଈର୍ଷା ଅରୁଛନ୍ତି ତେବେ ଲୋକ ମାନେ ଆପଣଙ୍କୁ ଭୁଲ ବୁଝୁଛନ୍ତି । ଅହଂକାର ରେ ଆପଣ ଯେଉଁ ନିସ୍ପତି ନେଇଥାନ୍ତି ସେଥିପାଇଁ ଆପଣଙ୍କର କ୍ଷତି ହେଉଛି । ଅନେକ ସମୟରେ ଆପଣ ମୁହଁରୁ ଅପଶବ୍ଦ ବାହାରି ଯାଉଛି ଯାହା ପାଇଁ ଆପଣଙ୍କ କାମରେ ବାଧା ଆସୁଛି ।

ତରବର ହୋଇ କୌଣସି ନିସ୍ପତି ନିଅନ୍ତୁ ନାହି । ତେଣୁ ଭାବି ଚିନ୍ତି ବିଚାର କରନ୍ତୁ । ଏହି ଶ୍ରାବଣ ମାସରେ ଆପଣଙ୍କୁ ବେପାର ଓ ଚାକିରି କ୍ଷେତ୍ରରେ ବଡ ଖୁସି ଖବର ମିଳିପାରେ । କାହା ସହ କଥା ହେବା ପୂର୍ବରୁ ତାଙ୍କର ମାନସିକ ସ୍ଥିତି କଣ ରହିଛି ତାହା ଜାଣିବାକୁ ଚେଷ୍ଟା କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *