ବାଛନ୍ତୁ ଯେ କୌଣସି ଗୋଟିଏ ନମ୍ବର ଓ ଜାଣନ୍ତୁ ଆପଣଙ୍କ ଜୀବନରେ କଣ ଅଭାବ ରହିଛି ? Love Quiz

ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ଏକ ଇନ୍ତ୍ରେଷ୍ଟିଙ୍ଗ କୁଇଜ ଗେମ ନେଇ କରି ଆସିଛୁ । ଏହି ଗେମ ଅନୁଯାୟୀ ଆପଣଙ୍କୁ କିଛି ନମ୍ବର ଦିଆଯିବ । ଏଥି ମଧ୍ୟରୁ ଆପଣଙ୍କୁ ଯେ କୌଣସି ଗୋଟିଏ ନମ୍ବର ଚୟନ କରିବାକୁ ହେବ । ଏଥିପାଇଁ ଆପାଙ୍କୁ ମାତ୍ର ୫ ସେକେଣ୍ଡ ସମୟ ମିଳିବ । ଦେଖିବା ଆପଣ ଚୁଜ କରିଥିବା ନମ୍ବର ରେ ଆପଣଙ୍କ ଜୀବନରେ କେଉଁ ଅଭାବ ରହିଛି । ତେବେ କଣ ଆପଣ ନମ୍ବର ଚୁଜ କରି ନେଲେ । ତେବେ ଜବାବ ଜାଣିବା ପାଇଁ ଆପଣ ରେଡି ଅଛନ୍ତି ଆସନ୍ତୁ ଆରମ୍ଭ କରିବା ।

ନମ୍ବର ୧ : ଯଦି ଆପଣ ପ୍ରଥମ ନମ୍ବର ଚୟନ କରିଛନ୍ତି ତେବେ ଆପଣଙ୍କ ଜୀବନରେ ବନ୍ଧୁତା ର ଅଭାବ ରହିଛି । ଆପଣ ନିଜ ଜୀବନରେ ସଚ୍ଚା ବନ୍ଧୁ ର ଅଭାବ ଅନୁଭବ କରୁଛନ୍ତି ଯିଏ ଆପଣଙ୍କୁ ଜୀବନରେ ଖୁସି ଦେଇପାରେ ।

ନମ୍ବର ୨ : ଯଦି ଆପଣ ଦ୍ଵିତୀୟ ନମ୍ବର ଚୟନ କରିଛନ୍ତି ତେବେ ଆପଣଙ୍କ ଜୀବନରେ ପ୍ରେମିକ ବା ପ୍ରେମିକା ର ଅଭାବ ରହିଛି । ଆପଣ ନିଜ ଜୀବନରେ ଗୋଟେ ସଚ୍ଚା ପ୍ରେମର ଅପେକ୍ଷା ରେ ଅଛନ୍ତି ।

ନମ୍ବର ୩ : ଯଦି ଆପଣ ତୃତୀୟ ନମ୍ବର ଚୟନ କରିଛନ୍ତି ତେବେ ଆପଣଙ୍କ ଜୀବନରେ ସଚ୍ଚା ପ୍ରେମର ଅଭାବ ରହିଛି । ଆପଣ ନିଜ ଜୀବନରେ ସଚ୍ଚା ପ୍ରେମିକୁ ଖୋଜୁଛନ୍ତି ।

ନମ୍ବର ୪ : ଯଦି ଆପଣ ଚତୁର୍ଥ ନମ୍ବର ଚୟନ କରିଛନ୍ତି ତେବେ ଆପଣଙ୍କ ଜୀବନରେ ବିଶ୍ଵାସ ର ଅଭାବ ରହିଛି । ଆପଣ ସର୍ବଦା ନିଜ ଉପରେ ବିଶ୍ଵାସ ରଖି ଆଗକୁ ବଢନ୍ତୁ ।

ନମ୍ବର ୫ : ଯଦି ଆପଣ ପଞ୍ଚମ ନମ୍ବର ଚୟନ କରିଛନ୍ତି ତେବେ ଆପଣଙ୍କ ଜୀବନରେ କାହାର ସାଥ ର ଅଭାବ ରହିଛି । ଆପଣ ନିଜ ଜୀବନରେ କୌଣସି ଖାସ ବ୍ୟକ୍ତିଙ୍କର ସାଥ ଅନୁଭବ କରୁଛନ୍ତି ।

ନମ୍ବର ୬ : ଯଦି ଆପଣ ଷଷ୍ଠ ନମ୍ବର ଚୟନ କରିଛନ୍ତି ତେବେ ଆପଣଙ୍କ ଜୀବନରେ ଖୁସି ର ଅଭାବ ରହିଛି । ଅପାନଙ୍କ ଜୀବନରେ ଖୁସି ଆସୁ ଏତିକି ଆପଣଙ୍କର କାମନା ରହିଛି ।

ନମ୍ବର ୭ : ଯଦି ଆପଣ ସପ୍ତମ ନମ୍ବର ଚୟନ କରିଛନ୍ତି ତେବେ ଆପଣଙ୍କ ଜୀବନରେ ଜୀବନ ସାଥି ବା ଲାଇଫ ପାର୍ଟନର ଙ୍କ ଅଭାବ ରହିଛି ।

ନମ୍ବର ୮ : ଯଦି ଆପଣ ଅଷ୍ଟମ ନମ୍ବର ଚୟନ କରିଛନ୍ତି ତେବେ ଆପଣଙ୍କ ଜୀବନରେ ପଇସାର ଅଭାବ ରହିଛି । ଆପଣ ନିଜ ଜୀବନରେ ବହୁତ ସାରା ଟଙ୍କା ପାଇବାକୁ ଇଚ୍ଛା କରୁଛନ୍ତି ।

ନମ୍ବର ୯ : ଯଦି ଆପଣ ନବମ ନମ୍ବର ଚୟନ କରିଛନ୍ତି ତେବେ ଆପଣଙ୍କ ଜୀବନରେ ଧର୍ଯ୍ୟ ର ଅଭାବ ରହିଛି । ଅପାନ ଧର୍ଯ୍ୟ ରଖି ସବୁ କାର୍ଯ୍ୟ କରନ୍ତୁ ଦେଖିବେ ସଫଳତା ମିଳିବ ।

ନମ୍ବର ୧୦- ଯଦି ଆପଣ ଦଶମ ନମ୍ବର ଚୟନ କରିଛନ୍ତି ତେବେ ଆପଣଙ୍କ ଜୀବନରେ ସଫଳତାର ଅଭାବ ରହିଛି । ଆପଣ ଜୀବନରେ ସଫଳତା ପାଇବାକୁ ପ୍ରୟାସ ଜାରି ରଖନ୍ତୁ ।

ବନ୍ଧୁଗଣ ଆପଣଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *