ବନ୍ଧୁଗଣ ଆମର ଭବିଷ୍ୟତ ଜାଣିବାକୁ ଆମ ସମସ୍ତଙ୍କର ଆଗ୍ରହ ଅଛି ଯାହାକୁ ଆମେ ଜ୍ଯୋତିଷ ଶାସ୍ତ୍ରରେ ଏକ ସମାଧାନ ଖୋଜିଥାଉ । କିନ୍ତୁ ସାଂପ୍ରତିକ ସମୟରେ ଜ୍ଯୋତିଷ ଶାସ୍ତ୍ରର ଅପେକ୍ଷା ଭବିଷ୍ୟତକୁ ଜଲ୍ଦି ଜାଣିବାର ଏକ ପଦ୍ଧତି ଅଧିକ ଲୋକପ୍ରିୟ ହେଉଛି ଟାର୍ଟୋ କାର୍ଡ । ଏହି କାର୍ଡ ଭବିଷ୍ୟତର ଉପାୟ ଜ୍ଯୋତିଷ ଶାସ୍ତ୍ରରେ ହାତ ରେଖା କିମ୍ବା ରାଶିଫଳ ମାଧ୍ୟମରେ ଜଣାଶୁଣା । ଏହାରି ମାଧ୍ୟମରେ ଆମେ ସମସ୍ତେ ଆମ ଯିବାର ରହସ୍ୟ ସମାଧାନ କରିପାରିବା । ଆଜି ଆମେ ଟାର୍ଟୋ କାର୍ଡ ମାଧ୍ୟମରେ ଜାଣିବା ପାଇଁ ଏପରି କିଛି ସୁଯୋଗ ଆଣିଛୁ । ଏଥିପାଇଁ ଆପଣଙ୍କୁ ୩ଟି ନମ୍ବର ମଧ୍ୟରୁ କୌଣସି ଗୋଟିଏକୁ ବାଛନ୍ତୁ ଓ ଜାଣନ୍ତୁ କେଉଁ ଖୁସି ଖବର ଆପଣଙ୍କୁ ମିଳିବାକୁ ଯାଉଛି ।
୧- ଯଦି ଆପଣ ୯୯୯ ନମ୍ବର ବାଛିଛନ୍ତି ତେବେ ଆପଣ ଯେଉଁ କମ କରୁଛନ୍ତି ସେଥିପାଇଁ ଆପଣଙ୍କୁ ଗାଇଡ ଦରକାର । ଆପଣଙ୍କୁ ଯାହା ବି ଫଳାଫଳ ମିଳିବ ତାହା ଠିକ ହେବ । ଆଗାମୀ ସମୟରେ ସଫଳତା ପାଇଁ ଆପଣଙ୍କୁ ଧର୍ଯ୍ୟ ଧରିବାକୁ ହେବ । ଆଗାମୀ ସମୟରେ ଆପଣ ନିଜର ଭୁଲ ବୁଝିପାରିବେ । ଏହି ଫଳାଫଳ ଆପଣ ଖୁସି ବା ନିରାଶ ହୋଇପାରନ୍ତି । ଆପଣ ଅନେକ ଗୁଣା କାମରେ ଫୋକସ କରିପାରିବେ । ରେଜଲଟ ଯାହା ବି ହୋଇଥାଉ ନା କାହିଁକି ଆପଣ ଖୁସିରେ ରହିବାକୁ ଚେଷ୍ଟା କରନ୍ତୁ ।
୨- ଯଦି ଆପଣ ୦୦୦ ନମ୍ବର ଚୁଜ କରିଛନ୍ତି ଆପଣଙ୍କୁ ଖୁସି ଖବର ମିଳିଆବ ଏକ ସପ୍ତାହ, ଏକ ମାସ ବା ଏକ ବର୍ଷ ଲାଗିପାରେ । ଆପଣଙ୍କ ଜୀବନରେ ଏବେ ଯାହା ଚାଲିଛି ତାହା ସଂଘର୍ଷମୟ ଚାଲିଛି । ଆପଣଙ୍କ ଜୀବନର ଯାହା ସ୍ଥିତି ରହିଛି ଠିକ ନାହି । ଆପଣ କିଛି ଜିନିଷରୁ ମୁଭ ଅନ କରିପାରନ୍ତି । ଅପାନ କିଛି ନୂଆ କାମ ଆରମ୍ଭ କରିପାରିବେ । ପଇସା ଓ କ୍ଯାରିୟରକୁ ନେଇ ସମୟ ଭଲ ରହିଛି । ଏମିତି କିଛି ଜିନିଷ ଅଛନ୍ତି ଅଜହକୁ ନେଇ ଆପଣ ଅଧିକ ଚିନ୍ତା କରୁଛନ୍ତି ଆଉ ଜୀବନରେ ଆଗକୁ ବଢିପାରୁ ନାହାନ୍ତି । ଆପଣ ଭାବୁଛନ୍ତି କିଛି ଭଲ ହେବା ପାଇଁ କିନ୍ତୁ ସମୟର ଅପେକ୍ଷା କରନ୍ତୁ ।
୩- ଯଦି ଆପଣ ୧୧୧ ନମ୍ବର ଚୁଜ କରିଛନ୍ତି ଆପଣଙ୍କ ଜୀବନରେ ସଫଳତାର ସମୟ ଆସିବାକୁ ଯାଉଛି । ଆପଣ ବହୁତ ଜଲ୍ଦି ଖୁସି ଖବର ମିଳିବାକୁ ଯାଉଛି । ଧନ ଜନିତ ସମସ୍ଯା ଦୂର ହେବ । କ୍ୟାରିୟର ବହୁତ ଭଲ ରହିବ । ଏମିତି ସମୟ ଆସୁଛି ଯାହା ଆପଣ ଦୀର୍ଘ ଦିନରୁ ଅପେକ୍ଷା କରି ରହିଛନ୍ତି । ଆପଣ ନିଜର ବୁଦ୍ଧିର ପ୍ରୟୋଗ କରନ୍ତୁ । ଆପଣଙ୍କ ପାଇଁ ବହୁତ ଭଲ କାର୍ଡ ରହିଛି ।
ଯଦି ଆପଣ କୌଣସି କାରଣ ପାଇଁ ନିରାଶ ଅଛନ୍ତି ତେବେ ସେଥିରୁ କିଛି ଶିକ୍ଷା କରନ୍ତୁ । କାରଣ ଆଗାମୀ ସମୟରେ ଆପଣଙ୍କୁ ବହୁତ ବଡ ବଡ ଖୁସି ଖବର ମିଳିବାକୁ ଯାଉଛି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।