ବାଛନ୍ତୁ ଯେ କୌଣସି ଗୋଟିଏ Heart ଆଉ ଜାଣନ୍ତୁ ଆପଣଙ୍କ Loverଙ୍କ ବିଷୟରେ ବଡ ରାଜ- Love Quiz

ଆପଣଙ୍କ ଲଭର ଙ୍କ ହୃଦୟ ଭିତରୁ କେମିତି କଣ ଆପଣ ଜାଣିବାକୁ ଚହୁଁଛନ୍ତି କି ? ତେବେ ଏଥିପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ ୫ଟି ରଙ୍ଗର ହାର୍ଟ ର ଚିତ୍ର ନେଇ ଆସିଛୁ । ଏଥି ମଧ୍ୟରୁ ଆପଣ ମାନେ ୫ଟି ହାର୍ଟ ର ଚିତ୍ର ମଧ୍ୟ ରୁ ଯେ କୌଣସି ଗୋଟିଆ ହାର୍ଟ ଚୟନ କରନ୍ତୁ । ଆଉ ଏହି ହାର୍ଟ ମାଧ୍ୟମରେ ଆପଣ ଜାଣି ପାରିବେ ଆପଣଙ୍କ ଲଭର ଙ୍କ ହୃଦୟ ରୁ କେଉଁ ଭଳି ମଣିଷ ଅଟନ୍ତି । ତେବେ ଆସନ୍ତୁ ଆରମ୍ଭ କରିବା ଏହି ମଜାଦାର ଓ ରୋମାଞ୍ଚକର ଲଭ କୁଇଜ ଗେମ ।

୧- ପ୍ରଥମ ହାର୍ଟ : ଯଦି ଆପଣ ପ୍ରଥମ ହାର୍ଟ ଚୟନ କରିଛନ୍ତି ତେବେ ଆପଣଙ୍କ ଲଭର ଙ୍କ ମନରେ ଅନ୍ୟ ମାନଙ୍କୁ ସାହାଜ୍ଯ କରିବା ଭଳି ସୁଚିନ୍ତାଧାରା ରହିଛି । ଆପଣଙ୍କ ଲଭର ସାହାଜ୍ଯ କରିବା ପାଇଁ ଅନ୍ୟ ମାନଙ୍କୁ ସାହାଯ୍ୟରେ ହାତ ବଢାଇଥାନ୍ତି । ଯାହା ସେମାନଙ୍କର ପର୍ଶନାଲିଟି କୁ ବେଶ ସୂଟ କରିଥାଏ ।

୨- ଦ୍ଵିତୀୟ ହାର୍ଟ : ଯଦି ଆପଣ ଦ୍ଵିତୀୟ ହାର୍ଟ ଚୟନ କରିଛନ୍ତି ତେବେ ଆପଣଙ୍କ ଲଭର ଟିକେ ନଟଖଟ ସ୍ଵଭାବର ବ୍ୟକ୍ତି ଅଟନ୍ତି । ଆପଣଙ୍କ ଲଭର ଜଣେ ମଜାଳିଆ ବ୍ୟକ୍ତି ଅଟନ୍ତି । ଯିଏ ସମସ୍ତଙ୍କ ସହ ବହୁତ ସହଜରେ ମିଶି ଯାଇଥାନ୍ତି । ତାଙ୍କର ଏଭଳି ସ୍ଵଭାବ ପାଇଁ ସେ ସବୁ ଆଡେ ପ୍ରଶଂସାର ପାତ୍ର ହୋଇଥାନ୍ତି ।

୩- ତୃତୀୟ ହାର୍ଟ : ଯଦି ଆପଣ ତୃତୀୟ ହାର୍ଟ ଚୟନ କରିଛନ୍ତି ତେବେ ତେବେ ଆପଣଙ୍କ ଲଭର ଙ୍କ ମନରେ ବହୁତ ସାରା ରୋମାନ୍ସ ରେ ଭରି ହୋଇ ଅଛି । ଆପଣଙ୍କ ଲଭର ଆପଣଙ୍କ ସହ ରୋମାନ୍ସ ଭରା ସମୟ ବ୍ଯତୀତ କରିବାକୁ ପସନ୍ଦ କରିଥାନ୍ତି । ଯାହା ଆପଣଙ୍କର ପ୍ରେମ ସମ୍ପର୍କ କୁ ଆହୁରି ମଜୁତ କରି ପାରିବ ।

୪- ଚତୁର୍ଥ ହାର୍ଟ : ଯଦି ଆପଣ ଚତୁର୍ଥ ହାର୍ଟ ଚୟନ କରିଛନ୍ତି ତେବେ ଆପଣଙ୍କ ଲଭର ବହୁତ ଇମୋସନାଲ ଅଟନ୍ତି । ଆପଣଙ୍କ ଲଭର ଛୋଟ ଛୋଟ କଥା ରେ ବହୁତ ଇମୋସନାଲ ହୋଇ ଯାଇଥାନ୍ତି । ଯାହା ପାଇଁ ସେ ଅନେକ କ୍ଷେତ୍ର ରେ ସଫଳ ପାଇବାରେ ପଛରେ ରହିଥାନ୍ତି । କିନ୍ତୁ ସେ ଆପଣଙ୍କ ପାଇଁ ଯେତେ ଇମୋସନାଲ ହେଲେ ମଧ୍ୟ ଆପଣଙ୍କୁ ବହୁତ ଭଲ ପାଇଥାନ୍ତି ।

୫- ପଞ୍ଚମ ହାର୍ଟ : ଯଦି ଆପଣ ପଞ୍ଚମ ହାର୍ଟ ଚୟନ କରିଛନ୍ତି ତେବେ ଆପଣଙ୍କ ଲଭର ଙ୍କ ମନରେ କେବଳ ପ୍ରେମ ହିଁ ପ୍ରେମ ଭରପୁର ରହିଛି ଆପଣଙ୍କ ପାଇଁ । ଆପଣଙ୍କ ପାଇଁ ଆପଣଙ୍କ ଲଭର ଙ୍କ ମନରେ ବହୁତ ଭଲ ପାଇବା ରହିଛି । ସେ ଆପଣଙ୍କୁ ନିଜ ଜୀବନ ଠାରୁ ବି ଭଲ ପାଇଥାନ୍ତି । ଆପଣଙ୍କ ଖୁସି ପାଇଁ ଆପଣଙ୍କ ଲାଭର କିଛି ବି କରିବାକୁ ରେଡି ରହିଥାନ୍ତି ।

ତେବେ ଆପଣ ମାନଙ୍କୁ ଆମର ଏହି କୁଇଜ ଗେମ ବହୁତ ମଜା ଲାଗିଥିବା ଆମେ ଆଶା କରୁଛୁ । ଆପଣ ନିଜ ଲଭର ଙ୍କ ବିଷୟରେ ଜାଣିବା ପାଇଁ ଯେ କୌଣସି ହାର୍ଟ ଚୟନ କରନ୍ତୁ ଆଉ ଜାଣନ୍ତୁ ସେ ମଣିଷ ହିସାବରେ କେମିତି ଅଟନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ସାଙ୍ଗ ମାନଙ୍କ ସହ ସେୟାର କରନ୍ତୁ । ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *