ବାଛନ୍ତୁ କୌଣସି ଏକ ଆକୃତି ଓ ଜାଣନ୍ତୁ ନିଜର ସମସ୍ୟା ଓ ତାର ସମାଧାନ- Psychological Test

ପ୍ରତେକ ମଣିଷ ଠାରେ କିଛି ପ୍ରକୃତି ଲୁଚି ରହିଥାଏ । ଯାହାକୁ ଚିହ୍ନ ରୂପରେ ଦେଖାଯାଇଥାଏ । ଏହି ଚିହ୍ନ ଅଧାରେ ମଣିଷ ଜୀବନର ବର୍ତ୍ତମାନ ଓ ଭବିଷ୍ଯତରେ ହେବାକୁ ଥିବା ସାଙ୍କେତିକ ଅର୍ଥ ବୁଝିପାରିବ । ଆପଣ ଏମାନେ ବାଛନ୍ତି ଯେ କୌଣସି ଗୋଟିଏ ଚିହ୍ନ ଯାହା ଆପଣଙ୍କୁ କହିବ ଆପଣଙ୍କର ବର୍ତ୍ତମାନରେ ଚାଲୁଥିବା ସମସ୍ୟା ସହ ଏହାର ସମାଧାନ କହିବ । ୧- ଚନ୍ଦ୍ରମା : ଚନ୍ଦ୍ରମାର ପ୍ରଭାବ ଭାବନା ସହ ଜଡିତ ହୋଇଥାଏ । ଏହା ବ୍ୟକ୍ତିକୁ ରହସ୍ୟମୟ କରିଥାଏ । ଆପଣ ଚନ୍ଦ୍ରମା ଚିହ୍ନ ଚୁଜ କରିଥିଲେ ଆପଣ କୌଣସି ବିବାଦରେ ଅଛନ୍ତି ।

ଆପଣଙ୍କ ମନରେ କିଛି ଏମିତି କଥା ଯାହାକୁ ନେଇ ଆପଣ ଚିନ୍ତାରେ ଅଛନ୍ତି । ଆପଣଙ୍କୁ ଏହାର କାରଣ ଜାଣିବାକୁ ହେବ । କାହା ପ୍ରତି ଈର୍ଷା ଭାବ ବା କାମକୁ ନେଇ ଅଧିକ ଚିନ୍ତା ହୋଇପାରେ । ଆପଣଙ୍କୁ ଶାନ୍ତିର ଆବଶ୍ୟକତା ରହିଛି ତେଣୁ ସତ୍ୟକୁ ଆପଣନ୍ତୁ । ରହସ୍ୟରୁ ବାହାରି ହୃଦୟର କଥା କାହାକୁ କହିଲେ ଆପଣଙ୍କୁ ଶାନ୍ତି ମିଳିବ ।

୨- ଚାବି : ଆଧ୍ୟତ୍ମରେ ଚାବିକୁ ପଥ ପ୍ରଦର୍ଶକ ଭାବେ ଦେଖାଯାଏ । ଚାବି ମଣିଷ ଜୀବନର ବିଶ୍ଵାସ ବିଷୟାରେ କହିଥାଏ । ଯଦି ଆପଣ ଚାବି ଚିହ୍ନ ଚୟନ କରିଛନ୍ତି ତେବେ ଆପଣଙ୍କ ମନରେ ଚାଲିଥିବା କୌଣସି ପ୍ରଶ୍ନର ଉତ୍ତର ଆପଣ ଜାଣିବାକୁ ଚେଷ୍ଟା କରୁଛନ୍ତି । ଆପଣଙ୍କ ମନରେ ଏତେ ପ୍ରଶ୍ନ ରହିଛି ଯାହାର ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ବିଫଳ ହେଉଛନ୍ତି ।

୩- ସିଂହ : ସିଂହ ସୌରର ପ୍ରତୀକ ଅଟେ । ବୈଦିକ ଜ୍ଯୋତିଷରେ ସିଂହକୁ ସୂର୍ଯ୍ୟର ପ୍ରତୀକ କୁହାଯାଏ । ଏହାକୁ ବାଛିବାର ଅର୍ଥ ହେଉଛି ଭାଗ୍ୟ ସହ ଆପୋଷ ବୁଝାମଣା କରିବାର ଆପଣଙ୍କୁ ଜରୁରତ ରହିଛି । ଆପଣ ବର୍ତ୍ତମାନ ଯେଉଁ ରାସ୍ତାରେ ଚାଲୁଛନ୍ତି ତାହାକୁ ନେଇ କିଛି ସଂକେତ ମଧ୍ୟ ମିଳୁଛି । ହୋଇପାରେ ଆପଣ ଯେଉଁ ରାସ୍ତାରେ ଚାଲୁଛନ୍ତି ସେଥିରେ ସୁଧାର କରିବାର ଆବଶ୍ୟକତା ରହିଛି । ଶକ୍ତିର ପ୍ରତୀକ ସିଂହ ହୋଇଥିବାରୁ ଏହା ଆପଣଙ୍କ ଉପରେ ଭାରି ପଡିବାର ଦ୍ରୁଶ୍ଯ ହେଉଛି ।

୪- ସମୟ ଘଡି : ଏହା ବଦଳୁଥିବା ସମୟର ପ୍ରତୀକ ଅଟେ । ଏହା ସୂଚନା ଦେଇଥାଏ ସମୟ କ୍ରମେ ସବୁକିଛି ବଦଳିଥାଏ । ଏହାର ବାଛିବାର ଅର୍ଥ ହେଉଛି ସେହି ମାନସିକ ଅବସ୍ଥାକୁ ଦର୍ଶାଇଥାଏ ଆପଣ ନିଜକୁ କୌଣସି ସ୍ଥିତିରେ ଫସିବାର ପାଇଥାନ୍ତି । ଏହା ଆପଣଙ୍କର ଚିନ୍ତା ହୋଇପାରେ ବା ଅତୀତର କୌଣସି କଡା ସତ୍ୟ ହୋଇପାରେ । ଜୀବନରେ ସବୁକିଛି ବଦଳି ରହିଥାଏ ଯାହା ଆପଣଙ୍କୁ ଜାଣିବା ଦରକାର ।

୫- ପଞ୍ଚମ ଚିହ୍ନ : ଏହାକୁ ନେଗେଟିଭ ଶକ୍ତିର ପ୍ରତୀକ ଅଟେ । ଆପଣଙ୍କ ଠାରେ ନେଗେଟିଭ ଶକ୍ତି ବା ଚିନ୍ତାରେ ପଡି ଯାଇଛନ୍ତି । ଆପଣ ଏଥିରୁ ବାହାରିବା ପାଇଁ ବ୍ଯାକୁଳ ହେଉଛନ୍ତି । ଅଚାନକ ଆପଣଙ୍କ ଜୀବନରେ ପରିବର୍ତ୍ତନ ଆସୁଛି । ଏହାର ଅର୍ଥ ଆପଣ କୌଣସି ସ୍ଥିତିରେ ପଡିଲେ ବି ଅପାନଙ୍କ ନିସ୍ପତି ଉପରେ ନିର୍ଭର କରିଥାଏ । ଆପଣ ନିଜର କମଜୋରିକୁ କାବୁ କରିବା ପାଇଁ ଇଚ୍ଛା ଶକ୍ତିକୁ ଦୃଢ କରନ୍ତୁ । ନିଜର ଭୁଲ ପାଇଁ କ୍ଷମା କରିବା ବି ଶିଖନ୍ତୁ । ବନ୍ଧୁଗଣ ଆପଣଙ୍କର ମତାମତ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *