ବାଛନ୍ତୁ କୌଣସି ଗୋଟେ ହାର୍ଟ ଓ ଜାଣନ୍ତୁ ଆସନ୍ତା କାଲି ଆପଣଙ୍କୁ କଣ ମିଳିବ ? Love Test

ହାଏ ହେଲୋ ସାଙ୍ଗ ମାନେ କେମିତି ଅଛନ୍ତି ଆଶା କରୁଛୁ ଆପଣ ବହୁତ ମଜା ମସ୍ତି କରି ସମୟ ଅତିବାହିତ କରୁଥିବେ । ତେବେ ଆଜି ଆମେ ଆପଣଙ୍କ ପାଇଁ ଏକ ବହୁତ ସୁନ୍ଦର ବିଷୟ ବସ୍ତୁ ନେଇ କରି ଆସିଛୁ । ତେବେ ଆମର ବିଷୟ ବସ୍ତୁ ରହିଛି ଆସନ୍ତା କାଲି ଆପଣଙ୍କୁ ଆପଣଙ୍କ ଜୀବନରେ କଣ ମିଳିବାକୁ ଯାଉଛି । ଏଥିପାଇଁ ଆପଣଙ୍କୁ ଆମେ ଦେଇଥିବା ୫ଟି ହାର୍ଟ ଚିତ୍ର ମଧ୍ୟ ରୁ ଯେ କୌଣସି ଗୋଟିଏ ହାର୍ଟ ଚୟନ କରିବାକୁ ପଡିବ । ତେବେ କଣ ଆପଣ ମାନେ ଚୁଜ କରି ନେଲେ ତେବେ ଜବାବ ଜାଣିବା ପାଇଁ ଆମ ରେଡି ଅଛନ୍ତି । ତେବେ ଆଉ ଡେରି ନ କରି ଆସନ୍ତୁ ଆରମ୍ଭ କରିବା ।

୧- ପ୍ରଥମ ହାର୍ଟ : ଯଦି ଆପଣ ପ୍ରଥମ ହାର୍ଟ ଚୟନ କରିଛନ୍ତି ତେବେ ଆସନ୍ତା କାଲି ଆପଣଙ୍କୁ ଆପଣଙ୍କର ପ୍ରେମୀ ଙ୍କ ଫୋନ ବା କଲ ଆସିବାର ଅଛି । ଆପଣଙ୍କ ଲଭର ଆପଣଙ୍କୁ ଫୋନ କରିବେ ଆପଣ ତାଙ୍କ ସହ ଢେର ସାରା କଥା ହେବେ ଯାହାର ଅପେକ୍ଷା ରେ ଆପଣ ଅନେକ ଦିନରୁ ରହିଥିଲେ ।

୨- ଦ୍ଵିତୀୟ ହାର୍ଟ : ଯଦି ଆପଣ ଦ୍ଵିତୀୟ ହାର୍ଟ ଚୟନ କରିଛନ୍ତି ତେବେ ଆସନ୍ତା କାଲି ଆପଣଙ୍କୁ ଆପଣଙ୍କର ବନ୍ଧୁ ମିଳିବେ ଯାହାଙ୍କ ସହ ଆପଣ ପୁରା ଦିନ ଏଞ୍ଜୋଏ କରିବେ । ଆପଣ ନିଜ ମିତ୍ର ଙ୍କ ସହ ବହୁତ ସାରା ମସ୍ତି କରିବେ ତାଙ୍କ ସହ ସମୟ ବ୍ଯତୀତ କରିବାର ସୁଯୋଗ ପାଇବେ ।

୩- ତୃତୀୟ ହାର୍ଟ : ଯଦି ଆପଣ ତୃତୀୟ ହାର୍ଟ ଚୟନ କରିଛନ୍ତି ତେବେ ଆପଣଙ୍କୁ ଆସନ୍ତା କାଲି ଏମିତି କିଛି ଜିନିଷ ମିଳିବ ଯାହାକୁ ଆପଣ ସବୁବେଳେ ପାଇବାକୁ ଇଚ୍ଛା କରୁଥିଲେ । ଆପଣଙ୍କୁ ସେହି ଜିନିଷ ମିଳିଯିବ ଯାହାର ଇଚ୍ଛା ଆପଣ କାହିଁ କେତେ ଦିନ ହେବ ଅପେକ୍ଷାରେ ରହିଥିଲେ ଯାହାକୁ ପାଇ ଆପଣ ବହୁତ ଖୁସି ଅନୁଭବ କରିବେ ।

୪- ଚତୁର୍ଥ ହାର୍ଟ : ଯଦି ଆପଣ ଚତୁର୍ଥ ହାର୍ଟ ଚୁଜ କରିଛନ୍ତି ତେବେ ଆପଣଙ୍କୁ ଆସନ୍ତା କାଲି ସେହି ମଣିଷ ଟି ମିଳିବ ଯାହାକୁ ଆପଣ ହୃଦୟ ରୁ ଭଲ ପାଉଛନ୍ତି । ସେ ମଣିଷ ଟି ଆପଣଙ୍କର ସଚ୍ଚା ପ୍ରେମୀ ବା ପ୍ରେମିକା ହୋଇଥିବେ । ତାଙ୍କୁ ପାଇ ଆପଣ ବି ଖୁସି ହେବେ ।

୫- ପଞ୍ଚମ ହାର୍ଟ : ଯଦି ଆପଣ ପଞ୍ଚମ ହାର୍ଟ ଚୁଜ କରିଛନ୍ତି ତେବେ ଆସନ୍ତା କାଲି ଆପଣଙ୍କୁ ଆପଣଙ୍କ ଜୀବନରେ ସୁଖ ଭରା ମୂହୁର୍ତ୍ତ ମିଳିବ ଯାହାକୁ ଆପଣ ପାଇ କି ବହୁତ ଖୁସି ହୋଇଯିବେ । ଆପଣଙ୍କୁ ଏହି ମୂହୁର୍ତ୍ତ ସାରା ଜୀବନ ନିଶ୍ଚୟ ମନେ ରହିବ ବୋଲି ଆଶା କରୁଛୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିଷୟ ବସ୍ତୁ ଟି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ ଆଉ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *