ବ୍ଯକ୍ତିର ପସନ୍ଦ ତାର ବିଚାର ଓ ସ୍ଵଭାବ ବିଷୟରେ ଜଣା ପଡିଥାଏ । ଏହା ଦ୍ଵାରା ବୟକ୍ତିର ସ୍ଵଭାବର ଅନେକ କଥା ବିଷୟରେ ମଧ୍ୟ ଜଣା ପଡିଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ୫ଟି ଅଲଗା ଅଲଗା ଜନ୍ହର ଛବି ନେଇ ଆସିଛୁ ଯାହାକୁ ଚୟନ କରିବା ଦ୍ଵାରା ଆପଣ ମାନେ ନିଜର ସ୍ଵଭାବ ବିଷୟରେ ଜାଣି ପାରିବେ । ତେବେ ଆପଣ ମାନେ ଗୋଟିଏ ମାତ୍ର ଚାନ୍ଦ ବାଛନ୍ତୁ ଓ ଜାଣନ୍ତୁ ନିଜର ସ୍ଵଭାବ ଓ ଲାଇଫ ପାର୍ଟନର କେମିତି ହୋଇଥାଏ । ତେବେ ଆସନ୍ତୁ ଆରମ୍ଭ କରିବା ।
୧- ପ୍ରଥମ ଜନ୍ହ ଚୟନ କରିଥିବା ବ୍ୟକ୍ତି : ଯଦି ଆପଣ ପ୍ରଥମ ଜହ୍ନ ଚୟନ କରିଛନ୍ତି ତେବେ ଆପଣଙ୍କ ଲାଇଫ ପାର୍ଟନର ବହୁତ ଭଲ ହୋଇଥାନ୍ତି । ସେ ଆପଣଙ୍କ ଖୁସି ପାଇଁ କିଛି ବି କରିବାକୁ ଆଗେଇ ଆସିଥାନ୍ତି । ଏମିତି କି ଅନେକ ଥର ଆପଣଙ୍କୁ ଖୁସି କରିବା ପାଇଁ ଆପଣଙ୍କ ସାଥି କିଛି ଖାସ ପ୍ଳାନ କରିଥାନ୍ତି । ତାଙ୍କ ହୃଦୟରେ କେବଳ ଆପଣଙ୍କ ନାଁ ରହିଥାଏ । ଆପଣଙ୍କ ଯୋଡି ବହୁତ ସୁନ୍ଦର ହୋଇଥାଏ ।
୨- ଦିତୀୟ ଜହ୍ନ ଚୟନ ଅକରିଥିବା ବ୍ୟକ୍ତି : ଯଦି ଆପଣ ଦିତୀୟ ଜହ୍ନ ଚୟନ କରିଛନ୍ତି ତେବେ ଆପଣଙ୍କ ସାଥି ସ୍ବଭାବରେ ଲାଜକୁଳା ଓ ଭାବୁକ ହୋଇଥାନ୍ତି । ଏମାନେ ନିଜ ଅନୁଭବକୁ ଅନ୍ୟ ଆଗରେ ସେୟାର କରନ୍ତି ନାହି । କିନ୍ତୁ ସମ୍ପର୍କ ନିଭାଇବାରେ ଆପଣଙ୍କ ସାଥି ଆଗରେ ରହିଥାନ୍ତି । ଏହା ସହ ଆପଣଙ୍କ ସାଥି କଳାତ୍ମକ କାର୍ଯ୍ୟରେ ଅଧିକ ରୁଚି ରଖିଥାନ୍ତି ।
୩- ତୃତୀୟ ଜହ୍ନ ପସନ୍ଦ କରିଥିବା ବ୍ୟକ୍ତି : ଯଦି ଆପଣ ତୃତୀୟ ଜହ୍ନ ଚୟନ କରିଥାନ୍ତି ତେବେ ଆପଣଙ୍କ ଲାଇଫ ପାର୍ଟନର ହସ ଖୁସିରେ ରହୁଥିବା ବ୍ୟକ୍ତି ହୋଇଥାନ୍ତି । ଆପଣଙ୍କ ସାଥି ପ୍ରତେକ କ୍ଷେତ୍ରରେ ଆପଣଙ୍କ ସାଥ ଦେଇଥାନ୍ତି । ଏହା ସହ ସେ ଆପଣଙ୍କୁ ଦୁନିଆର ସବୁ ଖୁସି ଦେବାକୁ ଚେଷ୍ଟା କରିଥାନ୍ତି । ଆପଣଙ୍କ ପାର୍ଟନର ଆପଣଙ୍କୁ ଆଗକୁ ବଢିବାକୁ ସାହସ ଦେବା ସହ ଆପଣଙ୍କ ସାଥିରେ ଚାଲିଥାନ୍ତି ।
୪- ଚତୁର୍ଥ ଜହ୍ନ ବାଛିଥିବା ବ୍ୟକ୍ତି : ଯଦି ଆପଣ ଚତୁର୍ଥ ଚାନ୍ଦ ଚୟନ କରିଛନ୍ତି ତେବେ ଆପଣଙ୍କ ଜୀବନ ସାଥି ଭୁଲି ଯାଉଥିବା ଓ ସମସ୍ତଙ୍କର ସାହାଜ୍ୟ କରୁଥିବା ବ୍ୟକ୍ତି ହୋଇଥାନ୍ତି । ସେ ହୃଦଯୁ କୋମଳ ହୋଇ ଥିବାରୁ ଛୋଟ ଛୋଟ କଥା ଧରିଥାନ୍ତି । ଆପଣଙ୍କ ସାଥି ଆପଣକର ଭଲ ଭାବେ କେୟାର ମଧ୍ୟ କରିଥାନ୍ତି । ସେ ଭାଗ୍ୟ ଅପେକ୍ଷା ପରିଶ୍ରମ ଉପରେ ଭରସା କରିବା ସହ ଆପଣଙ୍କୁ ମଧ୍ୟ ଏହାର ପରାମର୍ଶ ଦେଇଥାନ୍ତି ।
୫- ପଞ୍ଚମ ଚାନ୍ଦ ଚୟନ କରିଥିବା ବ୍ୟକ୍ତି : ଯଦି ଆପଣ ପଞ୍ଚମ ଚାନ୍ଦ ପସନ୍ଦ କରିଛନ୍ତି ତେବେ ଆପଣଙ୍କର ଲଭର ବା ଲାଇଫ ପାର୍ଟନର ଦୁନିଆର ଶ୍ରେଷ୍ଠ ବ୍ୟକ୍ତି ଅଟନ୍ତି । ଆପଣଙ୍କ ସାଥି ବହୁତ ସପର୍ଟ କରୁଥିବା ସ୍ଵଭାବର ହୋଇଥାନ୍ତି । ଏମାନେ ଅନ୍ୟର ଦୁଖ ଦେଖି ପାରନ୍ତି ନାହି । ଆପଣଙ୍କ ସାଥି ନିଜ ମନ କଥା ଆପଣଙ୍କ ଆଗରେ ପ୍ରକାଶ କରିବାକୁ ପଛାନ୍ତି ନାହି ।
ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।