ବାଛନ୍ତୁ ନିଜ ରାଶି ଓ ଜାଣନ୍ତୁ କଣ ଅଟେ ଆପଣଙ୍କ ବିଷୟରେ ବହୁତ ବଡ ରାଜ

12 ଟି ରାଶିର ଯେଉଁ ଭଳି ଭଲ ଜିନିଷ ଥାଏ ସେହି ଭଳି ଖରାପ ଜିନିଷ ମଧ୍ୟ ଥାଏ । ଆପଣ ମାନେ ଜାଣି ଥିବେ କି ଏହି ଭଳି କମ କରିବା ପାଇଁ କିଛି ରାଶି ମାନେ ଜାଣି ମଧ୍ୟ ନଥାନ୍ତି କି ସେମାନେ କେଉଁ ଭଳି ଅଟନ୍ତି । ମେଷ – ଏମାନେ ମହତ୍ଵ କାଙ୍ଖି ଓ ଏହା ସହ ଏମାନେ ଖୁବ ଧାର୍ଯ୍ୟ ବାନ ମଧ୍ୟ ହୋଇ ଥାନ୍ତି । ଏମାନେ ଯେତେବେଳେ ଜିନିଶ ନିଜ ହିସାବ ରେ ହୁଏନି ଏମାନେ ରାଗି ଯାଇ ଥାନ୍ତି ।

ବୃଷ – ନିଜ ଜୀବନ କୁ ସ୍ଥିର କରିବା ପାଇଁ ଏମାନେ କଠିନ ପରିଶ୍ରମ କରି ଥାନ୍ତି । ଏମାନେ ଭଲ ସମୟ କୁ ଖୁବ ଭଲ ପାଇ ଥାନ୍ତି । ଏମାନେ ବେକାର କଥାରେ ନିଜକୁ ସବୁ ବେଳେ ପକାନ୍ତି ଏହା ସହ ଏମାନେ ସମ୍ପର୍କ ରେ ଜବରଦସ୍ତି ଭାବେ ରହିବା ପାଇଁ ଭଲ ପାଇ ଥାନ୍ତି ।

ମିଥୁନ – ଏମାନେ ଖୁବ ଭଲ ସାନଗ ହେବା ସହ ଏମାନେ ଚିନ୍ତା ଧାରା କୁ ମଢହୟ ଖୁବ ଭଲ ରାଖୀ ଥାନ୍ତି ଏହା ସହ ଏମାନେ ଜୀବନକୁ କଠିନ ବନାନ୍ତି ନି । ଏମାନେ କମ୍ଜୋର ନଥାନ୍ତି । ଏମାନେ ଭୁଲ ରେ କିଛି କାମ କରିଲେ ଏମାନେ ଖୁବ ଚିନ୍ତା ରେ ଋହନ୍ତି ଯେତେବେଳେ ଏମାନେ ଚିନ୍ତାରେ ଥିବେ ସେମାନଙ୍କ ବ୍ୟବହାର କିଛି ଅଲଗା ପ୍ରକାର ହୋଇ ଥାଏ ।

କର୍କଟ – ଏମାନଙ୍କ ଆତ୍ମସମ୍ମାନ କମ ଥାଏ । ଏମାନେ ଭଲ ସ୍ରୋତା ଥାନ୍ତି । ଏମାନେ ରଚନାତ୍ମକ ହୋଇ ଥାନ୍ତି । ଏମାନେ ଏହି ଭଳି କିଛି ଲୋକମାନଙ୍କ ସହ ସାଙ୍ଗ ହୋଇ ଜନାତି ଯେଉଁ ମାନେ ଏମାନଙ୍କ ପାଇଁ ଥିଇକ ନଥାନ୍ତି ନିଜ ଖୋଲା ମନ ପାଇଁ ଏମାନେ ସବୁ ବେଳେ ଚିନ୍ତାରେ ରୁହନ୍ତି ।

ସିଂହ – ଏମାନେ ଜନ୍ମ ରୁ କ୍ଷମତା ହାତକୁ ନେବା ର ଶକ୍ତି ରାଖୀ ଥାନ୍ତି । ଏମାନେ ଦେଖିବା ଆକର୍ଷଣୀୟ ହୋଇ ଥାନ୍ତି । କିନ୍ତୁ ଏମାନେ ଅନେକ ଡ୍ରାମା ଅଓ ଘମଣ୍ଡି ହୋଇ ଥାନ୍ତି ।

କନ୍ୟା – ଏମାନେ ସବୁ କାମକୁ ଖୋଜି କାଢି ଦେଖନ୍ତି । ଏମାନେ ସବୁ ବେଳେ ଭଲ ସ୍ରୋତା ହୋଇ ଥାନ୍ତି କିନ୍ତୁ ଖରାପ ଗୁଣ ଦେଖିଲେ ଏମାନେ ସବୁ କାକୁ ଏତେ ଅଧିକ ବିଶ୍ଳେଷଣ କରି ନେଇ ଥାନ୍ତି କି ଏମାନଙ୍କ ପାଇଁ ଏହା ଅସୁବିଧା ଆଣିଦେଇ ଥାଏ ।

ତୁଳା – ଏମାନେ ସବୁଙ୍କ ସହ ମାନବାଦୀ ଭଳି ହୋଇ ଥାନ୍ତି । ଏମାନେ ଲୋକଙ୍କୁ ସବୁ ବେଳେ ସାହାଜ୍ଯ କରି ଥାନ୍ତି କିନ୍ତୁ ଶତ୍ରୁ କୁ କେଉଁ ଭଳି ଦେଖିବା କୁ ପଡେ ଏହା ଏମାନେ ଜାଣି ନଥାନ୍ତି ।

ବିଛା – ଏମାନଙ୍କ ଭଲ କଥା ପାଇଁ ଏମାନେ ସବୁ ବେଳେ ଲୋକଙ୍କ ଗହଣରେ ଥାନ୍ତି । ଏମାନଙ୍କ ମନର କଥାକୁ ଏମାନେ କାହାକୁ କହି ନଥାନ୍ତି କେହି କାଳେ ଏହାର ଫାଇଦା ନେବ ବୋଲି । ଏମାନେ ଧୋକା କିମ୍ବା ଚୂନତି ପସନ୍ଦ ନୁହେଁ ତେଣୁ ଏମାନେ ବଦଲା ନେଇ ଥାନ୍ତି ।

ଧନୁ – ଏମାନେ ଲୋକଙ୍କୁ ଆକର୍ଷିତ କରି ଥାନ୍ତି । ଏମାନେ ମିଶାଣିଆ ହୋଇ ଥାନ୍ତି ଲୋକମାନେ ଏମାନଙ୍କ ସହ ଗପିବା କୁ ଭଲ ପାଇ ଥାନ୍ତି । ଏମାନେ କାମରେ ଧ୍ୟାନ ଦିଅନ୍ତି ନି । ଏମାନେ ଖୁବ ଶୀଘ୍ର ରାଗୀ ଯାନ୍ତି ।

ମକର – ଏମାନେ ଖୁବ ବୁଦ୍ଧିମାନ ଓ ଧାନ ସଫଳତା ଆଦି ମିଳି ଥାଏ । ଏମାନେ କାମକୁ ଆଗ ଦେଖନ୍ତି ଏହା ପରେ ଯାହା । ଏମାନେ ଜିଦିଆ ହୋଇ ଥାନ୍ତି କାହା ଜ୍କାଥା ଶୁଣିବା ଯାନକ ପାଇଁ ସମ୍ଭବ ନଥାଏ ।

କୁମ୍ଭ – ଏମାନେ ବୁଦ୍ଧି ମାନ ଥାନ୍ତି । ଏମାନେ ଲିଡର ହୋଇ ଥାନ୍ତି । ଏମାନ ଏସଉ ଜିନିଷକୁ ପ୍ରାକ୍ଟିକାଳି ଭାବେ ନେଇ ଥାନ୍ତି । କିନ୍ତୁ ଏହା ନହେଲେ ଏମାନଙ୍କ ପାଇଁ ସମ୍ପର୍କ କୁ ନିଭେଇବା ଖୁବ କଷ୍ଟ ହୋଇ ଥାଏ ।

ମିନ – ଏମାନେ ଭାବନାତ୍ମକ ଥାନ୍ତି । ଏମାନେ ଭଲ ପାଇବା ପାଇ କିଛି କରି ଥାନ୍ତି । ଏମାନେ କିଛି କାମରେ ନିଜକୁ ବଞ୍ଚାଇ ଲୁଚିକି ଚାଲିଜୀବ ଅଭଳି କାମ କରି ଥାନ୍ତି ।

Leave a Reply

Your email address will not be published. Required fields are marked *