ବାଛନ୍ତୁ ଏହା ମଧ୍ୟରୁ କୌଣସି 1 ମହମବତୀ ଏବଂ ଜାଣନ୍ତୁ 1 ଖାସ କଥା ନିଜ ବିଷୟରେ

ମହମବତୀ ଆମ ଘରକୁ ଆଲୁଅ ଦେଇ ଥାଏ । ଆମେ ଏହାକୁ ଆମ ଘର ସଜେଇବା କିମ୍ବା ପୁଜା ମାନଙ୍କ ରେ ବ୍ୟବହାର କରି ଥାଉ । ଆପଣ ମାନେ ଏହା ମଧ୍ୟ ଜଣାଇ ଥିବେ କି କିଛି ଲୋକମାନେ ଏହାକୁ ନେଇ କିଛି ପର୍ବ ପର୍ବାଣି ମାନଙ୍କ ରେ ନିଜ ଘର ସଜାଡିବା ପାଇ ମଧ୍ୟ ବ୍ୟବହାର କରି ଥାନ୍ତି । ଦୀପାବଳି, କ୍ରିଷ୍ଟମାସ, ନୂଆ ବର୍ଷ, ବିବାହ ଆଦିରେ ଏହାକୁ ବ୍ୟବହାର କରାଯାଏ ।

ଏହା କେବଳ ଆମର ଘରକୁ ଆଲୋକିତ କରି ଥାଏ ଏହା ନୁହେଁ ଏହା ଆମ ଜୀବନକୁ ମଧ୍ୟ ଆଲୋକିତ କରି ଥାଏ । ଏହା ଆମ ବ୍ୟକ୍ତିତ୍ବ ମଧ୍ୟ କହି ଥାଏ । ତେବେ ଆପଣ ନିଜ ପସନ୍ଦର ମହମବତୀ ବାଛି ନିଅନ୍ତୁ ଆମେ କହିବା କି ଆପଣଙ୍କ ସ୍ଵଭାବ କିଭଳି ଅଟେ ।

ପ୍ରଥମ କଳାବତୀ – ସଇତାନ ର ରଙ୍ଗ  ଏହା ସାଇତାନର ରଙ୍ଗ ଅଟେ । କ୍କିନ୍ତୁ ଏହାକୁ ଯିଏ ବାଛି ଥାଏ ସେ ନିଶ୍ଚିତ ଭାବେ ଏକ ଭଲ ବ୍ୟକ୍ତିତ୍ବ ଓ ମଜବୁତ ଲକ୍ଷ ରଖୀ ଥିବା ବ୍ୟକ୍ତି ହୋଇ ଥାଏ କାରଣ ହେଉଛି କି ସେମାନେ କେବେହେଲେ ନିଜ ଲକ୍ଷ ମଝିଆରେ ନିଜ ଜୀବନର ସମସ୍ଯା କୁ ଆସିବା ପାଇଁ ଦେଇ ନଥାନ୍ତି ।

ପର୍ପଲ ରଙ୍ଗ – ଏହା ଇନ୍ଦ୍ରଧନୁରା ଏକ ସୁନ୍ଦର ରଙ୍ଗ କୁ ଦେଖାଇ ଥାଏ । ଆପଣ ସବୁ ବେଳେ ଖୁଶି ଓ ସୁଖୀ ଜୀବନ ବଞ୍ଚୁଛନ୍ତି । କିନ୍ତୁ ଆପଣ ଯାହାଭି ହରାଇ ଛନ୍ତି ତାକୁ ପୁଣି ଠାରେ ଆପଣ ନିଜ ଜୀବନକୁ ଆଣିବା ରେ ସକ୍ଷମ ହେବେ ।

ଧଳା ରଙ୍ଗର – ଏହା ଚାନ୍ଦର ଆଲୋକ ଭଳି ସବୁ ଜାଗାକୁ ସୁନ୍ଦର କରି ଦେଇଥାଏ । ଏହାର ମାନେ ହେଉଛି ଆପଣ ଖୁବ ଶାନ୍ତି ଓ ଏକା ରହିବା ପାଇଁ ଭଲ ପାଇ ଥାନ୍ତି । ଆପଣ ମାନେ କଳହ ଅସାନ୍ତି ମଧ୍ୟରୁ ଦୂରରେ ରହିବା ଅପାଇନ ଭଲ ପାଇ ଥାନ୍ତି ।

ନୀଳ ରଙ୍ଗର – ଏହା ଘା ଭରିବାରେ ସାହାଜ୍ଯ କରି ଥାଏ । ଏହି ବ୍ୟକ୍ତି ମାନେ ଅସୁବିଧା ରେ ଥିବା ଲୋକଙ୍କୁ ସାହାଜ୍ଯ କରିଥାନ୍ତି । ସେଇ ପାଇଁ କୁହାଯାଏ କି କେବେ ଆଘାତ ଲାଗିଲେ ନୀଳ ରଙ୍ଗ ଦ୍ଵାରା ଏହାକୁ ଦୂର କରାଯାଇ ପାରେ ।

ସବୁଜ ରଙ୍ଗର – ଯୋଗାର 12 ଚକ୍ରରୁ ଏକ ଚକ୍ର ଏହି ରଙ୍ଗର ଅଟେ । ଏମାନେ ସବୁ ବେଳେ ଅନ୍ୟ ମାନଙ୍କୁ ଦୁଃଖରୁ ବାହାର କରିବା ପାଇଁ ଚେଷ୍ଟା କରି ଥାନ୍ତି ଓ ସଫଳ ମଧ୍ୟ ହୋଇ ଥାନ୍ତି । ଏମାନେ ପ୍ରକୃତି ଖୁବ ଭଲ ଲାଗେ ।

ହଳଦିଆ – ଏହା ସାନ୍ତ ଓ ଭଲ ସ୍ଵଭାବ ର ଅଟେ ।ଏ ହି ରଙ୍ଗକୁ ବାଛୁଥିବା ଲୋକମାନେ ସବୁ ବେଳେ ମାଂଶିକ ଚୀନତାରୁ ଦୂରରୁ ରୁହନ୍ତି  ଓ ଏମାନେ ଖୁବ ବୁଦ୍ଧିମାନ ମଧ୍ୟ ହୋଇ ଥାନ୍ତି । ଏମାନେ ବର୍ଷ ପୁରୁଣା ଅଜିନିଷ କୁ ମନେ ରଖୀ ପାରନ୍ତି ।

ଲାଲୀ ରଙ୍ଗ – ଏହି ମହମବତୀ କେବଳ ଭଲ ପାଇବାର ପ୍ରତୀକ ନୁହେଁ ଏମାନେ କିଛି କାମ ପାଇଁ ଜୋଷ କିମ୍ବା ଯୂନୁନ ପାଇଁ ମଧ୍ୟ ଜଣା ଯାଇ ଥାନ୍ତି । ଆପଣ ଯେଉଁ ଭି କାମ କରିବା ପାଇଁ ଚାହୁଁ ଛନ୍ତି ଏଆକୁ ଆପଣ କରିପାରିବେ ।

Leave a Reply

Your email address will not be published. Required fields are marked *