ବାଛନ୍ତୁ ନିଜ ପସନ୍ଦର ଗଣେଶ ଠାକୁର ଏବଂ ଜାଣନ୍ତୁ ନିଜର ଭବିଷ୍ୟତ- Personality Test

ନମସ୍କାର ବନ୍ଧୁଗଣ, ଆପଣ ମାନେ ତ ଜାଣନ୍ତି ସମସ୍ତ କାର୍ଯ୍ୟ ଆରମ୍ଭରେ ସର୍ବ ପ୍ରଥମେ ଗଣେଶ ଠାକୁରଙ୍କ ପୂଜା କରାଯାଏ । ସମସ୍ତ ଦେବା ଦେବୀ ଙ୍କ ପୂଜାରେ ପ୍ରଥମେ ଗଣେଶଙ୍କୁ ପୂଜା କରାଯାଏ, କାରଣ ଗଣେଶ ଭଗବାନ ହେଉଛନ୍ତି ବିଘ୍ନ ହରତା । ତେବେ ଆଜି ଆସନ୍ତୁ ଗଣେଶଙ୍କର ନାମର ମହିମା ଓ କେଉଁ ଭଳି ପ୍ରତିମା ପୂଜା କାଲେ କଣ ମିଳିଥାଏ ଜାଣିବା । ଭଗବାନ ଗଣେଶଙ୍କର ଅନେକ ନାମ ରହିଅଛି ଯେଉଭଳି ବାଲ୍ ଗଣେଶ, ବୁଦ୍ଧିନାଥ, ଲମ୍ବୋଦର ଓ ଏକଦନ୍ତ, ଗଜାନନ, ଗଣପତି ଏହିଭଳି ୧୦୮ ଟି ନାମ ରହିଛି ଭଗବାନ ଗଣେଶଙ୍କର ।

ଏକଦନ୍ତ: ଏହି ନାମଟି ଗଣେଶଙ୍କର ବହୁତ ପ୍ରସିଦ୍ଧ ଏଟେ । ଯେଉମାନେ ଭଗବାନଙ୍କର ଏହି ରୂପ ଟିକୁ ଭଲ ପାନ୍ତି,ତେବେ ଆଗକୁ ଅପପଣଙ୍କ ଭବିଷ୍ୟତ କିଭଳି ରହିବା ଜାଣନ୍ତୁ । ଆପଣ ଏକ କୁଫଳ ଦଶା ଭୋଗୁଛନ୍ତି ଅଢେଇ ବର୍ଷ ହେବ ଏବଂ ବହୁତ ବିପଦର ସମୁଖୀନ ହେଉଛନ୍ତି । କୌଣସି ଜଣେ ଭଲ ପଣ୍ଡିତ ଙ୍କ ସହ ଯୋଗାଯୋଗ କରି ଆପଣଙ୍କ ଜାତକ ଗଣାଇ ନିଅନ୍ତୁ ।

ଆପଣ ଏବେ ଗୋଟିଏ କାମ କରିବାକୁ ଚାହିଲେ ଅନ୍ୟ ଏକ କାର୍ଯ୍ୟରେ ଫସିଯାଉଛନ୍ତି । ଯେଉଁ କାମ କରୁଛନ୍ତି ସଫଳତାର ସମ୍ଭାବନା କମ ରହୁଛି । ଶୁଭଫଳ ଗୁଡିକରେ ମଧ୍ୟ ବାଧା ଆସୁଛି । ଆପଣ ଧାର୍ମିକଏବଂ ସରଳ ସ୍ଵଭାବର ବେଳେ ଏହାର ଫାଇଦା ମଧ୍ୟ କିଛି ଲୋକ ଉଠାନ୍ତି । ଗ୍ରହର ଆଧାରରେ ଅସବୁ ସମସ୍ୟା ର ସମାଧାନ କରିପାରିବେ । ଭଗବାନ ଜଗନାଥଙ୍କ ପୂଜା କରିବା ଫଳରେ ଆପଣଙ୍କୁ ବହୁତ ଲାଭ ମିଳିଥାଏ ।

ଗଜାନନ: ଯାହାଙ୍କୁ ଏହି ନାମଟି ଗେଣେଶଙ୍କର ଭଲ ଲାଗୁଥାଏ, ତେବେ ଆପଣ ଜଣେ ସରଳ, ଶାନ୍ତ ସ୍ଵଭାବର ବ୍ୟକ୍ତି । ଦୁଖ ସହିଯାନ୍ତି କିନ୍ତୁ କାହାକୁ ବି କୁହନ୍ତି ନହିଁ । ମନ ଭିତରେ ଭବିଷ୍ୟତ କୁ ନେଇ ସବୁବେଳେ ଯୋଜନା ଚାଲୁଅଛି, ଆଗକୁ ସଫଳ ମଧ୍ୟ ହେବ କିନ୍ତୁ ଏହା ଆପଣ କାହାକୁ କୁହନ୍ତୁ ନହିଁ ।

ଧନ ସମ୍ପତି ଅଗଣିତ ପ୍ରାପ୍ତ ହେବ, ଧନର ଅଭାବ ରହିବ ନାହିଁ । ବାକି ରହିଥିବା କାର୍ଯ୍ୟ ଗୁଡିକରୁ କିଛି ସଫଳ ହେବାର ସମ୍ଭାବନା ରହିଛି । ଶରୀରର ପୀଡା ରୁ ଆରୋଗ୍ୟ ଲାଭ କରିବେ । କୁନି ପିଲା ମାନଙ୍କୁ କିଛି ଉପହାର ଦିଅନ୍ତୁ ଆପଣ ଙ୍କ ପାଇଁ ଶୁଭ ହେବ । କୃଷ୍ଣ ଙ୍କ ଲୀଳା କୁ ଘରେ ଅନୁସ୍ତନ କରିପାରିବେ ।

ଗଣପତି: ଯେଉଁମାନେ ଗଣପତି ରୂପକୁ ଭଲ ପାନ୍ତି, ତେବେ ଆପଣ ଜଣେ ଗମ୍ଭୀର ସ୍ଵଭାବର ବ୍ୟକ୍ତି । କାହା କଥାରେ ଭାସି ଯାନ୍ତି ନାହି, ସହଜରେ କୌଣସି କଥାକୁ ବିଶ୍ବାସ କରନ୍ତି ନାହି । ସବୁ କାର୍ଯ୍ୟ ରେ ବହୁତ ଚିନ୍ତା ବିଚାର କରି ଆଗକୁ ବଢନ୍ତି । ଆପଣ ଦରକାର ଠାରୁ ଟିକେ ଅଧିକ ଚିନ୍ତା କରନ୍ତି ତେଣୁ ଜୀବନରେ ଟିକେ ପଛରେ ରହିଯାନ୍ତି । ସବୁବେଳେ ସୁରକ୍ଷିତ ରହିବାକୁ ଭଲ ପାନ୍ତି ।

ବିପଦପୂର୍ଣ କାର୍ଯ୍ୟ କରିବାକୁ ଅତ୍ୟଧିକ ଡରିଯାନ୍ତି । ଯେଉଁ କାର୍ଯ୍ୟ ଆରମ୍ଭ କରନ୍ତି ସଫଳ ନ କରିବା ପର୍ଯ୍ୟନ୍ତ ଲାଗିପଡନ୍ତି । ଏହି ଜିଦି ସ୍ଵଭାବ ପାଇଁ ଜୀବନରେ ଆପଣ ବହୁତ ଉପରକୁ ଯିବେ । ଯଦି ଆପଣମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗେ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *