ବାଛନ୍ତୁ ଗୋଟିଏ ମନ୍ଦାର ଫୁଲ ଓ ଜାଣନ୍ତୁ ନିଜର ଭବିଷ୍ୟତ

ବାଛନ୍ତୁ ଏକ ଫୁଲ ଓ ଜାଣନ୍ତୁ ନିଜ ଭବିଷ୍ୟତ କଥା । ଆପଣ ଜାଣି ଛନ୍ତି କି ଆମେ ଆମ ନିଜ ଇଚ୍ଛାରେ ଯାହାଭି ଭି ଭାବୁ ଏହା ଆମର ଭାଗ୍ଯର ଆଗକୁ କଣ ହେବା ପାଇଁ ଯାଉଛି ତାହା ଦର୍ଶାଇ ଦେଇଥାଏ । ଆପଣ ମାନେ ଏହା ମଧ୍ୟ ଜାଣି ଥିବେ କି ଆମ ସ୍ଵଭାବ ଆମ ମନର କଥା ଅନ୍ୟ ଆଗରେ ପ୍ରକାଶ କରାଇ ଦେଇ ଥାଏ ସେଇ ପାଇଁ ବୋଧେ କୁହା ଯାଏ କି ନିଜ ପସନ୍ଦ ନା ପସନ୍ଦ ଆମେ ସବୁ ଙ୍କୁ କହିବା ଭଲ ନୁହେଁ ।

ନିଜ କଥାକୁ ଆମେ ଯଦି ନିଜ ଆଗରେ ଦେଖିବା ପାଇଁ ଯିବା ତ ଆପଣ ଆଜି ଏହି 3 ଫୁଲ ମଧ୍ୟରୁ ଏକ ଫୁଲ ବାଛନ୍ତୁ ଓ ଏହା ପରେ ଆମେ ଆପଣଙ୍କୁ କହିବା କି ଆପଣଙ୍କ ସ୍ଵଭାବ କିଭଳି ହେବ । ପ୍ରଥମ ଫୁଲ ଆପଣ ଯଦି ଯଦି ବାଛୁଛନ୍ତି – ତେବେ ଆପଣ ଚିନ୍ତାରେ ରହିବେ ।

ଆପଣ ସାରା ଜୀବନ ଦୁଃଖରେ ରହିବେ ଆର୍ଥିକ ସମସ୍ଯା ରହିବ ଆପଣଙ୍କର । ଆପଣ ନିଜ କଥାକୁ କାହା ଆଗରେ କିଛି କହିବା ଆଗରୁ ନ୍ଯାୟପଇସା ପାଇଁ ଚୁପ ହୋଇକି ରହିଯିବେ । ଏହି ଫୁଲ ବାଛି ଥିବା ଲୋକମାନେ ବିଶାଳ ମନର ହୋଇ ଥାନ୍ତି ମାତ୍ର ନିଜର ମନର କଥାକୁ ମନରେ ରଖୀ ଦେଇଥାନ୍ତି ।

ଯେଉଁ ମାନେ ନାଲି ରଙ୍ଗର ଫୁଲ ବାଛି ଛନ୍ତି ତେବେ ଆପଣ ଏହା ମଧ୍ୟ ଜାଣି ନିଅନ୍ତୁ କି ଆପଣ ବହୁତ ସାହାଶୀ ଅଟନ୍ତି । ଆପଣ ଯାହାଭି କରିବେ କିମ୍ବା ଯାହା କରିବା ଚେଷ୍ଟା କରିବେ ତାହା ପାଇଁ ଆପଣଙ୍କୁ ଖୁବ କଷ୍ଟ ହେବ ।

ଆପଣ ଯଦି ନୀଳ ରଂଗର ଫୁଲ ବାଛିଛନ୍ତି ତେବେ ଆପଣ ଏହା ମଧ୍ୟ ଜାଣି ନିଅନ୍ତୁ ଆପଣ କିଛି ନୂଆ କାମ ଆରମ୍ଭ କରିବା ଆଗରୁ ଖୁବ ଭାବୁ ଛନ୍ତି ଆପଣ ଭାବି ଚିନ୍ତି କାମ କରିବା ଖୁବ ଭଲ କଥା ମାତ୍ର ଆପଣ ଅଧିକା ଚିନ୍ତା କରିବା ଭଲ ନୁହେଁ ।

ଆପଣ କାହାକୁ କିଛି ଦାନ କରିବା ପରେ ଯେଉଁ ଭଳି ସେହି ଜୀବନ କଥା କୁ ଭୁଲି ଯାନ୍ତି ସେହି ଭଳି ଆପଣ ସ୍ଥିର କରିବା ପରେ ଥରେ ଆପଣ କାରେ ଲାଗନ୍ତୁ ମାତ୍ର ଆପଣ ଅଧିକା ଭାବନ୍ତୁ ନି । ଆପଣ ନିଜ କଥାରେ ସ୍ଥିର ହୋଇକି ରହିବା ଭଲ । ଆପଣ କାହାକୁ ସାହାଜ୍ଯ କରିବା ଆଗରୁ ନିଜ ପରିବାର କଥା ଚିନ୍ତା କରିବା ଭଲ ହୋଇଥାଏ ।

ନିଜ ସ୍ଵଭାବ ବିଷୟରେ ଆମେ ଯାହାଭି ଆପଣଙ୍କୁ ଖୁଚୁ ତାହା ଆମର ଏକ ଆକଳନ ଅନୁସାରେ କହୁଛୁ । ଆପଣ ଏହା ପାଇଁ ଅଧିକା ଚିନ୍ତା କରିବା ଭଲ ନୁହେଁ । ଆପଣ ନିଜକୁ ଉପରକୁ ଉଠାଇବା ପାଇଁ ଯାହା ଭି କରିବେ ଆପଣ ତାହା ପାଇ ସବୁ ଆଡେ ପ୍ରସଂଶିତ ହେବେ ।

Leave a Reply

Your email address will not be published. Required fields are marked *