ନମସ୍କାର ବନ୍ଧୁଗଣ, ଆପଣ ମାନଙ୍କୁ ଆମ ଏହି ପ୍ରଶ୍ନ ଗୁଡିକ ନିଶ୍ଚୟ ସହାୟ ହେବ ଚାକିରି କ୍ଷେତ୍ରରେ । ଜାଣନ୍ତୁ ଏଭଳି କିଛି ପ୍ରଶ୍ନ ଯାହା ସାହାର୍ଯ୍ୟ ରେ ସମସ୍ତ ପରିକ୍ଷାକୁ କରିବେ ପାସ୍ । ତେବେ ଆସନ୍ତୁ ଆଜି ଜାଣିବା ସେହି ସବୁ ପ୍ରଶ୍ନ ଗୁଡିକର ଉତ୍ତର ଯାହାସବୁ ଆପଣଙ୍କୁ ସହାୟ ହେବ ଚାକିରି କରିବା କ୍ଷେତ୍ରରେ ।
୧- କେଉଁ ଗଛରେ ଫୁଲ ହୁଏ ନହିଁ ? ଉତ୍ତର: ପଣସ ଗଛ ୨- ଜୀବନ କାଳ ମଧ୍ୟରେ ଗୋଟିଏ ଥର ଫଳ ହେଉଥିବା ଗଛ କିଏ ? ଉତ୍ତର: କଦଳୀ ଗଛ ୩- ଜିଭରେ ଛାତି ଖାଏ ? ଉତ୍ତର: କୁକୁର ୪- ଏକ ବର୍ଷ କମ ବଞ୍ଚୁଥିବା ଗଛଟି କିଏ ? ଉତ୍ତର: କାକୁଡି ଗଛ ୫- କେଉଁ ଜୀବଟିର ଗୋଟିଏ ସିଙ୍ଘ ଥାଏ ? ଉତ୍ତର: ଗଣ୍ଡା ୬- ଦୁର୍ବଳ କାଣ୍ଡଯୁକ୍ତ ଉଦ୍ଭିଦକୁ କଣ କୁହାଯାଏ ? ଉତ୍ତର: ଲତା
୭- କେଉଁଟି ତୈଳବୀଜ ନୁହେଁ ? ଉତ୍ତର: ଗହମ ୮- ଉଭୟ ଜଳ ଓ ସ୍ତରରେ ବାସ କରୁଥିବା ପ୍ରାଣୀ କିଏ ? ଉତ୍ତର: ବେଙ୍ଗ ୯- ଉଦ୍ଭିଦ ଖାଦ୍ୟ ପ୍ରସ୍ତୁତି ସମୟରେ କେଉଁ ଗ୍ଯାସ ଗ୍ରହଣ କରେ ? ଉତ୍ତର: ଅଙ୍ଗାରକାମ୍ଳ ୧୦- ଅଦାର କେଉଁ ଅଂଶ ଟି ଆମେ ଖାଉ ? ଉତ୍ତର: ଚେର ୧୧- ଶରୀରର କେଉଁ ଭିତର ଅଙ୍ଗ ରକ୍ତ ସଞ୍ଚଳନରେ ମୁଖ୍ୟ ଭୂମିକା ନିଏ ? ଉତ୍ତର: ହୃତପିଣ୍ଡ
୧୨- କେଉଁ ଜୀବଟିର ଚଳନ ଶକ୍ତି ନାହିଁ ? ଉତ୍ତର: ଉଦ୍ଭିଦ ୧୩- ଭାରତର ଜାତୀୟ ନୀତି ? ଉତ୍ତର: ଅହିଂସା ୧୪- ସଦାକୋଟ କାହିଁକି ପ୍ରସିଦ୍ଧ ? ଉତ୍ତର: ରାଜେନ୍ଦ୍ର ପ୍ରସାଦଙ୍କ ଜନ୍ମସ୍ଥାନ ୧୫- ସୁରଟ କାହିଁକି ପ୍ରସିଦ୍ଧ ? ଉତ୍ତର: ଲୁଗାକଳ ୧୬- ପ୍ରଥମ ଇଲେକ୍ଟ୍ରିକ ଟ୍ରେନ ର ନାମ ? ଉତ୍ତର: ଡେକାନ କୁଇନ ୧୭- କମ୍ପାସ ରେ କେଉଁ ଚୁମ୍ବକ ଥାଏ ? ଉତ୍ତର: ସୂଚୀ ଚୁମ୍ବକ
୧୮- ଭାରତର କେଉଁ ରାଜ୍ୟରେ ପୁରୁଷଙ୍କ ଅପେକ୍ଷା ସ୍ତ୍ରୀ ସଂଖ୍ୟା ଅଧିକ ? ଉତ୍ତର : କେରଳ ୧୯- ଟ୍ରେନ ର ଶେଷ ବଗିର ପଛପଟେ x କାହିଁକି ଲେଖା ଯାଏ ? ଉତ୍ତର: ଟ୍ରେନ ଉପରେ ନଜର ରଖୁଥିବା କର୍ମଚାରୀ ଜାଣିପାରିବେ ସେ ଟ୍ରେନର ସବୁ ବଗି ଷ୍ଟେସନ ର ସବୁ ବଗି ଅତିକ୍ରମ କଲା ବୋଲି ।
୨୦- ବାହାଘର ପରେ ଝିଅ ମାନଙ୍କର କେଉଁ ଜିନିଷ ଛୋଟ ହୋଇଯାଏ ? ଉତ୍ତର: ଆଶା । ୨୧- କହିଲା ଦେଖି କେଉଁ ଫଳର ଆଖି ତିନୋଟି ? ଉତ୍ତର: ନଡିଆ ୨୨- କାର୍ଯ୍ୟ କରିବାର ସାମର୍ଥ୍ୟ କୁ କଣ କୁହାଯାଏ ? ଉତ୍ତର: ଶକ୍ତି ୨୩- ସକଳ ଶକ୍ତିର ଆଧାର କିଏ ଅଟନ୍ତି ? ଉତ୍ତର: ସୂର୍ଯ୍ୟ
୨୪- କେଉଁ ଦେଶରେ କେବଳ ୨୭ ଜଣ ଲୋକ ରହିଥାନ୍ତି ? ଉତ୍ତର: ସିଲଣ୍ଡ ୨୫- କେଉଁ ପ୍ରାଣୀର ୩ଟି ହୃଦୟ ଅଛି ? ଉତ୍ତର: ଅକ୍ଟୋପସ । ଆପଣମାନଙ୍କୁ ଯଦି ଏହି ପୋଷ୍ଟ ଟି ଭଲ ଲାଗୁଛି ତେବେ ଲାଇକ, ସେୟାର ନିଶ୍ଚୟ କରନ୍ତୁ ।