ବିବାହ ପରେ ବାପଘରୁ ଏହି 1 ଜିନିଷ ନେଇ ଶାଶୁଘର ଯାଆନ୍ତୁ ନାହିଁ, ନଚେତ ସ୍ଵାମୀର ଜୀବନ ଉପରେ ଆସେ ବିପଦ

ବନ୍ଧୁଗଣ ନମସ୍କାର । ଆଜିର ସୂଚନା ଅନୁସାରେ ଝିଅ ବାହା ହୋଇ ତାର ଶାଶୁ ଘରକୁ ଯାଇଥାଏ । ବାପ ଘରୁ ବିଦା ହୋଇ ଗଲାବେଳେ ଝିଅ କୁ ଉପହାର ସୂରୁପ କିଛି ଜିନିଷ ଦିଆଯାଇଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି କେଉଁ ଜିନିଷ ଦେବା ଉଚିତ୍ ଓ କେଉଁ ଜିନିଷ ଅନୁଚିତ୍ ? କାରଣ ଏମିତି କିଛି ଜିନିଷ ଅଛି ଯାହାକୁ ଯଦି ଆପଣମାନେ ଝିଅ ଶାଶୁ ଘରକୁ ଗଲାବେଳେ ଦେଇ ଥାନ୍ତି, ତାହେଲେ ଆପଣଙ୍କ ଘରୁ ମା ଲକ୍ଷ୍ମୀ ଚାଲିଯାଇଥାନ୍ତି ଓ ଆପଣ କାଙ୍ଗାଳ ହୋଇଯାଇଥାନ୍ତି । ଝିଅମାନଙ୍କୁ ହିନ୍ଦୁ ଧର୍ମ ଅନୁସାରେ ଘରର ଲକ୍ଷ୍ମୀ ବୋଲି ମାନିଥାନ୍ତି ।

ଝିଅ ଜନ୍ମ ହେଲାପରେ ଘରକୁ ଲକ୍ଷ୍ମୀ ଆସିଥାନ୍ତି, ବୋଲି ସମସ୍ତେ କହିଥାନ୍ତି । ଝିଅ ଯେତେବେଳେ ବଡ ହୋଇଯାଇଥାଏ ସେତେବେଳେ ଘର ଲୋକମାନେ ତାକୁ ଉପଯୁକ୍ତ ପାତ୍ର ଦେଖି ବିବାହ କରିଦେଇଥାନ୍ତି ଓ ଝିଅ ବାପ ଘରୁ ବିଦା ସମୟରେ କିଛି ଜିନିଷ ଉପହାର ସ୍ୱରୂପ ଦେବା, ଏହା ବାପା, ମାଙ୍କର ବହୁତ ବଡ ଦାୟିତ୍ଵ ହୋଇଥାଏ । ଖାସ୍ କରି ଝିଅକୁ ଖୁସିରେ ସବୁ ବାପା, ମା ମାନେ କୌଣସି ଉପହାର ଦେଇଥାନ୍ତି ।

ଝିଅର ବାହାଘର ଧୂମଧାମରେ କରିବା ପାଇଁ ସମସ୍ତ ବାପା, ମା ମାନେ ଚାହିଁଥାନ୍ତି । ଅଧିକାଂଶ ବାପା ଓ ମା ନିଜ ଝିଅ ବିଦା ହେବା ସମୟରେ ଭଗବାନ ଗଣେଶଙ୍କ ମୂର୍ତ୍ତି କିମ୍ବା ଫୋଟୋ ସାଙ୍ଗରେ ଦେଇକି ବିଦା କରିଥାନ୍ତି । କାରଣ ଭଗବାନ ଗଣେଶଙ୍କୁ ବିଘ୍ନବିନାସକ ବୋଲି କୁହାଯାଇ ଥାଏ । ପ୍ରଭୁ ଗଣେଶ ସମସ୍ତ ଭକ୍ତଙ୍କର ବିଘ୍ନ ନାସ କରିଥାନ୍ତି । ସେଥିପାଇଁ ଝିଅ ମାନଙ୍କର କିଛି ଯେମିତି ଅସୁବିଧା ହେବନି, ତେଣୁ ପ୍ରଭୁ ଗଣେଶଙ୍କ ମୂର୍ତ୍ତି ଦେଇଥାନ୍ତି ।

କିନ୍ତୁ ଏହା କରିବା ଠିକ କଥା ନୁହେଁ । ଏହା କରିବା ଦ୍ଵାରା ଆପଣଙ୍କ ଘରୁ ମା ଲକ୍ଷ୍ମୀ ଚାଲି ଯାଇଥାନ୍ତି । କାରଣ ମା ଲକ୍ଷ୍ମୀ ଓ ପ୍ରଭୁ ଗଣେଶ ଘରେ ରହିବା ଦ୍ଵାରା ଘରକୁ ଧନର ଆଗମନ ହୋଇଥାଏ । ଝିଅ ବିଦା ହେବା ସହିତ ପ୍ରଭୁ ଗଣେଶକୁ ଯଦି ଘରକୁ ବାହାର କରିଦେବେ । ତେବେ ଆପଣଙ୍କର ବହୁତ ଧନର କ୍ଷତି ହେବ ।

ଝିଅ ଶାଶୁ ଘରକୁ ଯିବା ସହିତ ଆପଣଙ୍କର ଘରର ସୁଖ ସମୃଦ୍ଧି ମଧ୍ୟ ନେଇଯାଇଥାନ୍ତି । ଯଦି ଏପରି ଭୁଲ ଆପଣମାନେ କରି ଦେଇଛନ୍ତି, ତାହେଲେ ଏଭଳି ଭୁଲକୁ ସୁଧାରିବା ପାଇଁ ଆପଣ ଝିଅକୁ ଦେଇଥିବା ପ୍ରଭୁ ଗଣେଶଙ୍କ ମୂର୍ତ୍ତି କିମ୍ବା ଫୋଟୋକୁ ଫେରାଇ ଆଣନ୍ତୁ, ଏହା କରିବା ଦ୍ଵାରା ଆପଣଙ୍କ ଓ ଆପଣଙ୍କର ଘରର ମଙ୍ଗଳ ହେବ ।

ଯଦି ଚାହୁଁଛନ୍ତି ନୂଆ ଗଣେଶ ମୂର୍ତ୍ତି ଆଣିବାକୁ ତାହେଲେ ବାମ ପଟକୁ ଶୁଣ୍ଢ କରିଥିବା ମୂର୍ତ୍ତି ହିଁ ଘରକୁ ଆଣନ୍ତୁ । ଯଦି ଫୋଟୋ ଆଣିବା ପାଇ ଚାହୁଁଛନ୍ତି, ତେବେ ୧୮ ଇଞ୍ଚରୁ କମ ଉଚତାର ଫଟୋ ଆଣନ୍ତୁ । ଘରେ ଧଳା ରଙ୍ଗର ଗଣେଶ ମୂର୍ତ୍ତି ରଖିବା ଶୁଭ ହୋଇଥାଏ । ନିଜର ସାଙ୍ଗକୁ ମଧ୍ୟ ମା ଲକ୍ଷ୍ମୀ ଓ ଗଣେଶଙ୍କର ମୂର୍ତ୍ତି ଦେବା ଉଚିତ ନୁହେଁ ନଚେତ ଆପଣଙ୍କ ଘର ସୁଖ ସମୃଦ୍ଧି ମଧ୍ୟ ଚାଲିଯିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ, ତେବେ କମେଣ୍ଟ କରିକି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *