ବାଛନ୍ତୁ ତିନୋଟି ସଂଖ୍ୟା ମଧ୍ୟରୁ ଗୋଟିଏ ସଂଖ୍ୟା ଓ ଜାଣନ୍ତୁ ଆପଣଙ୍କ ଭବିଷ୍ୟତ !

ଜୀବନରେ ଅନେକ ସମସ୍ଯା ରହିଥାଏ । ସବୁ ସମସ୍ୟାକୁ ସମାଧାନ କରିବା ପାଇଁ ଅନେକ ଚେଷ୍ଟା କରିଥାଉ । ହେଲେବି କିଛି ନା କିଛି ସମସ୍ଯାର ସମ୍ମୁଖୀନ ହେବାକୁ ପଡିଥାଏ । ସୁଖ ସମୃଦ୍ଧିର ଜୀବନ ବିତାଇବା ପାଇଁ ସମସ୍ତ ବ୍ୟକ୍ତି ଚାହିଥାନ୍ତି । କିନ୍ତୁ ବୈବାହିକ ଜୀବନରେ କିଛି ନା କିଛି ସମସ୍ଯା ଆସିଥାଏ । ଆସନ୍ତୁ ଯାଇବା ଆପଣଙ୍କ ଭବିଷ୍ୟତରେ କଣ ରହିଛି ।

ଏହି ତିନୋଟି ସଂଖ୍ୟା ମଧ୍ୟରୁ କୌଣସି ଗୋଟିଏ ସଂଖ୍ୟା ବାଛନ୍ତୁ ଓ ଜାଣନ୍ତୁ ଆପଣଙ୍କ ଭାଗ୍ୟରେ କଣ ରହିଛି । ଯଦି ଆପଣ ପ୍ରଥମ ସଂଖ୍ୟା ଟିକୁ ଚୟନ କରିଛନ୍ତି ତ ଜୀବନରେ କିଛି ଆସ ରଖନ୍ତୁ ନାହିଁ । ଯାହା କରିବାକୁ ଚାହୁଛନ୍ତି ଯଦି ଇଶ୍ଵରଙ୍କ କୃପାରୁ ତାହା ପ୍ରାପ୍ତ କରିପାରିବେ । କିଛିଟା ଇଚ୍ଛା ଆପଣଙ୍କର ପୂର୍ଣ ନହୋଇପାରେ । ଚିନ୍ତା କରିବାର କିଛି ନାହିଁ ନିଜ ଉପରେ ବିଶ୍ବାସ ରଖନ୍ତୁ ସବୁ ଇଚ୍ଛା ଠିକ ସମୟରେ ପୂର୍ଣ ହେବ ।

କୌଣସିବି ସମସ୍ଯା ଥିଲେ ଠ ଦୂର ହେବ । ଇଶ୍ଵରଙ୍କୁ ଭକ୍ତିର ସହ ଆରାଧନା କରନ୍ତୁ ସବୁ ଫଳ ପ୍ରାପ୍ତି ହେବ । ଯଦି ଆପଣ ଦ୍ଵିତୀୟ ସଂଖ୍ୟା ଟିକୁ ଚୟନ କରିଛନ୍ତି ତ ଜୀବନରେ ବହୁତ ପରିବର୍ତ୍ତନ ଆସିବାକୁ ଯାଉଛି । ଯାହା ଚାହିବେ ସବୁ ଇଚ୍ଛା ପୂର୍ଣ ହେବ । କୌଣସିବି ସମସ୍ଯା ଥିଲେ ତାହା ଦୂର ହେବ । ପୂର୍ବରୁ ଯାହା ଭୁଲ କରିଥିଲେ ତାହା ପୁନରାବୃତି କରନ୍ତୁ ନାହିଁ । ବହୁତ ପରିଶ୍ରମରେ ଅଧିକ ସଫଳତା ପ୍ରାପ୍ତ କରିବେ ।

କୌଣସିବି କାର୍ଯ୍ୟ କରିବା ପୂର୍ବରୁ ନିଜ ଉପରେ ବିଶ୍ବାସ ରଖନ୍ତୁ । ସବୁ କାର୍ଯ୍ୟରେ ସଫଳ ହେବେ । ବ୍ୟବସାୟରେ ହେଉ ବା ଚାକିରି କ୍ଷେତ୍ରରେ ବହୁତ ଭଲ ସଫଳତା ପ୍ରାପ୍ତି ହେବ । ଯଦି ଆପଣ ତୃତୀୟ ସଂଖ୍ୟା ଟିକୁ ଚୟନ କରିଛନ୍ତି ତ ଜୀବନରେ ବହୁତ ଖୁସିର ସମୟ ବିତାଇବେ । ସାଙ୍ଗ ସାଥିଙ୍କ ସହ ବହୁତ ଭଲ ସମୟ ରହିବ । କୌଣସି ବାହାର ସ୍ଥାନକୁ ଯାତ୍ରା କରିବାର ସୁଯୋଗ ରହିଛି । ଯାହା ବି କିଛି ଇଚ୍ଛା କରିଛନ୍ତି ତାହା କିଛି ବିଳମ୍ବରେ ପ୍ରତି ହେବ ।

ଧର୍ଯ୍ୟ ର ସହିତ ଅପେକ୍ଷା କରିବାକୁ ପଡିବ । ଈଶ୍ବରଙ୍କ ଆଶୀର୍ବାଦରୁ ସବୁ ଇଚ୍ଛା ପୂର୍ଣ ହେବ । ଯାହା ସବୁ ସମସ୍ଯା ପୂର୍ବରୁ ଥଲା ତାହା ବହୁତ ଶୀଘ୍ର ଦୂର ହେବ । ନିଜ କର୍ମକୁ ଠିକ ଭାବରେ ତୁଲାଇବା ଆବଶ୍ୟକ । ଠିକ କର୍ମ କରିବା ଦ୍ଵାରା ଭଲ ଫଳ ପ୍ରାପ୍ତି ହୋଇଥାଏ । ଏମିତି କିଛି କାମ କରନ୍ତୁ ଯାହା ଆପଣଙ୍କ ଭବିଷ୍ୟତରେ କୌଣସି ବାଧା ଆସିବା ନାହିଁ ।ଯଦି ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥାଏ । ଏହି ପେଜକୁ ଲାଇକ ,କମେଣ୍ଟ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *