ବହୁତ ଆକର୍ଷକ ହୋଇଥାନ୍ତି ଏହି 4ଟି ନାମର ଝିଅ- Jyotisha Shastra

ଆଜି ଆମେ ଆଖୁ ଥିବା ଅ ମହିଳାମାନଙ୍କର ପୁଅ ମାନେ ବହୁତ ଦିଵାନା ହୋଇ ଥାନ୍ତି । ଏହି ଚାରି ନାମର ମହିଳାମାନେ ଅଭୁତ ଆକର୍ଷିତ ହୋଇ ଥାନ୍ତି । ଆସନ୍ତୁ ଜାଣିବା କେଉଁ ନାମର ମହିଳାମାନେ ଦେଖିବା ପାଇଁ ବହୁତ ଆକର୍ଷିତ ହୋଇ ଥାନ୍ତି । ଆପଣ ଯଦି ଦେଖିବେ ତ ଆମ ଜ୍ଯୋତିଷ ଶାସ୍ତ୍ର ଅନୁସାରେ  ଆମ ଜୀବନର  ବିଷୟରେ ବହୁତ କିଛି ଜଣା ଯାଇ ଥାଏ ।  ତେବେ ଆସନ୍ତୁ ଜାଣିବା ଏହି ଚାରି ନାମର ମହିଳାଙ୍କ ନାମ ବିଷୟରେ ।

ଏହି ମହିଳା ବିବାହିତ ହୋଇଥିଲେ ମଧ୍ୟ ସେମାନେ ଅନ୍ୟକୁ ଆକର୍ଷିତ କରି ପାରନ୍ତି । ଆପଣ ମାନେ ଜାଣି ଥିବେ କି କିଛି ମହିଳା ମାନେ ଦେଖିବା ପାଇଁ ସୁନ୍ଦର ନଥାନ୍ତି । କିନ୍ତୁ ସେମାନଙ୍କ ଅଲଗା କଥା ପାଇଁ ସେମାନେ ଅନ୍ୟକୁ ଆକର୍ଷିତ କରୀ ପାରି ଥାନ୍ତି । ଆଜି ଆମେ କହିବା ପାଇଁ  ଯାଉଥିବା ମହିଳାମାନେ ବହୁତ ଗପି ଥାନ୍ତି କିଛି ଲୋକଙ୍କୁ ସେଇ ପାଇଁ ସେମାନେ ଆକର୍ଷିତ ଲାଗି ଥାନ୍ତି ।

ଏହା ସବୁଙ୍କ ପାଖରେ ଥିବା ଏହାର କିଛି ମାନେ ନଥାଏ କିଛି ଜଣ ଥାନ୍ତି । ଯେଉଁ ମାନେ ନିଜ ଆଡକୁ ଟାଣିବା ଖୁବ ଭଲ ଭାବେ ଜାଣି ଛନ୍ତି । ଆଜି ଆମେ କହିବା ପାଇଁ ଯାଉଥିବା ମହିଳା ମାନଙ୍କ ମଧ୍ୟରୁ ପ୍ରଥମ ନାମ ଆସେ “P” ନାମର ମହିଳା ମାନଙ୍କ ନାମ ସେମାନେ ଦେଖିବା ପାଇ ଯେତେ ଅଧିକା ସୁନ୍ଦର ହୋଇ ଥାନ୍ତୁ କି ନଥାନ୍ତୁ ।

ସେମାନେ ଖୁବ ଭଲ ଭାବେ ଅନ୍ୟ ମାନଙ୍କ ସହ ମିଶି ଯାଇଥାନ୍ତି । ଆପଣମାନେ ଜାଣି ଥିବେ କି କିଛି ମହିଳାମାନେ ଯେଉଁ ମାନେ କଲେଜ ରେ ପଢୁ ଛନ୍ତି ଯଦି ଏହି ନାମର ମହିଳା ଥିବେ ତ ଆପଣମାନେ ଜାଣି ପାରିବେ କି ସେମାନାଙ୍କର ଏକା ସହ ଅନେକ ପ୍ରେମିକ ଥାନ୍ତି । ପ୍ରେମ ମହିଳା ମାନଙ୍କ ଆଡୁ ଥାଉ କି ନଥାଉ ତାହା ମାନେ ରଖୀ ନଥାଏ ।

ଏହା ପରେ ନାମ ଆସେ “K” ନାମର ମହିଳାମାନେ । ଏମାନେ ଦେଖିବା ପାଇଁ ବହୁତ ଆକର୍ଷିତ ଥାନ୍ତି । ଏମାନେ ଥରେ ଯାହାକୁ ଭଲ ପାଇ ଯାଇ ଥାନ୍ତି ତାଙ୍କ ପାଇଁ ଏମାନେ ସମର୍ପିତ ହୋଇ ରହି ଥାନ୍ତି । ଏମାନେ ସବୁ ବେଳେ ନିଜକୁ ନିଜ ପାର୍ଟନରଙ୍କ ସହ ରଖିବା ପାଇ ଭଲ ପାଇ ଥାନ୍ତି ।

ଏହା ପରେ ଆସେ “s” ନାମର ମହିଳାଙ୍କ ଏମାନେ ନିଜ ଜୀବନ ସାଥି ଙ୍କୁ ବହୁତ ଭଲ ପାଇ ଥାନ୍ତି । ଏମାନେ ନିଜ ପାର୍ଟନର ଙ୍କୁ ସବୁ ବେଳେ ନିଜ ର ବେଷ୍ଟ ସମୟ ଦେଇ ଥାନ୍ତି । ଏମାନେ ବହୁତ କେୟାରିଙ୍ଗ ହୋଇ ଥାନ୍ତି । ଏହା ପରେ ନାମ ଆସେ “R” ଯେଉଁ ମାନଙ୍କ ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ।

ଏମାନେ ନିଜ ପାର୍ଟନର ଙ୍କୁ ଖୁଶି କରିବା ପାଇ ଅନେକ ଚେଷ୍ଟା କରିଥାନ୍ତି । ନିଜ ସମ୍ପର୍କକୁ ଏମାନେ ବଞ୍ଚାଇବା ପାଇଁ ଏମାନେ ବହୁତ ଚେଷ୍ଟା କରିଥାନ୍ତି । ଏମାନେ କେବେହେଲେ ଚାହିଁ ନଥାନ୍ତି କି ଏମାନଙ୍କ ପାର୍ଟନର କୁ କେବେହେଲେ କିଛି ଅସୁବିଧା ଭୋଗ କରିବା ପାଇଁ ପଡୁ । ଏହା ପାଇଁ ସେମାନେ ସଜାଗ ରହି ଥାନ୍ତି ।

Leave a Reply

Your email address will not be published. Required fields are marked *