ବହୁତ୍ ଭାଗ୍ୟବାନ ହୋଇଥାନ୍ତି ଏହି 4ଟି ମାସରେ ଜନ୍ମିତ ଝିଅ, ଅଟନ୍ତି ସାକ୍ଷାତ ଲକ୍ଷ୍ମୀଙ୍କ ସ୍ୱରୂପ- Jyotisha Shastra

ବନ୍ଧଗଣ ଶାସ୍ତ୍ର ରେ ନାରିଙ୍କ ଠାରେ ମା ଲକ୍ଷ୍ମୀଙ୍କ ବାସ ଥାଏ ବୋଲି କୁହାଯାଇଛି । ଏଥିପାଇଁ ଯେବେ ଗୃହରେ ଝିଅ ଜନ୍ମ ହୋଇଥାଏ ଲୋକେ କୁହନ୍ତି ମା ଲକ୍ଷ୍ମୀ ଆସିଲେ । ବହୁତ ଲୋକଙ୍କ କହିବା ଅନୁଯାୟୀ ଘରର ଝିଅ ମାନେ ସୁଖ ସମୃଦ୍ଧି ଆଣିଥାନ୍ତି । ଜ୍ଯୋତିଷ ଆଚାର୍ଯ୍ୟ ଙ୍କ କହିବା ଅନୁଯାୟୀ ଝିଅଙ୍କର ଜନ୍ମ ସହ ସେମାନଙ୍କର ଜନ୍ମ ମାସ ମଧ୍ୟ ଭାଗ୍ଯବାନ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ କେଉଁ ମାସରେ ଝିଅ ମାନେ ଜନ୍ମ ହୋଇଥିଲେ ଭାଗ୍ୟଶାଳୀ ହେବା ସହ ଏମାନଙ୍କୁ ଭଲ ଶ୍ଵଶୁର ଘର ମଧ୍ୟ ମିଳିଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

୧- ଫେବୃଆରି ମାସରେ ଜନ୍ମ ହୋଇଥିବା ଝିଅ ମାନଙ୍କର ସ୍ଵଭାବ ବିନମ୍ର ହୋଇଥାଏ । ସେମାନେ ବହୁତ ବୁଦ୍ଧିମତୀ ମଧ୍ୟ ହୋଇଥାନ୍ତି । ଏମାନଙ୍କର ବିବାହ ପରେ ବହୁତ ଭଲ ଘର ମିଳିବ ସହ ଏମାନେ ନିଜ ପରିବାରରେ ସୁଖ ସମୃଦ୍ଧି ମଧ୍ୟ ଆଣିଥାନ୍ତି । ଏମାନଙ୍କର ଗ୍ରହ ଚଳନ ପରିବାରକୁ ଲାଭ ଦେଇଥାଏ ।

୨- ଏପ୍ରିଲ ମାସରେ ଜନ୍ମ ହୋଇଥିବା ଝିଅ ମାନଙ୍କୁ ସାକ୍ଷାତ ଲକ୍ଷ୍ମୀ ଙ୍କ ସ୍ୱରୂପ ମାନା ଯାଇଥାଏ । ଶାସ୍ତ୍ର ଅନୁଯାୟୀ ଏହି ମାସ ବହୁତ ଶୁଭ ହୋଇଥାଏ । ଏହି ମାସରେ ଜନ୍ମିତ ଝିଅ ମାନଙ୍କର ଗ୍ରହ ଚଳନ ବହୁତ ଦ୍ରୁତ ହୋଇଥାଏ । ଯାହା ଦ୍ଵାରା ଏମାନଙ୍କୁ ସଫଳତା ମିଳିବ ସହ ଭାଗ୍ୟ ଉଚ୍ଚ ହୋଇଥାଏ । ଏମାନଙ୍କ ଭାଗ୍ୟ ଏତେ ତେଜ ହୋଇଥାଏ କି ଏମାନେ ପ୍ରଗତି ଆଡକୁ ଅଗ୍ରସର ହୋଇଥାନ୍ତି ।

୩- ଜୁନ ମାସରେ ଜନ୍ମ ଗ୍ରହଣ କରିଥିବା ଝିଅ ମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । କିନ୍ତୁ ଅର୍ଥ ଶାସ୍ତ୍ର ଅନୁଯାୟୀ ଏହି ମାସରେ ଜନ୍ମିତ ସନ୍ତାନ ଶୁଭ ନୁହେଁ । କିନ୍ତୁ ଏହି ମାସରେ କୌଣସି ଝିଅ ଜନ୍ମ ହୋଇଥିଲେ ଭାଗ୍ଯବାନ ହୋଇଥାନ୍ତି । ଏହି ମାସରେ ଜନ୍ମିତ ଝିଅ ମଏ ବହୁତ ମେହନତୀ ହୋଇଥାନ୍ତି । ଏମାନେ ନିଜର ଲକ୍ଷ୍ୟ ପାଇବାକୁ ଅଧିକ ପରିଶ୍ରମ କରିଥାନ୍ତି । ଏମାନେ ନିଜ ଲକ୍ଷ୍ୟ ସ୍ଥଳରେ ନ ପହଞ୍ଚିବା ଯାଏଁ ଉଦ୍ୟମ ଜାରି ରଖିଥାନ୍ତି ଯାହା ଫଳରେ ଜୀବନରେ ବହୁତ ବଡ ସଫଲାତ ହାସଲ କରିଥାନ୍ତି ।

୪- ସେପ୍ଟେମ୍ବର ମାସରେ ଜନ୍ମ ଗ୍ରହଣ କରିଥିବା ଝିଅ ମାନଙ୍କର କୁଣ୍ଡଳୀରେ ଚନ୍ଦ୍ର, ବୁଧ, ଶୁକ୍ର ଏହି ୩ଟି ଗ୍ରହଙ୍କର ମିଳନ ହୋଇଥାଏ ଏହି କାରଣରୁ ଏହି ମାସରେ ଜନ୍ମ ହୋଇଥିବା ଝିଅ ମାନେ ବହୁତ ଧନବାନ ହୋଇଥାନ୍ତି । ଏମାନେ ନିଜ ଭାଗ୍ୟ ବଳରେ ସବୁ କିଛି ହାସିଲ କରିଥାନ୍ତି । ଏମାନଙ୍କ ଜୀବନରେ କେବେ କିଛି ଅଭାବ ହୁଏ ନାହି । ଏହା ସତ ଯେ ଏପରି ଝିଅ ମାନଙ୍କ ସହ ବିବାହ ଧନୀ ପାତ୍ର ସହ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *