ବାସୀ ରୋଟି ଖାଉଥିଲେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ, 1 ରୋଟି ଆପଣଙ୍କୁ କରିବ କୋଟିପତି

ବନ୍ଧୁଗଣ ଆମ୍ଭେ ମାନେ ବେଳେବେଳେ ପ୍ରାୟତ ଖାଇବା ଅଧିକ ତିଆରି କରିଥାଉ ଯାହା ପାଇଁ ଖାଦ୍ୟ କିଛି ବଞ୍ଚି ଯାଇଥାଏ । ଯେମିତିକି ତରକାରୀ, ସଂତୁଳା, ଭଜା ଇତ୍ୟାଦି ସରିଯାଇଥାଏ କିନ୍ତୁ ରୋଟି ବଳି ଯାଇଅଥାଏ । ତା ପର ଦିନ ଘରର ଲୋକେ ବ ପିଲା ବାସୀ ରୁଟି ଖାଇବାକୁ ରାଜି ହୁଅନ୍ତି ନାହି । ଯଦି ଆପଣଙ୍କ ଘରେ ଏମିତି ହେଉଥାଏ ତେବେ କିଛି ବିଶେଷ କଥା ପ୍ରତି ଧ୍ୟାନ ଦିଅନ୍ତି । ଜାଡ୍ୟ ଆପଣ ବାସୀ ରୋଟି ଖାଉଛନ୍ତି ତେବେ ମାଲାମାଲ ହେବାକୁ କେହି ଆପଣଙ୍କୁ ଅଟକାଇ ପାରିବେ ନାହି । ତେବେ ବାସୀ ରୁଟି ଖାଉଥିଲେ କଣ ହୋଇଥାଏ ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

୧- ଯଦି ଖାଦ୍ଯ ତିଆରି କରିବା ସମୟରେ ଚୁଟିରେ ହାତ ମାରିବା, ନାକ ବା ଆଖିରେ ହାତ ମାରି ନ ଧୋଇ ଖାଦ୍ଯ ତିଆରି କରିଥାନ୍ତି ତେବେ ଖାଦ୍ୟ ଦୂଷିତ ହୋଇଥାଏ । ଏହି ପ୍ରକାରର ଖାଦ୍ଯ ଖାଇଲେ ରୋଗ ବୈରାଗ୍ୟ ହେବ ସହ ଦାରିଦ୍ରତା ଦେଖାଯାଇଥାଏ । ଏଭଳି ଘରେ ଥିବା ଥିବା ଅସଫଳ ହୋଇଥାନ୍ତି । ତେଣୁ ପରିଷ୍କାର ହାତରେ ଖାଦ୍ୟ ତିଆରି କରିବା ଉଚିତ ।

୨- ଘରର ନାରୀମାନେ ଖାଦ୍ୟ ତିଆରି କରିବା ସମୟରେ ରୋଷେଇ ଘର ପରିଷ୍କାର କରିବା ଉଚିତ । ଯଦି ରୋଷେଇ ଘର ଅପରିଷ୍କାର ହୋଇଥାଏ ତେବେ ରୋଜଗାର କରୁଥିବା ବ୍ୟକ୍ତି ଉପରେ ଖରାପ ପ୍ରଭାବ ପଡିବା ସହ ଧନ ହାନି ହୋଇଥାଏ ।

୩- ଆପଣଙ୍କ ଘରେ ଧାରୁଆ ଜିନିଷ ରଖିବା ଦ୍ଵାରା ପରୋବରରେ ଝଗଡା ସୃଷ୍ଟି ହୋଇଥାଏ । ରୋଷେଇ ଘରେ ଗୋଟିଏ ବା ଦୁଇଟି ଛୁରୀରୁ ଅଧିକା ରଖିବା ଅନୁଚିତ । ଯେଉଁ ଛୁରୀର ବ୍ୟବହାର ହେଉ ନାହି ଆଉ ତାକୁ ରିଷେଇ ଘରେ ରଖୁଛନ୍ତି ତାହାକୁ ବାହାର କରନ୍ତୁ ନଚେତ ଘରେ ଖରାପ ଶକ୍ତି ଆକର୍ଷିତ ହୋଇଥାଏ ଯାହାର ଖରାପ ପ୍ରଭାବ ପଡିଥାଏ ।

୪- ରୋଷେଇ ଘର ଆଗରେ ଜୋତା ଚପଲ ରଖିବା ଦ୍ଵାରା ମା ଅର୍ଣ୍ଣପୂର୍ଣ୍ଣା କ୍ରୋଧିତ ହୋଇଥାନ୍ତି । ଆଉ ପୁରା ପରିବାର ଡ୍ରାଦ୍ରତା ହୋଇଥାଏ । ଏହାକୁ ପାପ ବୋଲି ମାନାଯାଇଥାଏ । ତେଣୁ ଝାଡୁ ଚପଲ ବା ଜୋତା ଚପଲ ରଖନ୍ତୁ ନାହି ।

୫- ରୋଷେଇ ଘରେ ଖାଦ୍ୟ ବନାଇବା ସମୟରେ ନାରୀଙ୍କୁ ଅଇଁଠା କରିବା ଅନୁଚିତ । ଏମିତି ହେଲେ ମା ଲକ୍ଷ୍ମୀ ରୁଷ୍ଟ ହୋଇ ସେହି ଘରୁ ଚାଲିଯାଇଥାନ୍ତି । ଶୁଭତାର ଧ୍ୟାନ ରଖନ୍ତୁ । ବାସ୍ତୁ ଅନୁଯାୟୀ ରୋଷେଇ ଘରେ ଆଇନା, ଚକଟା ହୋଇଥିବା ଅଟା ରଖିବା ଅନୁଚିତ ।

୬- ବାସୀ ରୋରୀ ହଜମ କ୍ରିୟା ପାଇଁ ବହୁତ ସହାୟକ ହୋଇଥାଏ । ବାସୀ ରୋଟି ହଜମ ପ୍ରକ୍ରିୟାକୁ ଠିକ ଭାବେ କରିଥାଏ । ଏଥିରେ ଫାଇଭର ପ୍ରଚୁର ପରିମାଣରେ ମିଳିଥାଏ । ଖାଦ୍ଯରେ ଫାଇଭର ଅଧିକ ଥିବାରୁ ଏହା ହଜମ କ୍ରିୟାରେ ସହାୟକ ହୋଇଥାଏ ।

୭- ବାସୀ ରୁଟିରେ ପେଟ ଫୁଲିବା ବା ଗ୍ଯାସ ସମସ୍ଯାରୁ ମୁକ୍ତି ମିଳିଥାଏ । ତେଣୁ ବାସୀ ରୋଟି ବରଦାନ ଠାରୁ କମ ନୁହେଁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *