ଘରକୁ ଏହି 5ଟି ପକ୍ଷୀ ଆସିଲେ ହୋଇଯିବେ କୋଟିପତି, ଭାଗ୍ୟଶାଳୀ ବ୍ୟକ୍ତିଙ୍କ ଘରକୁ ହିଁ ଆସିଥାନ୍ତି ଏହି ପକ୍ଷୀ- Shakuna Shastra

ଶାସ୍ତ୍ର ଅନୁଯାୟୀ ପଶୁପକ୍ଷୀ ଆମର ପରିବେଶକୁ ସ୍ଵଚ୍ଛ କରିଥାନ୍ତି । ଆମ ଆଖପାଖରେ ପକ୍ଷୀ ମାନଙ୍କର ଜରୁରତ ସେତିକି ରହିଛି ଯେତିକି ପଣି ପିଇବା ଦରକାର ହୋଇଥାଏ । କିନ୍ତୁ ଏମିତି କିଛି ପକ୍ଷୀ ଅଛନ୍ତି ଯେଉଁ ମାନେ ଘରର ଛାତ ଉପରକୁ ଆସି ଧାନ ଓ ପାଣି ପିଇଗଲେ ଏମିତି କିଛି ହେବ ଯାହାର କଳ୍ପନା କେହି କରି ନାହାନ୍ତି । ମାନ୍ୟତା ଅଛି ଏହି ୫ଟି ପକ୍ଷୀ କିସମତ ବାଲା ବ୍ୟକ୍ତିଙ୍କ ଘରକୁ ଆସିଥାନ୍ତି । ବଡ ଭାଗ୍ୟବାନ ହୋଇଥାନ୍ତି ଏହି ୫ଟି ପକ୍ଷୀ ଯେଉଁ ମାନଙ୍କ ଘରେ ଆଗମନ କରିଥାନ୍ତି । ଏହି ପକ୍ଷୀକୁ ଦେଖିଲେ କେବେ ମାରିବେ ନାହି । ତେବେ ଆସନ୍ତୁ ଜାଣିବା ସେହି ୫ଟି ପକ୍ଷ କିଏ ଅଟେ ।

୧- ନୀଳକଣ୍ଠ : ଶାସ୍ତ୍ର ଅନୁଯାୟୀ ନୀଳକଣ୍ଠ ଭଗବାନ ଶିବଙ୍କ ପ୍ରତୀକ ଅଟେ । ବହୁତ କମ ଲୋକ ହୋଇଥାନ୍ତି ଯେଉଁ ମାନଙ୍କ ଘରେ ନୀଳକଣ୍ଠ ପକ୍ଷୀ ଆଗମନ କରି ଦାନା ପାଣି ପିଇଥାନ୍ତି । ନୀଳକଣ୍ଠ ଏମିତି ଏକ ପକ୍ଷୀ ଯାହାକୁ ଦେଖିଲେ ବ୍ୟକ୍ତିର ସବୁ ଦୁଖ କଷ୍ଟ ଶେଷ ହୋଇଥାଏ । ଏହି ପକ୍ଷୀ ଘରକୁ ଆସିଲେ ଦାନା ଖାଇବାକୁ ଦିଅନ୍ତୁ । ଏମିତି ହେଲେ ଭାଗ୍ୟର ଉଦୟ ହୋଇଥାଏ । କିସମତବାଲା ହୋଇଥାନ୍ତି ସେହି ମାନେ ଯେଉଁ ମାନଙ୍କର ଛାତରେ ନୀଳକଣ୍ଠ ପକ୍ଷୀ ଆସି ବସିଥାଏ ।

୨- କାଉ : ଯଦି କାଉ ଆପଣଙ୍କ ଛାତରେ ବସି ଖାଦ୍ୟ ଖାଇଥାଏ ତେବେ ଜାଣିବେ କେବେ ଆପଣଙ୍କ ସହ ଖରାପ ହେବ ନାହି । ଆପଣଙ୍କ ଘରେ କେବେ କାହାର ଅକାଳ ମୃତ୍ୟୁ ହେବ ନାହି । ଯେଉଁ ବ୍ୟକ୍ତି କାଉକୁ ଖାଇବାକୁ ଦେଲେ ସଙ୍କଟ ଟଳିବା ସହ କାଉ ତାର ଗୁଣ ଗାନ କରିଥାଏ । କାଉ ଛାତ ଉପରେ ବସିଲେ ତାକୁ ନ ଘଉଡାଇ ଖାଇବାକୁ ଦିଅନ୍ତୁ । କଉର ସେବା କରିବାର ଅର୍ଥ ସ୍ଵୟଂ ଶନି ମହାରାଜଙ୍କ ସେବା କରିବା ହୋଇଥାଏ । କାଉକୁ ଖାଇବାକୁ ଦେଲେ ରାହୁ କେତୁ ଶାନ୍ତ ହୋଇଥାନ୍ତି ।

୩- ଗୌରୀୟା ପକ୍ଷୀ : ଏହି ପକ୍ଷୀ ଘରକୁ ସିଲେ ସାକ୍ଷାତ ମା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ଯାହା ଶାସ୍ତ୍ରରେ ମାନ୍ୟତା ରହିଛି । ଏହି ପକ୍ଷୀ ଘରକୁ ଆସି ଦାନା ପାଣି ଖାଇଲେ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଏହି ପକ୍ଷୀ ଘରେ ବସା ବାନ୍ଧିଲେ ମଙ୍ଗଳକାରୀ ହୋଇଥାଏ । କିସ୍ମତବାଲା ହୋଇଥାନ୍ତି ସେହି ଲୋକ ଯେଉଁ ମାନଙ୍କ ଘରେ ଏହି ପକ୍ଷୀ ବସା ବାନ୍ଧିଥାନ୍ତି ।

୪- ପାରା : ଯେଉଁ ବ୍ଯକ୍ତିର ଘରେ ପାରା ଆସି ଖାଦ୍ୟ ଗ୍ରହଣ କରିଥାଏ ସେହି ବ୍ଯକ୍ତିର ଭାଗ୍ୟ ଉଦୟ ହୋଇଥାଏ । ଏହା ସହ ଜୀବନରେ ପରିବର୍ତ୍ତନ ହୋଇଥାଏ । ପାରା ଘରେ ବସା ବାନ୍ଧିଲେ ଶୁଭ ହୋଇଥାଏ ।

୫- ପେଚା : ଘରେ ସକାଳୁ ସକାଳୁ ପେଚା ଆସି ବସିଲେ ଜାଣିବେ ସାକ୍ଷାତ ଲକ୍ଷ୍ମୀ ଦେବୀଙ୍କ ବାସ ହେବାକୁ ଯାଉଛି । ମାତା ଲକ୍ଷ୍ମୀଙ୍କର ବାହନ ହୋଇଥାଏ ପେଚା । ତେଣୁ ପେଚା ଦେଖିଲେ କେବେ ଘଉଡାଇବା ଉଚିତ ନୁହେଁ । ରାତିରେ ପେଚା ଘରକୁ ଆସିଲେ ଅଶୁଭ ସଂକେତ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *