ଆଜି ଆମେ କହିବା କି କେଉଁ ମାନଙ୍କ ଘରକୁ ଭଗବାନ ନିଜେ ମଧ୍ୟ ଯିବା ପାଇଁ ଚାହାଁନ୍ତି ନି । କାରଣ ସେମାନେ ଏହି ଭଳି କିଛି କାମ କରିଥାନ୍ତି କିମ୍ବା ଏହି ଭଳି କିଛି ଚିନ୍ତା କରିଥାନ୍ତି ତେବେ ଆପଣ ନିଶ୍ଚିତ ଭାବେ ଜାଣି ନିଅନ୍ତୁ କି ଏହା ଆପଣଙ୍କ ପାଇଁ ଖରାପ ହୋଇଥାଏ । ଆଜି ଆମେ କହିବା କି କେଉଁ ଭଳି କାମ କରୁଥିବା ଆଲୋକଙ୍କ ଘରକୁ ଭଗବାନ ଯାଇ ନଥାନ୍ତି । ପ୍ରଥମ କାମ ହେଉଛି ଯେଉଁ ମାନେ ଘରକୁ ସଫା କରି ନଥାନ୍ତି ।
ଆଜ୍ଞା ହଁ ପୁରୁଷ ହେଉ କିମ୍ବା ମହିଳା ହୁଅନ୍ତୁ । ଆପଣ ଯଦି ନିଜ ପରିବାର ର ଧ୍ୟାନ ଠିକ ସେ ରଖୁ ନାହାଁନ୍ତି ତେବେ ଆପଣ ନିଶ୍ଚିତ ଭାବେ ଭଗବାନ ଙ୍କ ଠାରୁ ଅନେକ ଦୂର ରେ ରହି ଥାନ୍ତି । ଆପଣ ଯଦି ନିଜ ଘରର ଚିନ୍ତା କରୁ ନାହାଁନ୍ତି ତେବେ ଆପଣଙ୍କୁ ଘର କଣ ପାଇଁ ଦରକାର ଏହା ପାଇଁ ପଇସା ମଧ୍ୟ ଦରକାର ନାଇ ।
ଏହା ପରେ ଆସେ ଯେଉଁ ମାନେ ଘରେ ସବୁ ବେଳେ ଝଗଡା କରୁ ଥାନ୍ତି ଆପଣମାନେ ଜାଣି ଥିବେ କି ଭଗବାନ କହିଛନ୍ତି କି ଯେଉଁ ଘରେ ସବୁ ବେଳେ ଅସାନ୍ତି ହୋଇଥାଏ ସେଇ ଘରେ ଆମେ ନିବାସ ଅକରିବା ଖରାପ ହୋଇଥାଏ । ଏହା ମଧ୍ୟ କୁହାଯାଏ କି ଯେଉଁ ମାନେ ସର୍ବଦା କଳି ଝଗଡାରେ ନିଜକୁ ଫସେଇ ରଖିବା ପାଇଁ ଭଲ ପାଇ ଥାନ୍ତି ତାଙ୍କୁ ଖୁବ ବଡ ଦଣ୍ଡ ମିଳିଥାଏ ।
ଏହା ପରେ ଆସେ କି ଯେଉଁ ମାନେ ବାପା ମା ଅନକେ ଅପମାନ କରି ଥାନ୍ତି ସେମାନେ କେବେହେଲେ ଖୁଶିରେ ରହି ନଥାନ୍ତି ଯେଉଁ ମାନେ ସର୍ବଦା ଭଲ କଥା ଶିଖିଥାନ୍ତି କିମ୍ବା ଭଲ କାମ କରିବା ପାଇ ଆମକୁ ପ୍ରୋଶାଛାହାନ ଦେଇ ଥାନ୍ତି ସେମାନେ ହେଉଛନ୍ତି ପିତା ମାତା ଯଦି ଆମେ ଆମ ପିତା ମାତା ଠାରୁ ଦୂରେଇ ତାଙ୍କ ଅପମାନ କରିବା ।
ତେବେ ଏହା ଦ୍ଵାରା ଆମକୁ ଖୁବ କଷ୍ଟ ମିଳିବ ଯାହାଭି ହେଉନା କାହିଁକି ଆମେ ସର୍ବଦା ନିଜ କାମରେ ହି ନିଜକୁ ବ୍ୟସ୍ତ ରଖିବା ଭଲ ହୋଇଥାଏ । ଅନ୍ୟର କଥା ଶୁଣିକି ନିଜ ବାପା ଓ ମା ଙ୍କୁ ଖରାପ ବ୍ୟବହାର କରିବା ଭଲ କଥା ନୁହେଁ ।
ଯେଉଁ ମାନେ ନାରୀ ମାନଙ୍କ ଅପମାନ ହୋଇଥାଏ ଏହା ଜଗତର ଅପମାନ ସହ ସମାନ ହୂଇଥାଏ ତେଣୁ ଆପଣ ଏହାର ଧ୍ୟାନ ରଖିବେ କି ଯେଉଁ ଭଳି ଭାବେ ଏହା ଆପଣଙ୍କ ଠାରୁ ଦୂରରେ ରହୁ । ଆପଣ ମାନେ ଏହା ମଧ୍ୟ ଜାଣି ଥିବେ କିଛି କାମ ଘରେ କରିବା ଦ୍ଵାରା ମା ଲକ୍ଷ୍ମୀ ଦୂରେଇ ଯାଇ ଥାନ୍ତି ଆମ ଥାରୂ । ରାତିର ଅଇଁଠା ବାସନ ଆପଣ ହଟାଇ ଦେବା ଦରକାର ଥାଏ ।
ଏହା ସହ ଆପଣ ଯାହା ଭି କାମ କରୁଥିବା ବେଳେ ଏପାଖ ସେପାଖ ଜିନିଷ ପକାଇବା ଭଲ କଥା ନୁହେଁ । ରାତିରେ ଆଇନା ଦେଖିବା ଖରାପ ହୋଇ ଥାଏ ଆପଣ ଯଦି ରାତିରେ ସୁଗନ୍ଧିତ ଜିନିଷ ଲଗାଉଛନ୍ତି ଏହା ଆପଣଙ୍କ ପାଇଁ ଖରାପ ହୋଇ ଥାଏ । ସ୍ଵାମୀ ସ୍ତ୍ରୀ ଙ୍କ ଶୋଇବା ଘରକୁ ବାର ବାର କେହି ଯିବା ଭଲ କଥା ନୁହେଁ । ଆପଣ ଚପଲ ଜୋତା ଆଦିକୁ ଦୁଆର ମୁହଁରେ ରଖିବା ଖରାପ ହୋଇଥାଏ ।