ଭଗବାଣ ଭୋଳାନାଥ ହେଉଛନ୍ତି ସାରା ଦୁନିଆର ସଂହାର କରତା ଓ ରକ୍ଷା କର୍ତ୍ତା ମଧ୍ୟ । ଆପଣ ଯଦି ଯାଇ ଥିବେ ତ ଏହା ମଧ୍ୟ ଜାଣି ଥିବେ କି ଆପଣ ଭଗବାନ ଙ୍କ ଆରାଧନା କୃବ୍ବା ପାଇଁ ସେହି ଭଳି କିଛି ଅଧିକ ଆଡମ୍ବର ଦରକାର ନାଇ ସେ ନିଜ ନାମ ମାତ୍ର ରେ ହିଁ ସନ୍ତୁଷ୍ଟ ଥାନ୍ତି । ଏହି ନାମ ଏତେ ପବିତ୍ର ଥାଏ କି ଆପଣ ଚିନ୍ତା ମଧ୍ୟ କରି ପାରିବେ ନି ଆପଣ ଏନକେ ଚିନ୍ତା ର ଉପରେ ଥାଏ ଏହା ଦେଖିବା ପାଇଁ ଗଲେ ଆମେ ଜଣାଇ ପାରିବା କି ଏହା ଙ୍କ ନାମ ନିଜ ଭିତ୍ତରେ ଏକ ଶ୍ଳୋକ ହୋଇ ଥାଏ ।
ଭଗବାନ ଙ୍କ କୃପା ପାଇବା ବ୍ୟକ୍ତି ସାରା ଦୁନିଆ କୁ ନିଜ ହାତ ମ୍ମୁଠାରେ ରଖୀ ଦେଇ ପାରେ । ଆପଣ ମାନଙ୍କ ଜୀବନରେ ଥିବା ସମସ୍ଯା ପାଇଁ ଆପଣ ଯଦି ଭୋଳାନାଥ ଙ୍କ ପୂଜା କରିବେ ତେବେ ଆପଣ ମାନଙ୍କୁ ସବୁ କିଛି ମିଳି ଜୀବ । ଆପଣ ଜାଣି ଥିବେ କି ଆମେ ଯେଉଁ ଭି କାମ କରିବା ପାଇଁ ଯାଉଛୁ କିମ୍ବା କରୁଚେ ଏହା ଆମ ଭବିଷ୍ୟତ କୁ ଦେଖାଇ ଥାଏ ମଧ୍ୟ ରେ ଆମ ଦ୍ଵାରା ସାମାନ୍ଯ ଭୁଲ ବେଳେ ବେଳେ ହୋଇ ଯାଇ ଥାଏ । ଯାହା ଦ୍ଵାରା ଆମେ ଅଧିକ କ୍ଷତି ପାଇ ଥାଉ । ଏହି ସବୁରୁ ରକ୍ଷା ପାଇବା ପାଇଁ ଆମେ ଯଦି ଭଗବାନ ଏନକେ ପୂଜା କରିବା ତେବେ ଆମକୁ ନିଶ୍ଚିତ ଭାବେ ଭଲ ପରିଣାମ ମିଳିବ ।
ମାତ୍ର କିଛି ଏହି ଭଳି ରାଶି ଅଛନ୍ତି ଯେଉ ମାନଙ୍କୁ ଭୋଳା ନାଥ ଙ୍କ କୃପା ଅଧିକ ମିଳିବା ପାଇଁ ଯାଉଛି । ଏହି ରାଶି ମାନଙ୍କ ମଧ୍ୟରେ ପ୍ରଥମ ନାମ ଆସୁଛି ମିଥୁନ ରାଶି ର, ଦ୍ଵିତୀୟ ରାଶି ହେଉଛି କର୍କଟ ରାଶି, ତୃତୀୟ ରାଶି ହେଉଛି ମୀନ ରାଶି – ଆପଣଙ୍କୁ ଜୀବନରେ ଅଧିକ ଧନ ଲାଭ ହେବା ପାଇଁ ଯାଉଛି ଯାହା ଦ୍ଵାରା ଆପଣ କିଛି ଭଲ ପରିଣାମ ପାଇବେ । ଯେଉଁ ମାନେ ଚାକିରି କରି ନାହାଁନ୍ତି କିମ୍ବା ଚାକିରି କରିବା ପାଇଁ ଅପେକ୍ଷା କରି ଛନ୍ତି ସେମାନେ ଏବେ ଚାକିରି ପାଇବେ । ଯେଉଁ ମାନେ ବ୍ୟାପାର କରୁଛନ୍ତି ସେମାନଙ୍କ ଧନ ନିବେଶ ରୁ ତାଙ୍କୁ ଅଧିକ ଫାଇଦା ମିଳିବ ।
ଯଦି ଆପଣ ମାନେ କିଛି ନୂଆ କାମ କରିବେ କିମ୍ବା କିଛି ନୂଆ ଜାଗାକୁ ଯିବେ ତ ଆପଣ ନିଶ୍ଚିତ ଭାବେ ନିଜର ସମ୍ମାନ ଓ ପ୍ରତିଷ୍ଠା ଆଣି ପାରିବେ । କିଛି ଜଣ ନିଜ ସନ୍ତାନ ମାନଙ୍କ ପାଖରୁ କିଛି ଭଲ ଖବର ପାଇ ପାରନ୍ତି । ଏହି ରାଶିର ଲୋକମାନେ ଏବେ କିଛି ନୂଆ କାମ ପାଇ ପାରନ୍ତି ଯଦି କେହି ଆପଣ ଙ୍କୁ ଏହା ର ଚୟନ ବାଛି କି କରିବା ଦରକାର । ଆପଣ ମାନଙ୍କ ସମୟ ଭଲ ଅଛି ଓ ଆପଣଙ୍କ ଦିନ ମଧ୍ୟ ଭଲ ରେ ଜୀବ ଆପଣ ନିଜ କାମ ମନ ଲଗାଇ କି କରନ୍ତୁ ଦେଖିବେ ଭଲ ପରିଣାମ ପାଇବେ ।