ବିବାହିତା ମହିଳା ମାନେ ଭୁଲରେ ବି ପିନ୍ଧନ୍ତୁ ନାହିଁ ଏହି 3 ଟି ଜିନିଷ, ନଚେତ ହେବ ବହୁତ ବଡ କ୍ଷତି

ବନ୍ଧୁଗଣ ସାଧାରଣତଃ ସମସ୍ତ ବ୍ୟକ୍ତି ମାନଙ୍କର ବାସ୍ତୁ ଶାସ୍ତ୍ର ଉପରେ ପ୍ରଗାଢ ବିଶ୍ଵାସ ରହିଥାଏ । ଏହି ବସ୍ତୁ ଶାସ୍ତ୍ରରେ ମହିଳା ମାନଙ୍କୁ ଏପରି କିଛି କାର୍ଯ୍ୟ କରିବାକୁ ମନ କରାଯାଇଛି ଯାହା କି କରିବା ଦ୍ଵାରା ତାଙ୍କୁ ଘୋର ଖ୍ଯାତି ର ସାମ୍ନା କରିବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା ସେ ଗୁଡିକ ବିଷୟରେ ।

ବାସ୍ତୁ ଶାସ୍ତ୍ର ଅନୁସାରେ ବିବାହିତ ମହିଳା ମାନଙ୍କର ପୋଷାକ ପରିଧାନ ଉପରେ ଆଲୋକପାତ କରିବା ପରେ ସେଥିରୁ ପରିଲିଖିତ ହେଉଛି କି କିଛି ପ୍ରକାର ର ପୋଷାକ ପିନ୍ଧି ବ ଦ୍ଵାରା ମହିଳା ମାନଙ୍କୁ ବିଧବା ହେବାକୁ ପଡିଥାଏ

୧ ପ୍ରଥମତଃ ବିବାହିତା ମହିଳା ମାନଙ୍କୁ ଭୁଲରେ ବି ଧଳା ରଙ୍ଗର ଶାଢୀ ପିନ୍ଧିବା ଉଚିତ ନୁହେଁ, ଏହା ଦ୍ଵାରା ସ୍ଵାମୀଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ । ଏମିତି କି ଏହା ଦ୍ଵାରା ଅନେକ କ୍ଷତି ର ସାମ୍ନା କରିବାକୁ ପଡିଥାଏ ଆପଣଙ୍କ ବ୍ଯିବାହିକ ଜୀବନରେ । ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ସର୍ବଦା ଝଗଡା ମଧ୍ୟ ଲାଗେ ।

୨ ମହିଳା ମାନଙ୍କୁ କେବେବି ସୁନା ର ତିଆରି ପାଉଁଜି ପାଦରେ ପିନ୍ଧିବା ଉଚିତ ନୁହେ । । ଏହାକୁ ପାଦରେ ପିନ୍ଧିବା ଦ୍ଵାରା କୁବେର ଭଗବାନ କେବେବି ସନ୍ତୁଷ୍ଠ ହୋଇନଥାନ୍ତି । ସୁନାକୁ କେବଳ ହାତ ରେ ଓ ବେକରେ ବା କଣରେ ପିନ୍ଧିବେ । ଭୁଲରେ ବି ଗୋଡରେ ପିନ୍ଧିବେ ନାହିଁ । ନଚେତ ମା ଲକ୍ଷ୍ମୀ ଆପଣଙ୍କ ଘରର ରାସ୍ତା ଭୁଲିଯିବେ ।

୩ କୌଣସି ବିବାହିତା ମହିଳା ମାନଙ୍କୁ କଳା ରଙ୍ଗର ଚୁଡି ପିନ୍ଧିବା କଥା ନୁହେ । କଳା ରଙ୍ଗ ହେଉଛି ନକରାତ୍ମକ ଶକ୍ତିର ପ୍ରତୀକ ହୋଇଥିବାରୁ ଏହାକୁ ବାସ୍ତୁ ଶସ୍ତ୍ର ଅନୁସାରେ ବରଣ କରାଯାଇଛି । ଶେଠୀ ପାଇଁ କୌଣସି ବି ସଧବା ନାରୀ କେବେବି କଳା ରଣଗାନ ଚୁଡି ବା ବିନ୍ଦି ମଧ୍ୟ ପିନ୍ଧିବା ଅନୁଚିତ । ଏହା ଦ୍ଵାରା ଆପଣଙ୍କ ମନରେ ନକରାତ୍ମକ ପ୍ରଭାବ ପଡେ ଓ ଆପଣଙ୍କ ଦାଂପତ୍ଯ ଜୀବନ ଖରାପ ହୁଏ ।

ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ସବୁ ଜିନିଷ ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ ରହିଛି । ଯାହାଦ୍ୱାରା କି ଆମ ଭବିଷ୍ୟତ ରେ ହେବାକୁ ଥିବା କ୍ଷତି ଦୂର ହୋଇ ପାରିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *