ବିବାହ ପରେ ବି ଅନ୍ୟ ସ୍ତ୍ରୀ ସହ ସମ୍ପର୍କ ରଖିଥାନ୍ତି ଏହି 3ଟି ରାଶିର ପୁରୁଷ- Jyostisha Shastra

ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଯେଉଁ ସମ୍ପର୍କର ଡୋର ରହିଥାଏ ତାହା ବହୁତ କୋମଳ ହୋଇଥାଏ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଚାହତ ରହିଥାଏ ଦୁହିଙ୍କ ମଧ୍ୟରେ ସମ୍ପର୍କ ମଧୁର ରହୁ । କିନ୍ତୁ ଛୋଟ ଛୋଟ ଭୁଲ କାରଣରୁ ଦୁହିଙ୍କ ସମ୍ପର୍କରେ ହାତ ସୃଷ୍ଟି ହୋଇଥାଏ । ଯଦି ଦୁହିଙ୍କ ମଧ୍ୟରୁ ଜଣଙ୍କର ଅନ୍ୟ ଜଣଙ୍କ ଉପରେ ଭରସା ନ ଥିବ ତେବେ ସମ୍ପର୍କ ଅଧିକ ଦିନ ଯାଏଁ ତିଷ୍ଠିପାରେ ନାହି । ଅନେକ ସମୟରେ ଅବହେଳା କାରଣରୁ ଦୁହିଙ୍କ ସମ୍ପର୍କରେ ଫାଟ ଆସିଥାଏ । ଆଜି ଆମେ ଆପଣ ମାନଙ୍କୁ ବିବାହ ପରେ ଅନ୍ୟ ସ୍ତ୍ରୀ ସହ ସମ୍ପର୍କ ରଖୁଥିବା ୩ଟି ରାଶିର ପୁରୁଷଙ୍କ ବିଷୟରେ କହିବାକୁ ଯାଉଛୁ ।

୧- ମୀନ ରାଶିର ପୁରୁଷ ମାନେ : ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଏହି ରାଶିର ପୁରୁଷ ମାନେ ବିବାହ ପରେ ନିଜ ସ୍ତ୍ରୀ ଙ୍କ ଠାରେ ଅନେକ ସାରା ଦୋଷ ବାହାର କରିଥାନ୍ତି । କେବେଳ ଏତିକି ନୁହେଁ ବରଂ ନିଜ ସ୍ତ୍ରୀ ଙ୍କ ପ୍ରତି ଏହି ରାଶିର ପୁରୁଷଙ୍କ ଠାରେ ଅସୁରକ୍ଷିତ ଭାବ ରହିଥାଏ । ଅନେକ ସମୟରେ ଏହି ରାଶିର ପୁରୁଷ ମାନେ ଅନ୍ୟ ସ୍ତ୍ରୀ ଙ୍କ ଉପରେ ଆକର୍ଷିତ ହୋଇଥାନ୍ତି ଯାହା ପାଇଁ ଏମାନଙ୍କର ସ୍ତ୍ରୀ ଏମାନଙ୍କ ଠାରୁ ଦୂରେଇ ଯାଇଥାନ୍ତି । ଘରେ କ୍ଲେଶ ସେମିତି ଲାଗି ରହିଥାଏ ।

୨- ବୃଷ ରାଶିର ପୁରୁଷ ମାନେ : ବୃଷ ରାଶିର ପୁରୁଷ ମାନେ ଶାନ୍ତ ଓ ଭଲ ସ୍ଵଭାବର ବ୍ୟକ୍ତି ହୋଇଥାନ୍ତି । କିନ୍ତୁ ଏହି ରାଶିର ପୁରୁଷ ମାନେ ବିବାହ ପରେ ନିଜର ଯକ୍ତିଗତ କାମ ପାଇଁ ଖରାପ ରାସ୍ତା ଆପଣେଇଥାନ୍ତି । ବିବାହ ପରେ ଏମାନେ ନିଜ ସ୍ତ୍ରୀ ଙ୍କୁ କେବେ ଧୋକା ଦିଅନ୍ତି ନାହି । କିନ୍ତୁ ଏହା ସତ୍ବେ ମଧ୍ୟ ଦୁହିଙ୍କ ସମ୍ପର୍କରେ ମତଭେଦ ସୃଷ୍ଟି ହୋଇଥାଏ ।

ଏହି ରାଶିର ଜାତକ ହସ ଖୁସି ରେ ରହିବାକୁ ପସନ୍ଦ କରିବା ସହ ମଉଜ ମସ୍ତି କରିବାକୁ ଆଗ୍ରହୀ ହୋଇଥାନ୍ତି । ତେଣୁ ଏମାନଙ୍କୁ ଯଦି ବୋରିଙ୍ଗ ପାର୍ଟନର ମିଳିଯାଏ ତେବେ ସମ୍ପର୍କ ନିଭାଇବା ଏମନଙ୍କ ପକ୍ଷରେ କଷ୍ଟକର ହୋଇପଡେ । ଏମାନେ ନିଜର ଖୁସି ପାଇଁ ଅନ୍ୟ ସ୍ତ୍ରୀ ଙ୍କ ପ୍ରତି ଅଧିକ ଆକର୍ଷଣ ହୋଇଥାନ୍ତି ।

୩- କନ୍ୟା ରାଶିର ପୁରୁଷ ମାନେ : ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଏହି ରାଶିର ପୁରୁଷ ମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । କିନ୍ତୁ ବିବାହ ପରେ ମାନେ ନିଜ ସ୍ତ୍ରୀ ଙ୍କ ଉପରେ କାବୁ କରିବାକୁ ଚେଷ୍ଟା କରିଥାନ୍ତି । ଏମାନେ ନିଜ ସ୍ତ୍ରୀର କଥାକୁ ସବୁବେଳେ ତଳେ ରଖିବାକୁ ପସନ୍ଦ ଆସିଥାଏ ।

ଅନେକ ସମୟରେ ଏମାନେ ନିଜ ସ୍ତ୍ରୀ ଙ୍କ କମି ବାହାର କରିଥାନ୍ତି । ଏମାନେ କେବେ ବି ନିଜ ସ୍ତ୍ରୀ ଙ୍କ ଠାରେ ସନ୍ତୁଷ୍ଟ ହୁଅନ୍ତି ନାହି । ଯାହା କାରଣରୁ ଏମାନେ ଅନ୍ୟ ସ୍ତ୍ରୀ ଙ୍କ ପ୍ରତି ଆକର୍ଷିତ ହେବା ସହ ସେମାନଙ୍କ ସହ ସମ୍ପର୍କ ରଖିଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ସାଙ୍ଗ ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published.