ବିବାହିତା ମହିଳା ପ୍ରତ୍ୟେକ ଗୁରୁବାର ଦିନ ନିହାତି କରନ୍ତୁ ଏହି 3ଟି ଉପାୟ, ତା ପରେ ଦେଖନ୍ତୁ ଚମତ୍କାର

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ପୂର୍ବର ସମୟ କିଛି ଏମିତି ଥିଲା ଯାହା ପାଇଁ ଜୀବନ ସାଥିଙ୍କ ସହ ସାରା ଜୀବନ ବୀତି ଯାଉଥିଲା । କିନ୍ତୁ ଆଜିର ସମୟରେ ବାହାଘର କିଛି ଦିନ ନ ହେଉଣୁ ଭାଙ୍ଗି ଯାଉଛି । କିନ୍ତୁ ଆଜିର ସମୟରେ ପରସ୍ପରକୁ ବୁଝିବା ପରେ ବି ବାହାଘରର ୨ କି ୩ ବର୍ଷ ପରେ ଦାଂପତ୍ଯ ଜୀବନରେ ଦୁଖ ହେଉଛନ୍ତି । ଯଦି ଆପଣ ବିବାହିତା ଆଉ ଆପଣଙ୍କ ଜୀବନରେ କିଛି ଦୁଖ କଷ୍ଟ ରହିଛି ନିଜ ସାଥୀଙ୍କୁ ନେଇ ତେବେ ଆଜି ଆମେ ଆପଣଙ୍କୁ କିଛି ଖାସ ଉପାୟ କହିବୁ । ଯାହା ଗୁରୁବାର ଦିନ କରିଲେ ଦାଂପତ୍ଯ ଜୀବନରେ ଭଲରେ ବ୍ଯତୀତ ହେବ ।

୧- ଗୁରୁବାର ଦିନ ସକାଳୁ ଜଲ୍ଦି ଉଠି ସ୍ନାନ କରନ୍ତୁ । ପରେ କୁଙ୍କୁମ ଫରୁଆ ନେଇ ଆମ ଦୂର୍ଗାଙ୍କ ପ୍ରତିମା ଆଗରେ ରଖି ଦିଅନ୍ତୁ । ଏହା ପରେ ମା ଦୂର୍ଗାଙ୍କ ପାଖରେ ଦୀପ ଦାନ କରନ୍ତୁ । ପ୍ରଥମ ଦୀପ କୁଙ୍କୁମ ଡବା ପାଖରେ, ଦ୍ଵିତୀୟ ଦୀପ ମା ଦୂର୍ଗାଙ୍କ ସମୁଖରେ ରଖନ୍ତୁ । ଆରତୀ ସାରିବା ପରେ ପ୍ରଥମେ ମା ଦୂର୍ଗାଙ୍କୁ ଦ୍ଵିତୀୟ ଡବା କୁଙ୍କୁମ ଓ ତୃତୀୟ ଡବା କୁଙ୍କୁମକୁ ନିଜ ପାଖରେ ରଖନ୍ତୁ । ଯଦି ଆପଣଙ୍କ ସ୍ଵାମୀ ସେଠାରେ ଅଛନ୍ତି ତେବେ ତାଙ୍କୁ ଆରତୀ କରନ୍ତୁ । ଗୁରୁବାର ଦିନ ଆପଣ ଯେବେ ସିନ୍ଦୁର ଲଗାଇବେ ସେହି କୁଙ୍କୁମ ଡବାରେ ଲଗାନ୍ତୁ ।

ସିନ୍ଦୁରକୁ ସ୍ଵାମୀଙ୍କ ହାତରେ ଲଗାନତି । ଗୋଟିଏ ମାସ ଯାଏଁ ପ୍ରତେକ ଗୁରୁବାର ଏହି ଉପାୟ କରିଲେ ସ୍ବାମୀଙ୍କ ଠାରୁ ଭଲ ପାଇବା ମିଳିବ । ୨- ଗୁରୁବାର ଦିନ କୌଣସି ବିବାହିତା ଦମ୍ପତିଙ୍କୁ ଭରପୁର ଭୋଜନ କରାଇଲେ ଲାଭକାରୀ ହେବ । ଏହା ପାଇଁ ଆପଣ କେଉଁ ପୂଜକ ସଂପ୍ରଦାୟ ଦାମ୍ପତ୍ୟ ବା କୌଣସି ଗରିବଙ୍କ ଦମ୍ପତିଙ୍କୁ ବାଛି ପାରିବେ । ଖାଇବା ପରେ ଦକ୍ଷିଣା ଓ କିଛି ଜିନିଷ ଦାନ କରନ୍ତୁ ନିଜ ସ୍ବାମୀଙ୍କ ସହ ।

୩- ଭଗବାନ ବିଶୁଣୁ ଓ ମା ଲକ୍ଷ୍ମୀ ଙ୍କ ବାର ଭାବେ ଗୁରୁବାର ଦିନ ପୂଜା କରା ଯାଇଥାଏ । ଗୁରୁବାର ଦିନକୁ ଭଗବାନ ସତ୍ୟ ଓ ମା ଲକ୍ଷ୍ମୀଙ୍କ ନାମରେ ମଧ୍ୟ ଜଣା ଯାଇଥାଏ । ଗୁରୁବାର ଦିନ ସତ୍ୟ ନାରାୟଣ କଥା ରଖନ୍ତୁ । ବିବାହିତା ଦମ୍ପତିଙ୍କ ପାଇଁ ଲାଭକାରି ହେବ ସହ ପରିବାରରେ ଶାନ୍ତି ର ବାତାବରଣ ରହିବ । ସତ୍ୟ ନାରାୟଣ କଥା ଘରେ କରିଲେ ଖରାପ ଏନର୍ଜି ଦୂର କରିଥାଏ । ଏହା ଦ୍ଵାରା ମନରେ ଭଲ ବିଚାର ଆସିବା ସହ କେବେ କଳହ ହେବ ନାହି । ସମସ୍ତେ ଶାନ୍ତି ରେ ଜୀବନ ଯାପନ କରନ୍ତୁ ।

ତେବେ ଆପଣ ମାନେ ବି ଏହି ବିଶେଷ କଥା ପ୍ରତି ଧ୍ୟାନ ଦେବେ ଆଉ ଘରେ ସତ୍ୟ ନାରାୟଣ କଥା କରିବେ । ସେଠାରେ ଆପଣଙ୍କ ସ୍ଵାମୀ ଉପସ୍ଥିତ ରହିବା ଉଚିତ । ଏପରି କରିଲେ ପୂର୍ଣ୍ଣ ବୈବାହିକ ଜୀବନ ବ୍ଯତୀତ କରିବେ । ୩ ମାସକୁ ଥରେ ଘରେ ସତ୍ୟ ନାରାୟଣ କଥା ସ୍ଥାପନ କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *