ବିଛା ରାଶିର ବ୍ୟକ୍ତି କେବେ ହେବ ଆପଣଙ୍କ ଭାବନାର ସମ୍ମାନ, କେବେ ହେବ ଆପଣଙ୍କ ସମସ୍ୟାର ଅନ୍ତ… ଜାଣିବା ପାଇଁ ଶୀଘ୍ର ଦେଖନ୍ତୁ

ଆଜି ଆମେ କହିବାକି ବିଛା ରାଶିର ଲୋକଙ୍କୁ କଣ ପାଇଁ ନିଜର ଅଧିକାର କିମ୍ବା ସମ୍ମାନ ମିଳିନୀ କିମ୍ବା ଏମାନଙ୍କୁ କେହି ଭି ପଚାରୁ ନାହାଁନ୍ତି । ଆପଣ ମାନେ ଯେଉଁ ଜାଗାରେ ନିଜର ଅଧିକାର ଦେବା ପାଇଁ ଚାହୁଁ ଛନ୍ତି ତାହା ଆପଣଙ୍କୁ ମିଳୁଣୀ । ଯେଉଁ ଜାଗାରୁ ଆପଣ ଚାଲିଯିବା ପାଇଁ ଚାହୁଁ ଛନ୍ତି ସେହି ଜାଗାରେ ଆପଣ ଅଟକି ଯାଉଛନ୍ତି । ଯେଉଁ ଜାଗାରେ ଆପଣ ନିଜର କଣ୍ଟ୍ରୋଲ ରଖିବା ପାଇଁ ଚାହୁଁ ଛନ୍ତି ସେହି ଜାଗାରେ ଆପଣ ନିଜ କଣ୍ଟ୍ରୋଲ କୁ ହରା ଦେଉ ଛନ୍ତି ।

ତେବେ ଆଜି ଆମେ କହିବା କି ଆମେ କେଉଁ ଭଳି ଭାବେ ନିଜ ର ଅଧିକାର ସମ୍ମାନ ଓ ନିଜତ୍ଵ ପାଇବା । କେବେ ଆସିବା ଏହି ସମୟ ଏବେ ଆମେ ଜାଣିବା । ଆପଣ ନିଜ ସାହାଶ ଦ୍ଵାରା ଆଜି ଯାଏ ଏହି ଜାଗାରେ ଅଛନ୍ତି ଯଦି କେହି ଆପଣଙ୍କୁ କ୍ଷତି କରାଇ ଦେଇ ଛନ୍ତି ତେବେଭି ଆପଣ ତାକୁ କିଛି କହିବା ପାଇଁ ଭଲ ପାଇ ନଥାନ୍ତି ।

ଯଦି କେହି ଆପଣଙ୍କୁ କିଛି ଦରକାର ଥାଏ ଆପଣ ତାକୁ ପାଇବବା ପାଇଁ ନିଜ ଜୀବନର ବାଜି ଲଗାଇ ଦେଇ ଥାନ୍ତି । ଆପଣ ମାନଙ୍କ ଭଲ ସ୍ଵଭାବ ହେଉଛି କି ଯଦି ଆପଣ ନିଜ କାମ ଉପରେ କିମ୍ବା ନିଜ ନିଜ କଥା କୁ ସତ କରିବା ଉପରେ ଆସି ଯିବେ ତେବେ ଆପଣ ସବୁ କାମ କରି ପାରିବେ ।

ଏହା ଆପଣଙ୍କ ଭଲ ଗୁଣ ଭି ଖରାପ ଗୁଣ ଭି ଆପଣ ଏହା ନିଜ ବେଳକୁ କରିବା ବେଳେ ଖୁବ ଅଳଶ ଦେଖାଇ ଥାନ୍ତି କିନ୍ତୁ ଏହା ବାହାର ଲୋକମାନଙ୍କ ପାଇଁ କରିବା ପାଇଁ କହିଲେ ଆପଣ ଆଗଭର ହୋଇ ବାହାରି ଯାଇ ଥାନ୍ତି । ଏମାନେ ଭଲ ପାଇବା ଲୋକଙ୍କ ସହ ଏହି ଭଳି ଭାବେ ମିଶି ଯାଇ ଥାନ୍ତି କି ଛୋଟ ଛୋଟ କଥାକୁ ଆପଣ ଧ୍ୟାନ ଦେଇ ଥାନ୍ତି । ଏମାନେ ସଫଳ ହୋଇ ପାରିବେ ।

କିନ୍ତୁ ଆପଣ ସାମନାରେ ଥିବା ଲୋକଙ୍କୁ ଦେଖି ଜାଣିକି କାମ କରନ୍ତୁ । ଆପଣଙ୍କ ନିଜ ପାଖରେ ଥିବା ଲୋକମାନେ ସବୁ ବେଳେ ଦେଖି ଚାହିଁ କାମ କରନ୍ତୁ କାରଣ ଆପଣ ମାନେ ଯାହାକୁ ସାହାଜ୍ଯ କରିବେ ତାହା ଆପଣଙ୍କ ଓ ସେହି ଲୋକ ଭିତରେ ରହିବା କଥା ଯଦି ଆଉ କେହି ଜାଣି ଯିବେ ତ ଏହା ଆପଣଙ୍କ ପାଇଁ ଖରାପ ହୋଇ ପାରେ ।

ଆପଣଙ୍କ ଭଲ ସମୟ ଏବେ ଆସିବା ପାଇଁ ଯାଉଛି ଆପଣ ଯାହାକୁ ପ୍ରେମ କରିବେ ତେବେ ଆପଣ ତାକୁ ହି ବିବାହ କରିବେ । କେବଳ ଏହା ନୁହେଁ ଆପଣଙ୍କୁ ଆଉ ଏକ ମଉକା ମଧ୍ୟ ମିଳିବ । ଆପଣ ଏହାକୁ ଆଗ ଭଳି ଭୁଲ କରି କିଛି କରିବା ଆଗରୁ ନିଜ କଥା କୁ ବଡ ଲୋକଙ୍କ ଆଗରେ କହିବେ ତା ପରେ ଯାଇ ଆପଣ କିଛି ପଦେକ୍ଷେପ ନେବେ ।

Leave a Reply

Your email address will not be published. Required fields are marked *