ବିଧବା ନାରୀଙ୍କୁ ବିବାହ କରିବାର ଲାଭ ! ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ… Ajira Anuchinta

ବନ୍ଧୁଗଣ ପ୍ରତେକ ଝିଅର ସ୍ଵପ୍ନ ଠାରୁ ତାର ବିବାହ ଭଲ ପରିବାରରେ ହେଉ । ତାର ସ୍ଵାମୀ ସବୁବେଳେ ତାକୁ ଖୁସିରେ ରଖୁ । ଝିଅଟି ଜନ୍ମ ହେବା ପରେ ବାପା ମା ଚିନ୍ତାରେ ରହିଥାନ୍ତି । ଝିଅ ଯେବେ ବଡ ହୋଇଯାଏ ତେବେ ତାର କନ୍ୟା ଦାନ କରି କାହା ହାତକୁ ଦେଇ ଦିଆଯାଏ ଆଉ ଗୋଟେ ମୂହୁର୍ତ୍ତରେ ଝିଅ ପର ହୋଇଯାଏ । କିଛି ଝିଅ ଏମିତି ଭାଗ୍ୟ ଆଣିଥାନ୍ତି କି ପରିବାର ପାଇଁ ଲକ୍ଷ୍ମୀ ସଦୃଶ ହୋଇଥାନ୍ତି । କିନ୍ତୁ ଆଉ କିଛି ଝିଅଙ୍କ ଭାଗ୍ୟରେ କାନ୍ଦିବା ଲେଖା ହୋଇଥାଏ । ଅନେକ ସମୟରେ ଦୁର୍ଘଟଣା କାରଣରୁ ଝିଅଙ୍କର ସ୍ଵାମୀଙ୍କ ଦେହାନ୍ତ ଘଟିଥାଏ । ଆଜି ଆମେ ଆପଣଙ୍କୁ ବିଧବା ନାରୀଙ୍କୁ ବିବାହ କରିବା କେତେ ଦୂର ଠିକ ସେହି ବିଷୟରେ କହିବାକୁ ଯାଉଛୁ ।

ପୁରୁଣା କାଳରୁ ପ୍ରଥା ରହିଛି ବିଧବା ନାରୀ କୌଣସି ଶୁଭ କାର୍ଯ୍ୟରେ ଯୋଗ ଦେଇପାରିବେ ନାହି । କାରଣ ସ୍ଵାମୀ ଯିବା ପରେ ତାଙ୍କ ଜୀବନ ରଙ୍ଗହୀନ ହୋଇଯାଏ । ଏମିତିକି ପୂର୍ବରୁ ବିଧବା ନାରୀଙ୍କୁ ସମାଜରେ ରହିବା ପାଇଁ କେତେ କଥା ଶୁଣିବାକୁ ପଡୁଥିଲା । ଗୋଟେ ବିଧବା ନାରୀକୁ ଜୀବନ ଧାରଣ କରିବାକୁ କଷ୍ଟକର ହେଉଥିଲା । କିନ୍ତୁ ଆଜିର ସମସ୍ୟାରେ ଏ ସବୁ ପ୍ରଥା ଉଠି ସାରିଛି । ଯଦି କୌଣସି ବ୍ୟକ୍ତି ବିଧବା ନାରୀଙ୍କୁ ବିବାହ କରନ୍ତି ତେବେ ସେ ସର୍ବଦା ସ୍ବାମୀଙ୍କୁ ଖୁସିରେ ରଖିବାକୁ ଚେଷ୍ଟା କରିବେ ।

ବିଧବା ନାରୀ ମାନେ ବିବାହ ପରେ ନୂଆ ବୋହୂ ଭଳି କଳହ କରିବେ ନାହି । ସ୍ଵାମୀଙ୍କ ସବୁ କଥାର ଆଦର କରିବେ । ସେ ଆପଣଙ୍କ ପ୍ରତି ସୁଖ ଦୁଖର ସାଥି ହୋଇ ରହିବେ । ଯେବେ ଆପଣଙ୍କୁ ସାହାଜ୍ଯ କରିବାକୁ କେହି ନ ଥିବେ ସେହି ସମୟରେ ସ୍ତ୍ରୀ ଭାବେ ସେ ଛିଡା ହେବେ । ଏକ ବିଧବା ନାରୀ ଏହି କଥା ବହୁତ ଭଲ ଭାବରେ ଜାଣିଥାନ୍ତି ତାଙ୍କ ପାଇଁ ସ୍ଵାମୀ କଣ । ସେମାନେ ବିବାହ ପରେ ନିଜ ଦାୟିତ୍ଵ କୁ ଅଧିକ ବୁଝିଥାନ୍ତି ଓ ସ୍ଵାମୀ ଙ୍କୁ ଖୁସି କରିବା ପାଇଁ ସବୁ କିଛି କରିଥାନ୍ତି । ସେମାନେ ଏମିତି କିଛି କମ କ୍ରାନ୍ତି ନାହି ଯାହା ପାଇଁ ସ୍ଵାମୀଙ୍କ ମୁଣ୍ଡ ତଳକୁ ହୋଇଯିବ ।

ବିଧବା ନାରୀ ଜୀବନରେ ଯେବେ ବି ଦୁଖ ବା ବିପଦ ଆସିଥାଏ ସେହି ସମୟରେ ସେ ଅତୀତକୁ ମନେ ପକାଇ କାନ୍ଦିବା ବଦଳରେ ଦୃଢ ମୁକାବିଲା କରିଥାନ୍ତି । ଏଭଳି ସାହସ କେବଳ ବିଧବା ନାରୀ ଦେଖାଇ ପାରେ । ସେ ନିଜ ପରିବାର ପାଇଁ କିକି ବି କରିପାରେ । ସେ ନିଜ ପରିବାରକୁ ସବୁ ବିପଦରୁ ରକ୍ଷା କରିବା ପାଇଁ କିଛି ବି କରିପାରେ ।

ତେବେ ଆପଣ ମାନେ ଜାଣିଲେ ତ ବିଧବା ନାରୀ ଙ୍କୁ ବିବାହ ପରେ କେଉଁ କେଉଁ ଲାଭ ମିଳିଥାଏ । କିଛି ବି ଖରାପ ହେବ ନାହି ବିଧବା ନାରୀ ଙ୍କୁ ବିବାହ କରିଲେ । ବନ୍ଧୁଗଣ ଆପଣଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *