ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଶାରଦୀୟ ଦୂର୍ଗା ପୂଜାର ହାର୍ଦିକ ଅଭିନନ୍ଦନ । ଜୀବନରେ ସୁଖ ଶାନ୍ତିରେ ରହିବାକୁ ହେଲେ ସବୁବେଳେ ଭଲ କର୍ମ କରିବା ଉଚିତ ଏବଂ ଭଗବାନଙ୍କୁ ପ୍ରସନ୍ନ କରିବା ମଧ୍ୟ ଦରକାର । ତେଣୁ ସବୁବେଳେ ନୀତିନିୟମକୁ ଆଖିରେ ରଖି କାର୍ଯ୍ୟ କରନ୍ତୁ ଯାହାଦ୍ଵାରା ଭଗବାନ ସନ୍ତୁଷ୍ଟ ରହିବେ । ତେବେ ଆସନ୍ତୁ ଆଜି ଜାଣିବା ଦୂର୍ଗାପୂଜା ସମୟରେ ଘରକୁ କେଉଁ ଜିନିଷ ଆଣିବା ଦ୍ଵାରା ମା ଦୂର୍ଗା ଶୁଭଫଳ ଦେଇଥାନ୍ତି ।
ମା ଦୂର୍ଗା ନବରାତ୍ରି ସମୟରେ ସମସ୍ତ ଭକ୍ତଙ୍କ ମନସ୍କାମନା ପୂର୍ଣ କରିବା ନିମନ୍ତେ ଧରା ପୃଷ୍ଟରେ ଅବତରଣ କରିବେ । ପ୍ରଥମେ ଜାଣନ୍ତୁ, ଯଦି ଆପଣ ଆପଣଙ୍କ ଘରୁ ଦରିଦ୍ରତା କୁ ଦୂର କରିବାକୁ ଚହୁଁଛନ୍ତି ତେବେ ଏହି ସମୟରେ ଆପଣ ଘରକୁ ରୂପା ମୁଦ୍ରା ଆଣନ୍ତୁ । ଏବଂ ଏହାକୁ ପୂଜା କରି ଘର ଟଙ୍କା ରଖୁଥିବା ସ୍ଥାନରେ ରଖିଦିଅନ୍ତୁ ।
ଦିତୀୟ: ଯଦି ଆପଣ ଆର୍ଥିକ ଅସୁବିଧା ଭୋଗ କରୁଛନ୍ତି ତେବେ ଏହି ଦୂର୍ଗା ପୂଜା ସମୟରେ ଘରରକୁ କଉଡି ନେଇ ଆସନ୍ତୁ ଏବଂ ଏହାକୁ ପୂଜା ସ୍ଥାନରେ ରଖିଦିଅନ୍ତୁ । ମାନେ ରଖନ୍ତୁ ଧଳା କିମ୍ବା ହଳଦିଆ ରଙ୍ଗର କଉଡି ଆଣିବା ଉଚିତ । ଏହାଦ୍ୱାରା ମାତା ଲକ୍ଷ୍ମଙ୍କ କୃପା ଆପଣଙ୍କ ଉପରେ ସର୍ବଦା ରହିବ ।
ତୃତୀୟ: ଯଦି ଆପଣ ମା ଦୁର୍ଗ ଓ ମା ଲକ୍ଷ୍ମୀଙ୍କ କୃପା ପାଇବାକୁ ଚାହୁଛନ୍ତି ତେବେ ପଦ୍ମ ଫୁଲରେ ବସିଥିବ ମା ଲକ୍ଷ୍ମୀଙ୍କ ଫଟୋ ଘରକୁ ନିଶ୍ଚୟ ଆଣନ୍ତୁ ଏହି ନବରାତ୍ରି ସମୟରେ । ଏବଂ ଏହି ଫଟୋକୁ ସବୁଦିନ ପୂଜା କରନ୍ତୁ ।ଏହି ଉପାୟ କରିବା ଦ୍ଵାରା ମତ ଲକ୍ଷ୍ମୀ ଆପଣଙ୍କ ଘରେ ସ୍ଥାଇ ଭାବେ ବାସ କରିଥାନ୍ତି । ଚତୁର୍ଥ: ନବରାତ୍ରି ଚାଲିଥିବା ସମୟରେ ଘରକୁ ଦକ୍ଷିଣବର୍ତ୍ତୀ ଶଙ୍ଖ ଆଣନ୍ତୁ ।
ଏହାଦ୍ବାର ମାତା ଲକ୍ଷ୍ମୀ ଏବଂ ଧନର ଦାତା କୁବେର ଭଗବାନଙ୍କ ଆଶୀର୍ବାଦ ସର୍ବଦା ଆପଣଙ୍କ ଉପରେ ରହିଥାଏ । ଦକ୍ଷିଣବର୍ତ୍ତୀ ଶଙ୍ଖକୁ ଘରକୁ ଆଣିବା ପରେ ଏହାକୁ ପୂଜା ସ୍ଥାନରେ ବା ଘରର ଆଲମାରୀରେ ରଖିଦିଅନ୍ତୁ । ଏହି ଶଙ୍ଖକୁ କେବେ ଖାଲି ରଖିବା ଉଚିତ ନୁହେ ତେଣୁ ଏଥନୀରେ କିଛି ଅରୁଆ ଚାଉଳ ରଖିବା ଉଚିତ । ଏହା କରିବା ଦ୍ଵାରା ଆପଣଙ୍କ ଘରେ ଧାନର ଅଭାବ ରହିବ ନାହିଁ । ପଞ୍ଚମ: ଶ୍ରୀଯନ୍ତ୍ର ବହୁତ ପ୍ରକାରର ହୋଇଥାଏ । ଆପଣ ଏହିଦିନ କୌଣସି ପ୍ରକାରର ଶ୍ରୀଯନ୍ତ୍ର ଘରକୁ ଆଣି ଏହାର ପୂଜା କରିପାରିବେ । ଏବଂ ନିଜର ପୂଜା ଘରେ ଏହାକୁ ଲାଲ କପଡା ଉପରେ ସ୍ଥାପନ କରନ୍ତୁ ।
ଏହଦ୍ଵାର କୁବେର ମହାରାଜା ଆପଣଙ୍କ ଘରେ ସ୍ଥାଇ ଭାବେ ବାସ କରିଥାନ୍ତି । ଏବଂ ଆପଣଙ୍କୁ କୌଣସି ଟଙ୍କା ପଇସା ଜନିତ ସମସ୍ଯା ଭୋଗ କରିବାକୁ ପଡିନଥାଏ । ତେବେ ବନ୍ଧୁଗଣ ଦୂର୍ଗା ପୂଜାରେ ମାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଘରକୁ ନିଶ୍ଚୟ ଆଣନ୍ତୁ ଏହିସବୁ ଜିନିଷ ।କରୁଛୁ ଏହା ଆପଣଙ୍କ ପାଇଁ ନିଶ୍ଚିନ୍ତ ଫଳପ୍ରଦ ହେବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ ଶେୟାର କରିବାକୁ ଜମା ବି ଭୁଲିବେନି ।