ବୃଷ ରାଶିର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ କିଛି ଭୟଙ୍କର କଥା, ଥରେ ନିଶ୍ଚୟ ଦେଖନ୍ତୁ

ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ୧୨ ଗୋଟି ରାଶି ରହିଛି । ଗ୍ରହ ମାନଙ୍କର ଗତିବିଧିର ପରିବର୍ତ୍ତନ କାରଣରୁ ରାଶି ମାନଙ୍କର ପରିବର୍ତ୍ତନ ହୋଇଥାଏ । ଯାହା ଦ୍ଵାରା ବ୍ୟକ୍ତି ଜୀବନରେ ଅନେକ ଭଲ ଓ ଖରାପ ପ୍ରଭାବ ପଡିଥାଏ । ଯାହା ପାଇଁ ବ୍ୟକ୍ତି ଜୀବନରେ ସଫଳତା ଓ ବିଫଳତା ହାସଲ କରିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ୧୨ ଗୋଟି ରାଶି ମାନଙ୍କ ମଧ୍ୟରୁ ବୃଷ ରାଶିର ବ୍ୟକ୍ତି ମାନଙ୍କର ଜନ୍ମ ଠାରୁ ମୃତ୍ୟୁ ଯାଏଁ କିଛି ଖାସ କଥା ବିଷୟରେ କହିବାକୁ ଯାଉଛୁ ।

ବୃଷ ରାଶିର ଲୋକ ମାନେ ସ୍ତ୍ରୀ ଜାତି ପ୍ରତି ଆଗ୍ରହୀ ହୋଇଥାନ୍ତି । ଏମାନେ ବିନା କାରଣରେ ଅର୍ଥ ବ୍ୟୟ କରିଥାନ୍ତି । ନାସାରୋଗ, ଡାଇବେଟିସ, ମୁଖରୋଗ ଏମାନଙ୍କର ହୋଇଥାଏ । ଶିଳ୍ପ ପ୍ରତିଷ୍ଠା, ଅଧ୍ୟାପକ, ଚିକିତ୍ସା, ଆଇନ, ବ୍ୟବସାୟ, କୃଷି ଆଦି ଜିବିକା କରିଥାନ୍ତି । ଏମାନଙ୍କର ଶୁଭ ତାରିଖ ହେଉଛି ପ୍ରତିମାସର ୧୦,୫,୧୪ ଓ ୨୦ ।

ଶନିବାର ଏମାନଙ୍କ ପାଇଁ ଅଶୁଭ ଅଟେ । ନାଲି ରଙ୍ଗର ବସ୍ତ୍ର ଓ ରଙ୍ଗ ଏମାନଙ୍କର ଅଶୁଭ ଅଟେ । ସତ୍ୟ ସାନ୍ଧନାରେ ବୁଡି ରୁହନ୍ତୁ । ସେମାନେ ରୋଗକ୍ରାନ୍ତ ହୋଇଥାନ୍ତି । ପାରିବାରିକ ସୁଖକୁ ନେଇ ଅସାନ୍ତି ରୁହନ୍ତି । ଛୋଟ ଛୋଟ କଥାରେ ରାଗିଥାନ୍ତି । ବିବାହ ଯୋଗ ୧୪,୨୧,୨୬ ବର୍ଷରେ ଥାଏ । ୧ରୁ ଅଧିକ ବିବାହର ଯୋଗ ରହିଥାଏ ।

ଏମାନଙ୍କର ଖରାପ ସମୟ ହେଉଛି ଜନ୍ମ ଠାରୁ ୮ ବର୍ଷ ଯାଏଁ, ୨୮ରୁ ୩୫ ବର୍ଷ ଯାଏଁ । ପରିବାରରେ ଦୁଖ, ଅଭାବ, ସଂତାପ, ସନ୍ତାନର ଯୋଗ, ଅପବ୍ୟୟ କରିବା, ଶାରୀରିକ କଷ୍ଟ ପାଇଥାନ୍ତି । ୯ ବର୍ଷରୁ ୨୬ ବର୍ଷ, ୩୭ ବର୍ଷରୁ ୪୫ ବର୍ଷ ଯାଏଁ କାର୍ଯ୍ୟ ପୂରଣ ହୁଏ ନାହି । ଚୋରୀ, ବଦନାମୀ, ମିଛ କେସ, ମୋକଦମା ରେ ଏମାନେ ଫସିଥାନ୍ତି । ଏମାନଙ୍କର ଲାଭ ବା ଶୁଭ ସମୟ ହେଉଛି ୨୬ ରୁ ୨୮ ବର୍ଷ ଓ ୩୦ ବର୍ଷ ମଧ୍ୟରେ ।

କିଛି ନା କିଛି ଉନ୍ନତିମୂଳକ କାମ ସମାପନ ହୋଇଥାଏ । ୪୬ ବର୍ଷରୁ ୫୧ ବର୍ଷ ଯାଏଁ ଅତି ଖରାପ, ୫୨ ବର୍ଷରୁ ୫୭ ବର୍ଷ ଯାଏଁ ମୃତ୍ୟୁ ତୁଲ୍ୟ କଷ୍ଟ ଥାଏ । ୮୮ ବର୍ଷରୁ ୮୯ ବର୍ଷ ମଧ୍ୟରେ ମୃତ୍ୟୁ ଯୋଗ ଥାଏ । ଏମାନଙ୍କର ମନ୍ଦ ଗୁଣ ହେଉଛି ଜୀବନରେ ଏକରୁ ଅଧିକ ସ୍ତ୍ରୀ ସହ ମିତ୍ରତା ଥିଲେ କିଛି ସ୍ତ୍ରୀ ଲୋକେ ଶତ୍ରୁ ହୋଇଥାନ୍ତି ।

ଏମାନଙ୍କର ଶୁଭ ବାର ହେଉଛି ଶୁକ୍ରବାର । ପ୍ରତିବର୍ଷ ନଭେମ୍ବର ମାସ ୫,୧୦, ୧୪ ଓ ୨୦ ତାରିଖ ହେଉଛି ଅଶୁଭ ତାରିଖ । ବୃଷ ରାଶିର ଲୋକେ ମକର ରାଶି, କୁମ୍ଭ ରାଶି ବ୍ୟକ୍ତି ଙ୍କ ସହ ମିତ୍ରତା ରଖିଲେ ଅନେକ ଲାଭ ହୋଇଥାଏ । ଜୀବନର ଶେଷ ଆଡକୁ ଅଶୁଭ ଫଳ ମିଳିଥାଏ । ଆପଣଙ୍କର ଶୁଭ ସଂଖ୍ୟା ହେଉଛି ୫,୬, ଓ ୮ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *