ଚାହା ବନାଇବା ସମୟରେ ଏହି 2ଟି ଜିନିଷ ମିଶାଇ ଦିଅନ୍ତୁ, ଆଁଠୁଗଣ୍ଠି, ଶୀର ବ୍ଲକେଜ, ଉଚ୍ଚ ରକ୍ତଚାପ ଆଉ ହେବନି

ବନ୍ଧୁଗଣ ସବୁଠାରୁ ଅଧିକ ଯେଉଁ ଡ୍ରିଙ୍କ ସେବନ କରାଯାଏ ତାହା ହେଉଛି ଚା । ଅନେକ ଥର ଆପଣ ଚା କୁ ନେଇ ଅନେକ କଥା ଶୁଣିଥିବେ । ଅନେକ ଲୋକ କହିଥାନ୍ତି ଚା ପିଇବା କଥା ନୁହେଁ ତ ଆଉ କେହି କହିଥାନ୍ତି କା ବିଷ ଅଟେ । କିନ୍ତୁ ଏହି ସବୁ କଥାର କିଛି ମୂଲ୍ୟ ନାହିଁ । ଏହାର ଅର୍ଥ ଏହା ନୁହେଁ କି ଆପଣ ମନ ଇଚ୍ଛା ଚାହା ପିଇବେ । ଖାଲି ଚା ନୁହେଁ ବରଂ ଯେ କୌଣସି ଜିନିଷର ଅଧିକ ସେବନ କରିଲେ ତାହାର ସାଇଡ ଇଫେକ୍ଟ ପଡିଥାଏ ।

ଆଜି ଆମେ ଆପଣଙ୍କୁ କହିବୁ ଚାହା ରେ କେଉଁ ଜିନିଷ ମିଶାଇଲେ ବେନିଫିଟ ମିଳିଥାଏ । ଦିନକୁ 2ରୁ 3 କପ ଚା ସେବନ କରିଲେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏଚା ରେ ଆଣ୍ଟି ଅକ୍ସିଡେଣ୍ଟ ମିଳିଥାଏ ଯାହା ଶରୀର ପାଇଁ ଭିନ୍ନ ଭିନ୍ନ ଫାଇଦା ପହଞ୍ଚାଇଥାଏ । କିନ୍ତୁ ଏହି 2ଟି ଜିନିଷ ଚା ରେ ମିଶାଇଲେ ଏହାର ଗୁଣ ଅଧିକ ବଢିଯାଏ ।

ପ୍ରଥମ ଟି ହେଉଛି ଅଦା ଯାହା ଚାହା ବନାଇବା ସମୟରେ ମିଶାଇବା ଜରୁରୀ ଅଟେ । ଅନେକ ସାରା ଘରେ ଅଦା ର ବ୍ୟବହାର କରାଯାଏ । କିନ୍ତୁ ପଞ୍ଜାବୀ ପରିବାରରେ ଅଦାର ବ୍ୟବହାର ଅଧିକ ହୋଇଥାଏ । ଚା ରେ ଅଦା ନ ମିଶାଇଲେ ଏଥିରୁ ପୋଷାକ ତତ୍ତ୍ଵ ମିଳିବ ନାହିଁ । ଅଦା ମଧ୍ୟରୁ ପ୍ରଚୁର ମାତ୍ରାରେ ଆଣ୍ଟି ଇମଫ୍ଲାମେଟରୀ ତତ୍ତ୍ଵ ମିଳିଥାଏ ।

ଯାହା ଶରୀର ମଧ୍ୟରେ ଫୁଲା କମ, ଜଏଣ୍ଟ ପେନରୁ ଆରାମ ମିଳିଥାଏ । ଇମ୍ୟୁନିଟି ଇନହାନ୍ସ କରିଥାଏ, ଡାଇଜେସନ କୁ ବିକାଶ କରିଥାଏ । ଚା ରେ ଅଦା ମିସାଇଲେ ଏହି ସବୁ ଫାଇଦା ମିଳିଥାଏ । ଦ୍ଵିତୀୟ ଜିନିଷ ଯାହା ଚାହା ରେ ମିଶାଇବା ଦରକାର ତାହା ହେଉଛି ଡାଳହିନୀ । ଡାଲଚିନି ଏମିତି ଏକ ହର୍ବ ଯାହା କି ଆମ ଖାଦ୍ଯରେ ଫସଫରସ ଭାବେ ବ୍ୟବହାର ହୁଏ ।

ଚା ର ଟେଷ୍ଟ ଅଲଗା ହେବା ସହ ଚା ର ସ୍ଵାଦ ବଢିଯାଏ । ଆପଣଙ୍କ ଶରୀରରେ କିଛି ଇନଫେସକନ ହୋଇଥିଲେ ଏହା ଲ୍ଧିବାରେ ସାହାର୍ଯ୍ୟ କରିଥାଏ । ବ୍ଲଡ଼ ପ୍ରେସର କମ କରିବା ସହ ଅନେକ ରୋଗ ଦୂର କରିଥାଏ ଡାଲଚିନି । ଗୁଜୁରାତି ମିସାଇଲେ ଚା ର ବାସ୍ନା ବଢିବା ସହ ହେଲଥ ବେନିଫିଟ ମିଳିଥାଏ । ଛୋଟ ଗୁଜୁରାତି ଶରୀରର ଶରୀରକୁ ମଜବୁତ, ବ୍ଲଡ଼ ସରକୁଲେସନ ଠିକ କରିଥାଏ । ଯାହା ଦ୍ଵାରା ଶରୀରରେ ଏନର୍ଜି ବଢିଥାଏ ।

ଚା ବନାଇବା ସମୟରେ ସେଥିରେ ଏକ ଚତୁର୍ଥାଂଶ ଡାଲଚିନି ଗୁଣ ଓ ଛୋଟ ଗୁଜୁରାତି ମିଶାନ୍ତୁ । ପ୍ରଥମେ ଏକ କପ ପାଣି ନିଅନ୍ତୁ । ତା ପରେ ଗୁଜୁରାତି, ଅଦା, ଡାଲଚିନି କି ଗୁଣ୍ଡ କରି ଏଥିରେ ପକାନ୍ତୁ । ତାପରେ ଚିନୀ ଓ ଚାହାପତି ପକାଇବା ପରେ ସେଥିରେ କ୍ଷୀର ମିଶାନ୍ତୁ । ଏହାପରେ ଚା ଛାଣି ନିଅନ୍ତୁ । ଖାଦ୍ୟ ଖାଇବା ପରେ କେବେବି ଚା ର ସେବନ କରିବା କଥା ନୁହେଁ । ବନ୍ଧୁଗଣ ଆପଣଙ୍କୁ ଆମ ହେଲଥ ଟିପ୍ସ ଟି କେମିତି ଲାଗିଲା ଆମକୁ କାମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *