ଏହି ଭଳି ଝିଅ ଯେଉଁଠି ବି ମିଳିବେ ତୁରନ୍ତ କରି ନିଅନ୍ତୁ ବିବାହ, ଏକୁଟିଆ ଦେଖନ୍ତୁ- Chanakya Niti

ବିବାହକୁ ନେଇକି ଅନେକ ପିଲାମାନେ ବହୁତ ଚିନାତରେ ଥାନ୍ତି ସେମାନେ ଭାବି ଥାନ୍ତି କି ଯେଉଁ ଭଳି ସ୍ତ୍ରୀ ସେମାନେ ଚାହାନ୍ତି ସେମାନଙ୍କୁ ସେହି ଭଳି ସ୍ତ୍ରୀ ମିଳିବ ଅକଥା କିନ୍ତୁ ଦେଖିବା ପାଇଁ ଯିବା ତ ଘର ଲୋକମାନେ କିଛି ଅଲଗା ପ୍ରକାର ସ୍ତ୍ରୀ ଖୋଜି ଥାନ୍ତି ନିଜ ପୁଅ ମାନାଙ୍କ ପାଇଁ । ଆଜି ଆମେ ଆପଣଙ୍କୁ କହିବା କି ଆପଣ ଯଦି ବିବାହ କରିବା ଅପାଇନ ଯାଉଛନ୍ତି ତେବେ କେଉଁ ଭଳି ମହିଳା ଙ୍କୁ ନିଜର ଜୀବନ ସାଥି କରିବା ଭଲ ହୋଇ ଥାଏ ।

ଆଜି ଆମେ କହିବା କି ଚାଣକ୍ୟ ଜଣେ ମହାନ ବ୍ୟକ୍ତି ଥିଲେ ସେ ନିଜ ବୁଦ୍ଧି ବଳରେ ବଡ ବଡ ରାଜା ମାନଙ୍କୁ ନିଜର ଆଶ୍ରୟ ନେବା ପାଇଁ ମାନେଇ ନେଇ ଥିଲେ । ତାଙ୍କର ନୀତି ଗ୍ରନ୍ଥ ଆମ ପାଇଁ ଶିକ୍ଷା ଅଟେ । ଆପଣ ମାନେ ଯେଉଁ ଭଳି ଭାବ ଏଜନୟ ଛନ୍ତି କି ଏହା ଆମ ଜୀବନକୁ ଏକ ସୁନ୍ଦର ଓ ସଫଳ କରିବାର ମାର୍ଗ ମଧ୍ୟ ଅଟେ ।

ତେବେ ଚାଣକ୍ୟ ଅକହିଛନ୍ତି କି ଏହି ଭଳି ଯଦି ଗୁଣ ଆପଣଙ୍କ ଜୀବନ ସାଥି ଅମଧାୟରେ ଅଛି ତେବେ ଆପଣ ନିଶ୍ଚିତ ଭାବେ ତାଙ୍କଉ ହିଁ ବିବାହ କରିବା ଭଲ ହୋଇ ଥାଏ । ଯାହାକୁ ଆମେ ବିବାହ କରିବା ସେ କିଭଳି ମହିଳା ଅଟନ୍ତି ଆଗକୁ ଯାଇକି ଆମକୁ କିଛି ଅସୁବିଧା ହେବନି ତ ? ଶାସ୍ତ୍ର ଅନୁସାରେ କୁହାଯାଇଛି କି ଏକ ଯୋଗ୍ୟ ବ୍ୟକତି କୁ ବିବାହ କରିବା ଭଲ ହୋଇ ଥାଏ ।

ଶାସ୍ତ୍ର ଅନୁସାରେ ଏକ ଏହି ଭଳି କନ୍ୟା ମିଳିଲେ ଆପଣ ବିବାହ ତୁରନ୍ତ କରି ନେବା ଭଲ । ଏବେ ଆସନ୍ତୁ ଜାଣିବା କେଉଁ ଗୁଣ ରହିବା ଭଲ ହୋଇ ଥାଏ । ଯଦି ସ୍ତ୍ରୀ କାମ କରିବା ଠାରୁ ଅଧିକା ଜ୍ଞାନ ରଖିଛି ଓ ନିଜର ଆଖ ଅପାଖରେ କଣ କଣ ଘଟନା ମାନ ହେଉଛି ତାକୁ ସେ ନଯାର ରେ ରଖିଛି ତେବେ ଏହି ଭଳି ମହିଳା ମାନଙ୍କୁ ବିବାହ କରିବା ଭଲ ହୋଇ ଥାଏ ।

ଏମାନେ ନିଜ ପରିବାରର ସମ୍ମାନ ବଢାଇବାରେ ସାହାଜ୍ଯ କରିଥାନ୍ତି । ଏହା ପରେ ଯେଉଁ ମହିଳା ମାନେ ନିଜ ଠାରୁ ବଡ ସାନ ସଭିଙ୍କୁ ସମାନ ଦେଇଥାନ୍ତି ସେମାନେ ବାହହୁତ ଭଲ ଥାନ୍ତି ସେହି ଭଳି ମହିଳା ମାନଙ୍କୁ ବିବାହ କରିବା ଅଭଲ ହୋଇ ଥାଏ । ଯେଉଁ ସ୍ତ୍ରୀ ସଂସ୍କୃତି ଓ ପରମ୍ପରା କୁ ମାନି ଥାଏ ସେହି ବ୍ଭାଳି ସ୍ତ୍ରୀ କୁ ବିବାହ ଅକରିବା ଭଲ ହୋଇ ଥାଏ ।

କୁହାଯାଏ କି ଦେବା ଦେବୀ ଙ୍କୁ ପୋଜା କରିକି ପାଇଥିବା ଶକ୍ତି ଦ୍ଵାରା ସେ ନିଜ ପରିବାର ର ରକ୍ଷା କରି ପାରେ । ଶାସ୍ତ୍ର ଅନୁସାରେ ଯେଉଁ ମହିଳାମାନେ ନିଜର ପିସା କୁ ବଞ୍ଚାଇବା ଆରେ ସକ୍ଷମ ଥାନ୍ତି ସେହି ଭଳି ମହିଳା ମାନେ ଖୁବ ଶୁଭ ହୋଇ ଥାନ୍ତି । ଏହା ଅପରେ କୁହାଯାଇଛି କି ଯେଉଁ ସ୍ତ୍ରୀ କଥା ବହୁତ ସୁମଢୁଆର ଅଟେ ।

ସେହି ବଳି ମହିଳା ମାନେ ଖୁବ ଭଲ ଅଟନ୍ତି ତାଙ୍କ ଘରେ ଅସାନ୍ତି ହୋଇ ନଥାଏ । ଯେଉଁ ସ୍ତ୍ରୀ ଧର୍ଜ ରଖିକି ଭଲ ମନ୍ତ୍ରଣା ଦେଇ ପାରେ ସେହି ଭଳି ମହିଳା ଖୁବ ଭଲ ଅଟନ୍ତି । ଯେଉଁ ମାନେ ନିଜ ଓ ପରିବାର ର ଲୋକଙ୍କ ସହ ନିଜର ମାର୍ଜଦ୍ୟା ରେ ରହି ଅହଂକାର କୁ ତ୍ୟାଗ କରିଥାଏ ଏହି ଭଳି ମହିଳା ଙ୍କୁ ବିବାହ କରିବା ଭଲ ହୋଇ ଥାଏ ।

Leave a Reply

Your email address will not be published. Required fields are marked *